Home Coronavirus Outbreak କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ...

କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ ମୃତ ଏବଂ କେତେ ସକ୍ରିୟ – ୨୨, ଅଗଷ୍ଟ

263

ଭୁବନେଶ୍ୱର ୨୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୭୫୫୩୭କୁ ବୃଦ୍ଧି ପାଇଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୪୩ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୧୬୯୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ୧୧୨୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଗତକାଲି ସୁସ୍ଥ ହୋଇଥିଲେ୧୯୨୭ ଜଣ ଏବଂ ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୧୨୩୩୮୦୫। ମୋଟ ସୁସ୍ଥ ହେଲେଣି ୫୦୫୦୩ ଜଣ ସକ୍ରୀୟ ଆକ୍ରାନ୍ତ ଅଛନ୍ତି ୨୪୫୮୨ ଜଣ।

ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୯୯ କୁ ବୃଦ୍ଧି ପାଇଛି।

ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।

ବଲାଙ୍ଗୀର ଜିଲ୍ଲାରୁ ଜଣେ , କଟକ ଜିଲ୍ଲାରୁ ୩ ଜଣ, ଗଞ୍ଜାମ ଜିଲ୍ଲାରୁ ଜଣେ, ମାଲକାନଗିରି ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ଜଣେ, ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ, ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ଚିକିତ୍ସିତ ହେଉଥିବା ବେଳେ ୯ ଜଣ କୋଭିଡ ପଜିଟିଭ ରୋଗୀଙ୍କର ମୃତ୍ୟୁ ହୋଇଛି।

୧- ବଲାଙ୍ଗୀର ଜିଲ୍ଲାର ଜଣେ ୨୮ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ରୋଗରେ ପୀଡିତ ଥିଲେ।

୨- କଟକ ଜିଲ୍ଲାର ଜଣେ ୫୦ ବର୍ଷ ବୟସ୍କ ପୁରୁଷ ଯିଏ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୩- କଟକ ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ଉଚ୍ଚ ରକ୍ତଚାପ, ମଧୁମେହ, କାରସିନୋମା ଗଲ୍ ବ୍ୟାଡର୍ ରେ ମଧ୍ୟ ପୀଡିତ ଥିଲେ।

୪- କଟକ ଜିଲ୍ଲାର ଜଣେ ୫୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ଫୁସଫୁସ ରୋଗରେ ମଧ୍ୟ ପୀଡିତ ଥିଲେ।

୫- ଗଞ୍ଜାମ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ସେପସିସରେ ପୀଡିତ ଥିଲେ।

୬- ମାଲକାନଗିରି ଜିଲ୍ଲାର ଜଣେ ୫୩ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।

୭- ରାୟଗଡ଼ା ଜିଲ୍ଲାର ୫୧ ବର୍ଷ ବୟସ୍କ ପୁରୁଷ।

୮- ସୁନ୍ଦରଗଡ ଜିଲ୍ଲାର ଜଣେ ୫୪ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।

୯- ସୁନ୍ଦରଗଡ ଜିଲ୍ଲାର ଜଣେ ୬୦ ବର୍ଷ ବୟସ୍କ ପୁରୁଷ ଯିଏ ଡାଇବେଟିସ୍, ଡିଲେଟେଡ୍ କାର୍ଡିଓମିଓପାଥି ଏବଂ ରାଇଟ୍ ପ୍ଲୁରାଲ୍ ଇଫ୍ୟୁଜନ୍ରେ ମଧ୍ୟ ପୀଡିତ ଥିଲେ।

ରାଜ୍ୟରେ ଆଜି ୨୯ ଜିଲ୍ଲାରୁ ୨୮୧୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ

୧- ଅନୁଗୁଳ ଜିଲ୍ଲାରୁ – ୨୩

୨- ବାଲେଶ୍ୱର ଜିଲ୍ଲାରୁ – ୧୦୫

୩- ବରଗଡ଼ ଜିଲ୍ଲାରୁ – ୧୩୬

୪- ଭଦ୍ରକ ଜିଲ୍ଲାରୁ – ୭୭

୫- ବଲାଙ୍ଗୀର ଜିଲ୍ଲାରୁ – ୫୬

୬- ବୌଦ୍ଦ ଜିଲ୍ଲାରୁ – ୬

୭- କଟକ ଜିଲ୍ଲାରୁ – ୨୫୭

୮- ଢେଙ୍କାନାଳ ଜିଲ୍ଲାରୁ – ୧୦୦

୯- ଗଜପତି ଜିଲ୍ଲାରୁ – ୬୨

୧୦- ଗଞ୍ଜାମ ଜିଲ୍ଲାରୁ – ୧୯୨

୧୧- ଜଗତସିଂହପୁର ଜିଲ୍ଲାରୁ – ୪୮

୧୨- ଯାଜପୁର ଜିଲ୍ଲାରୁ – ୧୨୦

୧୩- ଝାରସୁଗୁଡ଼ା ଜିଲ୍ଲାରୁ – ୬୩

୧୪- କଳାହାଣ୍ଡି ଜିଲ୍ଲାରୁ – ୫୫

୧୫- କନ୍ଧମାଳ ଜିଲ୍ଲାରୁ – ୪୪

୧୬- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୨

୧୭- କେନ୍ଦୁଝର ଜିଲ୍ଲାରୁ – ୭

୧୮- ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ – ୪୪୩

୧୯- କୋରାପୁଟ ଜିଲ୍ଲାରୁ – ୮୧

୨୦- ମାଲକାନଗିରି : ୮୩

୨୧- ମୟୁରଭଞ୍ଜ ଜିଲ୍ଲାରୁ – ୨୧୯

୨୨- ନବରଙ୍ଗପୁର ଜିଲ୍ଲାରେ: ୪୩

୨୩- ନୟାଗଡ଼ ଜିଲ୍ଲାରୁ – ୬୪

୨୪- ନୂଆପଡ଼ା ଜିଲ୍ଲାରୁ – ୧

୨୫- ପୁରୀ ଜିଲ୍ଲାରୁ – ୧୦୯

୨୬- ରାୟଗଡ଼ା ଜିଲ୍ଲାରୁ – ୧୪୭

୨୭- ସମ୍ବଲପୁର ଜିଲ୍ଲାରୁ – ୧୪୫

୨୮- ସୋନପୁର ଜିଲ୍ଲାରୁ – ୧୪

୨୯- ସୁନ୍ଦରଗଡ଼ ଜିଲ୍ଲାରୁ – ୫୭

ଜିଲ୍ଲାୱାରୀ ତଥ୍ୟ –

ଅନୁଗୁଳ ଜିଲ୍ଲା ରେ ୬୨୪ [+୨୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୨୫ [+୨୩] ଜଣ ସକ୍ରୀୟ ଅଛନ୍ତି। ୩୯୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବାଲେଶ୍ୱର ଜିଲ୍ଲା ରେ ୨, ୭୪୫ [+୧୦୫] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୯୩ [+୧୦୫] ଜଣ ସକ୍ରୀୟ ଅଛନ୍ତି। ୧, ୬୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୫ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବରଗଡ଼ ଜିଲ୍ଲା ରେ ୧, ୨୦୨ [+୧୩୬] ଜଣ ସଂକ୍ରମିତ ହୋଇଥିବା ବେଳେ ୪୮୬ [+୧୩୬] ଜଣ ସକ୍ରୀୟ ଅଛନ୍ତି। ୭୧୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଭଦ୍ରକ ଜିଲ୍ଲା ରେ ୨, ୦୦୬ [+୭୭] ଜଣ ସଂକ୍ରମିତ ହୋଇଥିବା ବେଳେ ୯୮୭ [+୭୭] ଜଣ ସକ୍ରୀୟ ଅଛନ୍ତି। ୧, ୦୦୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ବଲାଙ୍ଗୀର ଜିଲ୍ଲା ରେ ୧, ୩୧୧ [+୫୬] ଜଣ ସଂକ୍ରମିତ ହୋଇଥିବା ବେଳେ ୫୪୨ [+୫୫] ଜଣ ସକ୍ରୀୟ ଅଛନ୍ତି। ୭୬୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ବୌଦ୍ଦ ଜିଲ୍ଲା ରେ ୫୧୬ [+୬] ଜଣ ସଂକ୍ରମିତ ହୋଇଥିବା ବେଳେ ୨୯୦ [+୬] ଜଣ ସକ୍ରୀୟ ଅଛନ୍ତି। ୨୨୬ ଜଣ ସୁସ୍ଥ ହୋଇଛନ୍ତି।

କଟକ ଜିଲ୍ଲା ରେ ୫, ୧୭୪ [+୨୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୮୮୦ [+୨୫୪] ଜଣ ସକ୍ରୀୟ ଅଛନ୍ତି। ୩, ୨୬୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୨ [+୩] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଦେବଗଡ଼ ଜିଲ୍ଲା ରେ ୧୪୨ ଜଣ ସଂକ୍ରମିତ ହୋଇଥିବା ବେଳେ ୨୪ ଜଣ ସକ୍ରୀୟ ଅଛନ୍ତି। ୧୧୮ ଜଣ ସୁସ୍ଥ ହୋଇଛନ୍ତି।

ଢେଙ୍କାନାଳ ଜିଲ୍ଲା ରେ ୧, ୧୫୫ [+୧୦୦] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୦ [+୧୦୦] ଜଣ ସକ୍ରୀୟ ଅଛନ୍ତି। ୮୦୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଗଜପତିଜିଲ୍ଲା ରେ ୨, ୬୦୮ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୪୧୩ [+୬୨] ଜଣ ସକ୍ରୀୟ ଅଛନ୍ତି। ୨, ୧୭୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୬ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଗଞ୍ଜାମ ଜିଲ୍ଲା ରେ ୧୬, ୦୭୮ [+୧୯୨] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୯୩୬ [+୧୯୧] ଜଣ ସକ୍ରୀୟ ଅଛନ୍ତି। ୧୩, ୯୬୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୭୧ [+୧]  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୮ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଜଗତସିଂହପୁର ଜିଲ୍ଲା ରେ ୧, ୨୮୭ [+୪୮] ଜଣ ସଂକ୍ରମିତ ହୋଇଥିବା ବେଳେ ୩୫୨ [+୪୮] ଜଣ ସକ୍ରୀୟ ଅଛନ୍ତି। ୯୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ଯାଜପୁର ଜିଲ୍ଲା ରେ ୨, ୫୭୯ [+୧୨୦] ଜଣ ସଂକ୍ରମିତ ହୋଇଥିବା ବେଳେ ୭୦୪ [+୧୨୦] ଜଣ ସକ୍ରୀୟ ଅଛନ୍ତି। ୧, ୮୭୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଝାରସୁଗୁଡ଼ା ଜିଲ୍ଲା ରେ ୭୬୮ [+୬୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୯ [+୬୩] ଜଣ ସକ୍ରୀୟ ଅଛନ୍ତି। ୪୮୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କଳାହାଣ୍ଡି ଜିଲ୍ଲା ରେ ୧, ୦୫୦ [+୫୫] ଜଣ ସଂକ୍ରମିତ ହୋଇଥିବା ବେଳେ ୪୫୨ [+୫୫] ଜଣ ସକ୍ରୀୟ ଅଛନ୍ତି। ୫୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କନ୍ଧମାଳ ଜିଲ୍ଲା ରେ ୧, ୭୭୮ [+୪୪] ଜଣ ସଂକ୍ରମିତ ହୋଇଥିବା ବେଳେ ୫୭୪ [+୪୪] ଜଣ ସକ୍ରୀୟ ଅଛନ୍ତି। ୧, ୧୯୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲା ରେ ୧, ୧୧୩ [+୬୨] ଜଣ ସଂକ୍ରମିତ ହୋଇଥିବା ବେଳେ ୩୭୫ [+୬୨] ଜଣ ସକ୍ରୀୟ ଅଛନ୍ତି। ୭୩୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କେନ୍ଦୁଝର ଜିଲ୍ଲା ରେ ୧, ୩୯୮ [+୭] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୬ [+୭] ଜଣ ସକ୍ରୀୟ ଅଛନ୍ତି। ୧, ୧୨୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ଖୋର୍ଦ୍ଦା ଜିଲ୍ଲା ରେ ୧୧, ୨୮୮ [+୪୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୪, ୯୮୩ [+୪୪୩] ଜଣ ସକ୍ରୀୟ ଅଛନ୍ତି। ୬, ୨୪୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ୫୪ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୧୦ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

କୋରାପୁଟ ଜିଲ୍ଲା ରେ ୨, ୪୪୪ [+୮୧] ଜଣ ସଂକ୍ରମିତ ହୋଇଥିବା ବେଳେ ୯୯୪ [+୮୧] ଜଣ ସକ୍ରୀୟ ଅଛନ୍ତି। ୧, ୪୪୭ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ମାଲକାନଗିରି ରେ ୧, ୬୯୫ [+୮୩] ଜଣ ସଂକ୍ରମିତ ହୋଇଥିବା ବେଳେ ୬୨୪ [+୮୨] ଜଣ ସକ୍ରୀୟ ଅଛନ୍ତି। ୧, ୦୬୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୪ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ମୟୁରଭଞ୍ଜ ଜିଲ୍ଲା ରେ ୨, ୦୦୧ [+୨୧୯] ଜଣ ସଂକ୍ରମିତ ହୋଇଥିବା ବେଳେ ୯୫୬ [+୨୧୯] ଜଣ ସକ୍ରୀୟ ଅଛନ୍ତି। ୧, ୦୩୯ ଜଣ ସୁସ୍ଥ ହୋଇଛନ୍ତି ଏବଂ ୩ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନବରଙ୍ଗପୁର ଜିଲ୍ଲା ରେ ୭୩୩ [+୪୩] ଜଣ ସଂକ୍ରମିତ ହୋଇଥିବା ବେଳେ ୨୭୭ [+୪୩] ଜଣ ସକ୍ରୀୟ ଅଛନ୍ତି। ୪୫୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୟାଗଡ଼ ଜିଲ୍ଲା ରେ ୨, ୦୪୧ [+୬୪] ଜଣ ସଂକ୍ରମିତ ହୋଇଥିବା ବେଳେ ୮୬୭ [+୬୪] ଜଣ ସକ୍ରୀୟ ଅଛନ୍ତି। ୧, ୧୬୨ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦  ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୨ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ନୂଆପଡ଼ା ଜିଲ୍ଲା ରେ ୩୦୪ [+୧] ଜଣ ସଂକ୍ରମିତ ହୋଇଥିବା ବେଳେ ୧୨ [+୧] ଜଣ ସକ୍ରୀୟ ଅଛନ୍ତି। ୨୯୨ ଜଣ ସୁସ୍ଥ ହୋଇଛନ୍ତି।

ପୁରୀ ଜିଲ୍ଲା ରେ ୨, ୪୩୫ [+୧୦୯] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୦୩୮ [+୧୦୯] ଜଣ ସକ୍ରୀୟ ଅଛନ୍ତି। ୧, ୩୮୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୦ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୩ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

ରାୟଗଡ଼ା ଜିଲ୍ଲା ରେ ୨, ୯୬୩ [+୧୪୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୩୧୦ [+୧୪୬] ଜଣ ସକ୍ରୀୟ ଅଛନ୍ତି। ୧, ୬୩୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୮ [+୧] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସମ୍ବଲପୁର ଜିଲ୍ଲା ରେ ୧, ୯୦୦ [+୧୪୫] ଜଣ ସଂକ୍ରମିତ ହୋଇଥିବା ବେଳେ ୮୨୭ [+୧୪୫] ଜଣ ସକ୍ରୀୟ ଅଛନ୍ତି। ୧, ୦୬୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ୮ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୋନପୁର ଜିଲ୍ଲା ରେ ୪୬୧ [+୧୪] ଜଣ ସଂକ୍ରମିତ ହୋଇଥିବା ବେଳେ ୨୬୫ [+୧୪] ଜଣ ସକ୍ରୀୟ ଅଛନ୍ତି। ୧୯୪ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨ ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି।

ସୁନ୍ଦରଗଡ଼ ଜିଲ୍ଲା ରେ ୩, ୭୩୮ [+୫୭] ଜଣ ସଂକ୍ରମିତ ହୋଇଥିବା ବେଳେ ୧, ୨୦୦ [+୫୫] ଜଣ ସକ୍ରୀୟ ଅଛନ୍ତି। ୨, ୫୦୮ ଜଣ ସୁସ୍ଥ ହୋଇଛନ୍ତି ଏବଂ ୨୬ [+୨] ଜଣଙ୍କର କରୋନା କାରଣରୁ ମୃତ୍ୟୁ ହୋଇଛି। ୪ ଜଣଙ୍କର ଅନ୍ୟ କାରଣରୁ ମୃତ୍ୟୁ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.