Home Top News ଗଲ୍ଫରେ ଆଦିତୀ ଅଶୋକଙ୍କଠାରୁ ସ୍ୱର୍ଣ୍ଣ ଆଶା

ଗଲ୍ଫରେ ଆଦିତୀ ଅଶୋକଙ୍କଠାରୁ ସ୍ୱର୍ଣ୍ଣ ଆଶା

104

ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଗ୍ରେଟ ବ୍ରିଟେନ ବିପକ୍ଷ ମ୍ୟାଚରେ ଲଢ଼ି ହୃଦୟ ଜିତିବା ପରେ ଭାରତୀୟ ହକି ଟିମ୍‌ ବ୍ରୋଞ୍ଜ ପଦକ ପାଇବା ପାଇଁ ବଞ୍ଚିତ ହେଲା। କିନ୍ତୁ ସେମାନେ ଭଲ ପ୍ରଦର୍ଶନ କରିଥିଲେ। ହେଲେ ଭାରତର ମହିଳାମାନେ ଟୋକିଓରେ ମହିଳା ହକିରେ ୪ର୍ଥ ସ୍ଥାନ ହାସଲ କରିଛନ୍ତି। ରେସଲର ବଜରଙ୍ଗ ପୁନିଆ ନିଜର ସେମିଫାଇନାଲ ମ୍ୟାଚ୍ ହାରିଛନ୍ତି କିନ୍ତୁ ଆଜି ବ୍ରୋଞ୍ଜ ପାଇଁ ଲଢ଼ିବେ। ଆଜି ମହିଳା ଗଲ୍ଫର ଅନ୍ତିମ ରାଉଣ୍ଡରେ ଦିଶା ଦାଗର ଏବଂ ଆଦିତୀ ଅଶୋକ ଅଂଶଗ୍ରହଣ କରୁଛନ୍ତି। ପୁରୁଷ ଜାଭେଲିନ୍ ଥ୍ରୋ ଫାଇନାଲରେ ନୀରଜ ଚୋପ୍ରା ପ୍ରତିଯୋଗିତା କରିବେ।
୪ର୍ଥ ରାଉଣ୍ଡରେ ଗୋଲ୍ଡ ପାଇଁ ଆଦିତୀ ଅଶୋକ ନିଜର ପ୍ରତିଭା ପ୍ରଦର୍ଶନ କରୁଛନ୍ତି। ତୃତୀୟ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ଥିଲେ କିନ୍ତୁ ୪ର୍ଥ ରାଉଣ୍ଡରେ ସେ ପ୍ରଥମ ସ୍ଥାନରେ ନେଲି କୋରଡା ଏବଂ ଲିଡିଆ କୋ ସହ ଟାଇରେ ଚାଲିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.