ଭୁବନେଶ୍ୱର ୮-୮ (ଓଡ଼ିଆ ପୁଅ) ବିଜୁ ଜନତା ଦଳର ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଅନୁମୋଦନ ପରେ ବିଜୁ ମହିଳା ଜନତା ଦଳର ଜିଲ୍ଲାୱାରୀ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଥିବା ଦଳ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଜାଣନ୍ତୁ କାହାକୁ କେଉଁଠି ଦାୟୀତ୍ତ୍ୱ
କ୍ର.ସଂ | ପର୍ଯ୍ୟବେକ୍ଷକଙ୍କ ନାମ | ଜିଲ୍ଲା |
୧ | ଡଃ ଗୀତାଞ୍ଜଳି ବସ୍ତିଆ | ଗଞ୍ଜାମ |
୨ | ବାସନ୍ତୀ ମାଝି | ବ୍ରହ୍ମପୁର |
୩ | ଡ.ଲୋପାମୁଦ୍ରା ବକ୍ସିପାତ୍ର | ଖୋର୍ଦ୍ଦା |
୪ | କସ୍ତୁରୀ ମହାପାତ୍ର | ଭୁବନେଶ୍ୱର |
୫ | ସଞ୍ଜୁକ୍ତା ମହାନ୍ତି (ଯାଜପୁର) | କେନ୍ଦୁଝର |
୬ | ଉର୍ମିଳା ଦାସ | ମୟୁରଭଞ୍ଜ -୧ |
୭ | ସୁମିତ୍ରା ଜେନା | ମୟୁରଭଞ୍ଜ – ୨ |
୮ | ପ୍ରଭାସିନୀ ଷଢ଼ଙ୍ଗୀ | କଟକ |
୯ | ସାଇଶ୍ରୀ ପଟ୍ଟନାୟକ | କଟକ ସହର |
୧୦ | ଜ୍ୟୋତି ପାଣିଗ୍ରାହୀ | ସୁନ୍ଦରଗଡ଼ |
୧୧ | ସାଧନା ସାମନ୍ତରାୟ | ରାଉରକେଲା |
୧୨ | ସ୍ନିଗ୍ଧା ପାଣିଗ୍ରାହୀ | ରାୟଗଡ଼ା |
୧୩ | ବାସନ୍ତୀ ମହାପାତ୍ର | ବାଲେଶ୍ୱର |
୧୪ | ରେଣୁ ଜେନା | ନୟାଗଡ଼ |
୧୫ | ସଞ୍ଜୁକ୍ତା ମାହାଲ | ଜଗତସିଂହପୁର |
୧୬ | ନିବେଦିତା ମହାନ୍ତି | ମାଲକାନାଗିରି |
୧୭ | ମମତା ବିଶୋଇ | କନ୍ଧମାଳ |
୧୮ | ନିବେଦିତା ନାୟକ | ସମ୍ବଲପୁର |
୧୯ | ସବିତା ମହାପାତ୍ର | କେନ୍ଦ୍ରାପଡ଼ା |
୨୦ | କଲ୍ୟାଣୀ ନାୟକ | ବଲାଙ୍ଗୀର |
୨୧ | ପୁଷ୍ପାଞ୍ଜଳି ରାଣା | ଅନୁଗୁଳ |
୨୨ | ଅନିମା କଅଁର | କଳାହାଣ୍ଡି |
୨୩ | ସନ୍ଧ୍ୟା ବିଶ୍ୱାଳ | ପୁରୀ |
୨୪ | ପ୍ରଭାସିନୀ ନନ୍ଦ | ସୋନପୁର |
୨୫ | ଭାରତୀ ସିଂ | ଯାଜପୁର |
୨୬ | ମାଳତୀ ସାହୁ | ନୂଆପଡ଼ା |
୨୭ | ମୀରା ପରିଡ଼ା | କୋରାପୁଟ |
୨୮ | ଗୋପା ମହାନନ୍ଦା | ବରଗଡ଼ |
୨୯ | ସୁଭଦ୍ରା ଦାସ | ଭଦ୍ରକ |
୩୦ | ପୁଷ୍ପାଞ୍ଜଳି ପାଣ୍ଡେ | ନବରଙ୍ଗପୁର |
୩୧ | ରଞ୍ଜୁଲତା ରାୟ | ଢେଙ୍କାନାଳ |
୩୨ | ସନ୍ଧ୍ୟାରାଣୀ ଲାକ୍ରା | ଝାରସୁଗୁଡ଼ା |
୩୩ | ସିପ୍ରା ମହାନ୍ତି | ବୌଦ୍ଦ |
୩୪ | ଜୟଶ୍ରୀ ଦାସ | ଗଜପତି |
୩୫ | ବନଜା ମହାନ୍ତି | ଦେବଗଡ଼ |