Home Top News ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ଟ୍ୱିଟରରୁ ହଟାଇଲା ଟ୍ୱିଟର

ରାହୁଲ ଗାନ୍ଧୀଙ୍କ ଟ୍ୱିଟକୁ ଟ୍ୱିଟରରୁ ହଟାଇଲା ଟ୍ୱିଟର

64

ନୂଆ ଦିଲ୍ଲୀ ୭ ଅଗଷ୍ଟ (ଓଡ଼ିଆ ପୁଅ) ଦିଲ୍ଲୀର ନାବାଳିକା ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ପୀଡିତାଙ୍କ ସମ୍ପର୍କୀୟଙ୍କ ପରିଚୟ ପ୍ରକାଶ କରିଥିବା ରାହୁଲ ଗାନ୍ଧୀଙ୍କ ଟ୍ୱିଟରକୁ ଟ୍ୱିଟର ହଟାଇ ଦେଇଛି।

ଯୌନ ନିର୍ଯାତନା ଅଭିଯୋଗରେ ଦିଲ୍ଲୀରେ ମୃତ୍ୟୁବରଣ କରିଥିବା ନଅ ବର୍ଷର ଦଳିତ ଝିଅର ପରିବାର ସଦସ୍ୟଙ୍କୁ ଭେଟିବାର ଫଟୋ ସହିତ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଏକ ବିବାଦୀୟ ଟ୍ୱିଟ ମାଇକ୍ରୋବ୍ଲଗିଂ ୱେବସାଇଟରେ ଆଉ ଉପଲବ୍ଧ ନାହିଁ ବୋଲି ଦର୍ଶାଯାଇଛି। ଏହା ନିୟମ ଉଲ୍ଲଂଘନ କରୁଛି ବୋଲି କୁହାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.