Home Coronavirus Outbreak ପ୍ରଖ୍ୟାତ ଉର୍ଦ୍ଦୁ କବି ରାହତ ଇନ୍ଦୋରିଙ୍କର ଦେହାନ୍ତ – କୋଭିଡ -୧୯ ଟେଷ୍ଟ ପଜିଟିଭ୍ ଆସିବା...

ପ୍ରଖ୍ୟାତ ଉର୍ଦ୍ଦୁ କବି ରାହତ ଇନ୍ଦୋରିଙ୍କର ଦେହାନ୍ତ – କୋଭିଡ -୧୯ ଟେଷ୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା

112

ନୂଆ ଦିଲ୍ଲୀ ୧୧-୮ (ଓଡ଼ିଆ ପୁଅ) ପ୍ରଖ୍ୟାତ ଉର୍ଦ୍ଦୁ କବି ରାହତ ଇନ୍ଦୋରୀଙ୍କର ଦେହାନ୍ତ ହୋଇଯାଇଛି। ତାଙ୍କର କରୋନାଭାଇରସ୍ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିଥିଲା। ଏହା ପରେ ହୃଦଘାତ କରାଣରୁ ମଙ୍ଗଳବାର ଦିନ ଇନ୍ଦୋର ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ବୋଲି ଡାକ୍ତର କହିଛନ୍ତି।

ସେ ଆଜି ଦୁଇଥର ହୃଦଘାତର ଶିକାର ହୋଇଥିଲେ। କୋଭିଡ -୧୯ ଟେଷ୍ଟ ରିପୋର୍ଟ ଆସିବା ପରେ ରବିବାର ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ୬୦% ନିମୋନିଆ ଥିଲା ବୋଲି ଡାକ୍ତର ଭଣ୍ଡାରୀ କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.