ଭୁବନେଶ୍ୱର ୨୯-୯ (ଓଡ଼ିଆ ପୁଅ) ଆଜି କରୋନା ନେଲା ୧୫ ମୁଣ୍ଡ – ମୋଟ ମୃତ୍ୟୁ ସଂଖ୍ୟା ୮୨୮ କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ
ବାଲେଶ୍ୱର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨୭ [ଆଜି ଜଣ ୩]
ବଲାଙ୍ଗୀର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨୩ [ଆଜି ଜଣେ]
କଟକ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୬୯ [ଆଜି ଜଣ ୩]
ଝାରସୁଗୁଡ଼ା ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୨ [ଆଜି ଜଣେ]
ଖୋର୍ଦ୍ଦା ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୧୩୧ [ଆଜି ଜଣ ୩]
ନବରଙ୍ଗପୁର ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୫ [ଆଜି ଜଣେ]
ପୁରୀ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୫୪ [ଆଜି ଜଣ ୨]
ସୁନ୍ଦରଗଡ଼ ଜିଲ୍ଲା ମୋଟ ମୃତକଙ୍କ ସଂଖ୍ୟା ୪୦ [ଆଜି ଜଣେ]
ମୃତକଙ୍କ ବିଷୟରେ –
୧ – ବାଲେଶ୍ୱର ଜିଲ୍ଲାର ଜଣେ ୫୬ ବର୍ଷ ବୟସ୍କ ପୁରୁଷ।
୨- ବାଲେଶ୍ୱର ଜିଲ୍ଲାର ଜଣେ ୬୧ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୩- ବାଲେଶ୍ୱର ଜିଲ୍ଲାର ଜଣେ ୭୦ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୪- ଭୁବନେଶ୍ୱରର ୭୩ ବର୍ଷ ବୟସ୍କ ପୁରୁଷ।
୫- ଭୁବନେଶ୍ୱରର ୫୦ ବର୍ଷ ବୟସ୍କ ପୁରୁଷ।
୬- ଭୁବନେଶ୍ୱରର ୬୦ ବର୍ଷ ବୟସ୍କ ପୁରୁଷ।
୭- ବଲାଙ୍ଗୀର ଜିଲ୍ଲାର ୭୪ ବର୍ଷ ବୟସ୍କ ପୁରୁଷ।
୮- କଟକ ଜିଲ୍ଲାର ୪୦ ବର୍ଷ ବୟସ୍କ ପୁରୁଷ।
୯- କଟକ ଜିଲ୍ଲାର ଜଣେ ୬୮ ବର୍ଷ ବୟସ୍କ ପୁରୁଷ ଯିଏ ମଧ୍ୟ ମଧୁମେହରେ ପୀଡିତ ଥିଲେ।
୧୧- ଝାରସୁଗୁଡା ଜିଲ୍ଲାର ଜଣେ ୬୭ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୨- ନବରଙ୍ଗପୁର ଜିଲ୍ଲାର ୩୦ ବର୍ଷ ବୟସ୍କା ମହିଳା ଯିଏକି ଏଚ୍-ଆଇ-ଭି ସଂକ୍ରମଣ ଏବଂ ରକ୍ତହୀନତାର ଶିକାର ହୋଇଥିଲେ।
୧୩- ପୁରୀ ଜିଲ୍ଲାର ଜଣେ ୬୫ ବର୍ଷ ବୟସ୍କ ପୁରୁଷ ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।
୧୪- ପୁରୀ ଜିଲ୍ଲାର ୪୯ ବର୍ଷ ବୟସ୍କ ପୁରୁଷ।
୧୫- ସୁନ୍ଦରଗଡ ଜିଲ୍ଲାର ଜଣେ ୪୭ ବର୍ଷ ବୟସ୍କା ମହିଳା ଯିଏ ମଧୁମେହ ଏବଂ ଉଚ୍ଚ ରକ୍ତଚାପରେ ମଧ୍ୟ ପୀଡିତ ଥିଲେ।