Home Coronavirus Outbreak ରାଜ୍ୟରେ କରୋନା ନେଲା ୧୪ ଜୀବନ

ରାଜ୍ୟରେ କରୋନା ନେଲା ୧୪ ଜୀବନ

33

ଭୁବନେଶ୍ୱର ୩୦-୪ (ଓଡ଼ିଆ ପୁଅ) ରାଜ୍ୟରେ କରୋନା ନେଲା ୧୪ ଜୀବନ। ଏହା ସହ ମୋଟ ମୃତ୍ୟୁ ସଂଖ୍ୟା ୨୦୪୩ କୁ ବୃଦ୍ଧି ପାଇଛି। ତେବେ ଆଜି କରୋନାରେ
ଗଞ୍ଜାମ ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୨୫୯ କୁ ବୃଦ୍ଧି ପାଇଛି।
କଳାହାଣ୍ଡି ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୪୦ କୁ ବୃଦ୍ଧି ପାଇଛି।
ଖୋର୍ଦ୍ଦା ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୩୫୮ କୁ ବୃଦ୍ଧି ପାଇଛି।
କୋରାପୁଟ ଜିଲ୍ଲାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୯ କୁ ବୃଦ୍ଧି ପାଇଛି।
ନବରଙ୍ଗପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୫ କୁ ବୃଦ୍ଧି ପାଇଛି।
ରାୟଗଡ଼ା ଜିଲ୍ଲାରେ ୨ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୫୯ କୁ ବୃଦ୍ଧି ପାଇଛି।
ସମ୍ବଲପୁର ଜିଲ୍ଲାରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୮୧ କୁ ବୃଦ୍ଧି ପାଇଛି।
ସୁନ୍ଦରଗଡ଼ ଜିଲ୍ଲାରେ ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଏହା ସହ ଜିଲ୍ଲାର କରୋନା ରୋଗୀଙ୍କ ସଂଖ୍ୟା ୧୯୦ କୁ ବୃଦ୍ଧି ପାଇଛି।

ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ସ୍ୱାସ୍ଥ୍ୟ ବିଭାଗ ତରଫରୁ ସୂଚନା ମିଳିଛି।

୧- ଭୁବନେଶ୍ୱରର ଜଣେ ୭୪ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୨- ଭୁବନେଶ୍ୱରର ଜଣେ ୫୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗ, ଉଚ୍ଚ ରକ୍ତଚାପ, କ୍ରନିକ୍ କିଡନୀ ରୋଗ ଏବଂ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୩- ଗଞ୍ଜାମ ଜିଲ୍ଲାର ଜଣେ ୭୮ ବର୍ଷ ବୟସ୍କ ପୁରୁଷ ଯିଏ କ୍ରନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୪- କଳାହାଣ୍ଡି ଜିଲ୍ଲାର ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୫- କୋରାପୁଟ ଜିଲ୍ଲାର ୫୨ ବର୍ଷ ବୟସ୍କ ପୁରୁଷ।

୬- କୋରାପୁଟ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କା ମହିଳା ଯିଏ କ୍ରନିକ୍ କିଡନୀ ରୋଗରେ ଉଚ୍ଚ ରକ୍ତଚାପରେ ପୀଡିତ ଥିଲେ।

୭- କୋରାପୁଟ ଜିଲ୍ଲାର ୫୬ ବର୍ଷ ବୟସ୍କ ପୁରୁଷ।

୮- ନବରଙ୍ଗପୁର ଜିଲ୍ଲାର ୪୫ ବର୍ଷ ବୟସ୍କ ପୁରୁଷ।

୯- ରାୟଗଡ଼ା ଜିଲ୍ଲାର ୪୮ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୧୦- ରାୟଗଡ଼ା ଜିଲ୍ଲାର ଜଣେ ୪୧ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୧- ସମ୍ବଲପୁର ଜିଲ୍ଲାର ୩୦ ବର୍ଷ ବୟସ୍କ ପୁରୁଷ।

୧୨- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ।

୧୩- ସୁନ୍ଦରଗଡ ଜିଲ୍ଲାର ଜଣେ ୧୬ ବର୍ଷ ବୟସ୍କା ମହିଳା।

୧୪- ସୁନ୍ଦରଗଡ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.