Home Top News ବିଜୁ ମହିଳା ଜନତା ଦଳର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

ବିଜୁ ମହିଳା ଜନତା ଦଳର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ

37

ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜୁ ମହିଳା ଜନତା ଦଳର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜାଣନ୍ତୁ କାହାକୁ କେଉଁଠି ଦାୟୀତ୍ତ୍ୱ

କ୍ର.ସଂ ପର୍ଯ୍ୟବେକ୍ଷକଙ୍କ ନାମ ଜିଲ୍ଲା
ଡଃ ଗୀତାଞ୍ଜଳି ବସ୍ତିଆ ଗଞ୍ଜାମ
ବାସନ୍ତୀ ମାଝି ବ୍ରହ୍ମପୁର
ଡ.ଲୋପାମୁଦ୍ରା ବକ୍ସିପାତ୍ର ଖୋର୍ଦ୍ଦା
କସ୍ତୁରୀ ମହାପାତ୍ର ଭୁବନେଶ୍ୱର
ସଞ୍ଜୁକ୍ତା ମହାନ୍ତି (ଯାଜପୁର) କେନ୍ଦୁଝର
ଉର୍ମିଳା ଦାସ ମୟୁରଭଞ୍ଜ -୧
ସୁମିତ୍ରା ଜେନା ମୟୁରଭଞ୍ଜ – ୨
ପ୍ରଭାସିନୀ ଷଢ଼ଙ୍ଗୀ କଟକ
ସାଇଶ୍ରୀ ପଟ୍ଟନାୟକ କଟକ  ସହର
୧୦ ଜ୍ୟୋତି ପାଣିଗ୍ରାହୀ ସୁନ୍ଦରଗଡ଼
୧୧ ସାଧନା ସାମନ୍ତରାୟ ରାଉରକେଲା
୧୨ ସ୍ନିଗ୍ଧା ପାଣିଗ୍ରାହୀ ରାୟଗଡ଼ା
୧୩ ବାସନ୍ତୀ ମହାପାତ୍ର ବାଲେଶ୍ୱର
୧୪ ରେଣୁ ଜେନା ନୟାଗଡ଼
୧୫ ସଞ୍ଜୁକ୍ତା ମାହାଲ ଜଗତସିଂହପୁର
୧୬ ନିବେଦିତା ମହାନ୍ତି ମାଲକାନାଗିରି
୧୭ ମମତା ବିଶୋଇ କନ୍ଧମାଳ
୧୮ ନିବେଦିତା ନାୟକ ସମ୍ବଲପୁର
୧୯ ସବିତା ମହାପାତ୍ର କେନ୍ଦ୍ରାପଡ଼ା
୨୦ କଲ୍ୟାଣୀ ନାୟକ ବଲାଙ୍ଗୀର
୨୧ ପୁଷ୍ପାଞ୍ଜଳି ରାଣା ଅନୁଗୁଳ
୨୨ ଅନିମା କଅଁର କଳାହାଣ୍ଡି
୨୩ ସନ୍ଧ୍ୟା ବିଶ୍ୱାଳ ପୁରୀ
୨୪ ପ୍ରଭାସିନୀ ନନ୍ଦ ସୋନପୁର
୨୫ ଭାରତୀ ସିଂ ଯାଜପୁର
୨୬ ମାଳତୀ ସାହୁ ନୂଆପଡ଼ା
୨୭ ମୀରା ପରିଡ଼ା କୋରାପୁଟ
୨୮ ଗୋପା ମହାନନ୍ଦା ବରଗଡ଼
୨୯ ସୁଭଦ୍ରା ଦାସ ଭଦ୍ରକ
୩୦ ପୁଷ୍ପାଞ୍ଜଳି ପାଣ୍ଡେ ନବରଙ୍ଗପୁର
୩୧ ରଞ୍ଜୁଲତା ରାୟ ଢେଙ୍କାନାଳ
୩୨ ସନ୍ଧ୍ୟାରାଣୀ ଲାକ୍ରା ଝାରସୁଗୁଡ଼ା
୩୩ ସିପ୍ରା ମହାନ୍ତି ବୌଦ୍ଦ
୩୪ ଜୟଶ୍ରୀ ଦାସ ଗଜପତି
୩୫ ବନଜା ମହାନ୍ତି ଦେବଗଡ଼

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.