Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୨୯, ଅଗଷ୍ଟ

192

ଭୁବନେଶ୍ୱର ୨୯-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୨୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୯୭୯୨୦ କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୬୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୯୮୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୧୨୬୫ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ସୁସ୍ଥ ହୋଇଥିଲେ ୨୫୦୩ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୧୬୭୦୯୧୦। ମୋଟ ଆକ୍ରାନ୍ତ ୯୭୯୨୦ କୁ ବୃଦ୍ଧି ପାଇଛି। ମୋଟ ସୁସ୍ଥ ହେଲେଣି ୬୭୮୨୬ ଜଣ ଏବଂ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୯୫୭୧ ଜଣ।

ପୁଣି କରୋନା ନେଇଛି ୧୪ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୪୭୦ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବାଲେଶ୍ୱର ଜିଲ୍ଲାରୁ ୨ ଜଣ
ବରଗଡ଼ ଜିଲ୍ଲାରୁ ଜଣେ
କଟକ ଜିଲ୍ଲାରୁ ୨ ଜଣ
ଜଗତସିଂହପୁର ଜିଲ୍ଲାରୁ ୨ ଜଣ
ଯାଜପୁର ଜିଲ୍ଲାରୁ ଜଣେ
ଖୋର୍ଦ୍ଦା ଜିଲ୍ଲାରୁ ୨ ଜଣ
ମାଲକାନଗିରି ଜିଲ୍ଲାରୁ ୨ ଜଣ
ପୁରୀ ଜିଲ୍ଲାରୁ ଜଣେ
ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ

ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୧୪ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବାଲେଶ୍ୱର ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୨- ବାଲେଶ୍ୱର ଜିଲ୍ଲାର ଜଣେ ୪୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ଆସ୍ଥମା ରୋଗରେ ପୀଡିତ ଥିଲେ।

୩- ବରଗଡର ଜଣେ ୭୭ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୪- ଭୁବନେଶ୍ୱରର ୪୫ ବର୍ଷ ବୟସ୍କା ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୫- ଭୁବନେଶ୍ୱରର ଜଣେ ୭୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୬- କଟକ ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- କଟକ ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କା ମହିଳା ଯିଏ ମଧ୍ୟ ହାଇପୋଥାଇରଏଡିଜିମ୍ ରୋଗରେ ପୀଡିତ ଥିଲେ।

୮- ଜଗତସିଂହପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ପୁରୁଷ ଯିଏ କି କ୍ରନିକ୍ କିଡନୀ ରୋଗରେ ପୀଡିତ ଥିଲେ।

୯- ଜଗତସିଂହପୁର ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୧୦- ଯାଜପୁର ଜିଲ୍ଲାର ଜଣେ ୫୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହରେ ପୀଡିତ ଥିଲେ।

୧୧- ମାଲକାନଗିରି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ସେରେବ୍ରୋଭାସ୍କୁଲାର ଦୁର୍ଘଟଣାରେ ମଧ୍ୟ ପୀଡିତ ଥିଲେ।

୧୨- ମାଲକାନଗିରି ଜିଲ୍ଲାର ଜଣେ ୫୫ ବର୍ଷ ବୟସ୍କ ପୁରୁଷ।

୧୩- ପୁରୀ ଜିଲ୍ଲାର ୭୧ ବର୍ଷ ବୟସ୍କ ପୁରୁଷ।

୧୪- ସୁନ୍ଦରଗଡର ଜଣେ ୭୨ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

 

ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୩୨୫୨ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୧୧
୨- ବାଲେଶ୍ୱର ଜିଲ୍ଲାରୁ – ୭୮
୩- ବରଗଡ଼ ଜିଲ୍ଲାରୁ – ୧୪୬
୪- ଭଦ୍ରକ ଜିଲ୍ଲାରୁ – ୭୬
୫- ବଲାଙ୍ଗୀର ଜିଲ୍ଲାରୁ – ୬୪
୬- ବୌଦ୍ଦ ଜିଲ୍ଲାରୁ – ୩୮
୭- କଟକ ଜିଲ୍ଲାରୁ – ୩୨୩
୮- ଦେବଗଡ଼ ଜିଲ୍ଲାରୁ – ୭
୯- ଢେଙ୍କାନାଳ ଜିଲ୍ଲାରୁ – ୯୪
୧୦- ଗଜପତି ଜିଲ୍ଲାରୁ – ୨୦
୧୧- ଗଞ୍ଜାମ ଜିଲ୍ଲାରୁ – ୧୬୯
୧୨- ଜଗତସିଂହପୁର ଜିଲ୍ଲାରୁ – ୩୬
୧୩- ଯାଜପୁର ଜିଲ୍ଲାରୁ – ୮୩
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୫୫
୧୫- କଳାହାଣ୍ଡି ଜିଲ୍ଲାରୁ – ୨
୧୬- କନ୍ଧମାଳ ଜିଲ୍ଲାରୁ – ୨୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୭୭
୧୮- କେନ୍ଦୁଝର ଜିଲ୍ଲାରୁ – ୫୦
୧୯- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୭୬୨
୨୦- କୋରାପୁଟ ଜିଲ୍ଲାରୁ – ୨୫
୨୧- ମାଲକାନଗିରି : ୨୧
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୨୩
୨୩- ନବରଙ୍ଗପୁର ଜିଲ୍ଲାରେ: ୪୧
୨୪- ନୟାଗଡ଼ ଜିଲ୍ଲାରୁ – ୧୨୦
୨୫- ନୂଆପଡ଼ା ଜିଲ୍ଲାରୁ – ୨୫
୨୬- ପୁରୀ ଜିଲ୍ଲାରୁ – ୧୩୫
୨୭- ରାୟଗଡ଼ା ଜିଲ୍ଲାରୁ – ୪୫୦
୨୮- ସମ୍ବଲପୁର ଜିଲ୍ଲାରୁ – ୬୩
୨୯- ସୋନପୁର ଜିଲ୍ଲାରୁ – ୩୮
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୯୪

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲାରେ ୮୧୨ [+୧୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୨୩ [+୧୧] ଜଣ ସକ୍ରୀୟ ଅଛନ୍ତି। ୪୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲାରେ ୩, ୪୫୯ [+୭୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୯ [+୭୬] ଜଣ ସକ୍ରୀୟ ଅଛନ୍ତି। ୨, ୫୧୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲାରେ ୧, ୯୪୩ [+୧୪୬] ଜଣ ସଂକ୍ରମିତ ହୋଇଥିବା ବେଳେ ୯୨୫ [+୧୪୫] ଜଣ ସକ୍ରୀୟ ଅଛନ୍ତି। ୧, ୦୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୯ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲାରେ ୨, ୫୪୫ [+୭୬] ଜଣ ସଂକ୍ରମିତ ହୋଇଥିବା ବେଳେ ୭୫୮ [+୭୬] ଜଣ ସକ୍ରୀୟ ଅଛନ୍ତି। ୧, ୭୭୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲାରେ ୧, ୭୫୧ [+୬୪] ଜଣ ସଂକ୍ରମିତ ହୋଇଥିବା ବେଳେ ୬୮୪ [+୬୪] ଜଣ ସକ୍ରୀୟ ଅଛନ୍ତି। ୧, ୦୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲାରେ ୬୦୦ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫ [+୩୮] ଜଣ ସକ୍ରୀୟ ଅଛନ୍ତି। ୫୦୫ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲାରେ ୭, ୭୦୯ [+୩୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୩, ୧୫୧ [+୩୨୧] ଜଣ ସକ୍ରୀୟ ଅଛନ୍ତି। ୪, ୫୨୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୦ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲାରେ ୨୦୨ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୫୫ [+୭] ଜଣ ସକ୍ରୀୟ ଅଛନ୍ତି। ୧୪୭ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲାରେ ୧, ୫୧୧ [+୯୪] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୪ [+୯୪] ଜଣ ସକ୍ରୀୟ ଅଛନ୍ତି। ୧, ୦୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲାରେ ୨, ୮୩୨ [+୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୦୭ [+୨୦] ଜଣ ସକ୍ରୀୟ ଅଛନ୍ତି। ୨, ୫୦୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲାରେ ୧୭, ୪୫୬ [+୧୬୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୫୯୭ [+୧୬୯] ଜଣ ସକ୍ରୀୟ ଅଛନ୍ତି। ୧୫, ୬୬୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲାରେ ୧, ୭୦୩ [+୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୯୧ [+୩୪] ଜଣ ସକ୍ରୀୟ ଅଛନ୍ତି। ୧, ୧୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲାରେ ୩, ୬୫୨ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୬୭ [+୮୨] ଜଣ ସକ୍ରୀୟ ଅଛନ୍ତି। ୨, ୨୭୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲାରେ ୧, ୧୩୧ [+୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୪୨ [+୫୫] ଜଣ ସକ୍ରୀୟ ଅଛନ୍ତି। ୬୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲାରେ ୧, ୨୩୦ [+୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୩୮ [+୨] ଜଣ ସକ୍ରୀୟ ଅଛନ୍ତି। ୮୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲାରେ ୨, ୧୨୬ [+୨୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୦୮ [+୨୬] ଜଣ ସକ୍ରୀୟ ଅଛନ୍ତି। ୧, ୭୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାରେ ୧, ୫୮୨ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୩ [+୭୭] ଜଣ ସକ୍ରୀୟ ଅଛନ୍ତି। ୯୫୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲାରେ ୧, ୭୬୫ [+୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୪୩୦ [+୫୦] ଜଣ ସକ୍ରୀୟ ଅଛନ୍ତି। ୧, ୩୨୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲାରେ ୧୫, ୪୬୨ [+୭୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୬, ୦୨୯ [+୭୬୦] ଜଣ ସକ୍ରୀୟ ଅଛନ୍ତି। ୯, ୩୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬୧ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲାରେ ୩, ୨୩୯ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୯୬୯ [+୨୫] ଜଣ ସକ୍ରୀୟ ଅଛନ୍ତି। ୨, ୨୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୨, ୨୪୪ [+୨୧] ଜଣ ସଂକ୍ରମିତ ହୋଇଥିବା ବେଳେ ୬୯୫ [+୧୯] ଜଣ ସକ୍ରୀୟ ଅଛନ୍ତି। ୧, ୫୪୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲାରେ ୩, ୦୭୮ [+୧୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୪୩୫ [+୧୨୩] ଜଣ ସକ୍ରୀୟ ଅଛନ୍ତି। ୧, ୬୩୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲାରେ ୧, ୦୨୯ [+୪୧] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୫ [+୪୧] ଜଣ ସକ୍ରୀୟ ଅଛନ୍ତି। ୬୫୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲାରେ ୨, ୮୬୬ [+୧୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୪୨ [+୧୨୦] ଜଣ ସକ୍ରୀୟ ଅଛନ୍ତି। ୧, ୮୧୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲାରେ ୪୦୭ [+୨୫] ଜଣ ସଂକ୍ରମିତ ହୋଇଥିବା ବେଳେ ୯୦ [+୨୫] ଜଣ ସକ୍ରୀୟ ଅଛନ୍ତି। ୩୧୭ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲାରେ ୩, ୩୩୬ [+୧୩୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୧୦୧ [+୧୩୪] ଜଣ ସକ୍ରୀୟ ଅଛନ୍ତି। ୨, ୨୨୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲାରେ ୪, ୬୬୫ [+୪୫୦] ଜଣ ସଂକ୍ରମିତ ହୋଇଥିବା ବେଳେ ୨, ୧୮୫ [+୪୫୦] ଜଣ ସକ୍ରୀୟ ଅଛନ୍ତି। ୨, ୪୫୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲାରେ ୨, ୬୪୩ [+୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୯୪୦ [+୬୩] ଜଣ ସକ୍ରୀୟ ଅଛନ୍ତି। ୧, ୬୮୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲାରେ ୬୩୩ [+୩୮] ଜଣ ସଂକ୍ରମିତ ହୋଇଥିବା ବେଳେ ୨୪୫ [+୩୮] ଜଣ ସକ୍ରୀୟ ଅଛନ୍ତି। ୩୮୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲାରେ ୪, ୩୦୯ [+୯୪] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫୮ [+୯୩] ଜଣ ସକ୍ରୀୟ ଅଛନ୍ତି। ୩, ୩୧୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.