Home Coronavirus Outbreak ମାର୍ଚ୍ଚ, 2020 ଶ୍ରମ ମାସ ପାଇଁ ଇସିଆର ଦାଖଲ ତାରିଖ 15.04.20 ପର୍ଯ୍ୟନ୍ତ ବୃଦ୍ଧି

ମାର୍ଚ୍ଚ, 2020 ଶ୍ରମ ମାସ ପାଇଁ ଇସିଆର ଦାଖଲ ତାରିଖ 15.04.20 ପର୍ଯ୍ୟନ୍ତ ବୃଦ୍ଧି

1014

ନୂଆ ଦିଲ୍ଲୀ ୧୭-୪ (ଓଡ଼ିଆ ପୁଅ) କୋଭିଡ-19 ମହାମାରୀ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ 24 ମାର୍ଚ୍ଚ 2020 ମଧ୍ୟ ରାତିରୁ ଲକଡାଉନ ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ମାର୍ଚ୍ଚ 2020 ମାସ ପାଇଁ ସେମାନଙ୍କ କର୍ମଚାରୀମାନଙ୍କୁ ମଜୁରି ଦେଇଥିବା ନିଯୁକ୍ତିଦାତାମାନଙ୍କ ପାଇଁ ମାର୍ଚ୍ଚ ମାସର ମଜୁରି ବାବଦ ଇଲେକ୍ଟ୍ରୋନିକ ଚାଲାଣ ତଥା ରିଟର୍ଣ୍ଣ (ଇସିଆର) ଦାଖଲ କରିବାର ତାରିଖକୁ 15.05.2020 ପର୍ଯ୍ୟନ୍ତ ବୃଦ୍ଧି କରି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.