Home Top News ଡ୍ୟାନ୍ସିଂ ସେଲର : ଏମିତି ଶୈଳୀରେ ବିକ୍ରି କରୁଛନ୍ତି ପରିବାଯେ, ଅନ୍ୟ ବିକ୍ରେତା ମୁଣ୍ଡରେ ହାତ...

ଡ୍ୟାନ୍ସିଂ ସେଲର : ଏମିତି ଶୈଳୀରେ ବିକ୍ରି କରୁଛନ୍ତି ପରିବାଯେ, ଅନ୍ୟ ବିକ୍ରେତା ମୁଣ୍ଡରେ ହାତ ଦେଲେଣି, ସବୁ ବିକି ଦେଉଛନ୍ତି, ଭିଡ଼ିଓ ଭାଇରାଲ୍‌

101

ଧାନବାଦ ୨୨-୩ (ଓଡ଼ିଆ ପୁଅ) ଧାନବାଦର ପାଣ୍ଡେଜୀ। ଆଶ୍ଚର୍ଯ୍ୟଜନକ ଶୈଳୀରେ କରନ୍ତି ଡ୍ୟାନ୍ସ। ତାଙ୍କର ଏକ ସ୍ୱତନ୍ତ୍ର ପରିବା ବିକ୍ରି କରିବାର କଳା।

ଆପଣ ଚୁଲବୁଲ ପାଣ୍ଡେଙ୍କୁ ମନେ ରଖିଥିବେ। ତାଙ୍କର ଅନନ୍ୟ ଶୈଳୀ ପାଇଁ ଲୋକେ ପ୍ରଭାବିତ ହୋଇଥିଲେ। ଦବଙ୍ଗ ହିଟ୍‌ ହେଲା। ଏବଂ ସେ ଲୋକମାନଙ୍କର ପ୍ରଥମ ପସନ୍ଦ ହେଲେ। କିନ୍ତୁ ଏ ସେହି ଦବଙ୍ଗ ଶୈଳୀ ନୁହେଁ ଏହା ହେଉଛି ଏକ ନିଜସ୍ୱ ଶୈଳୀ ନିଜସ୍ୱ କଳା। ଏଥିପାଇଁ ଏବେ ସେ ସୋସିଆଲ୍‌ ମିଡ଼ିଆରେ ଟ୍ରେଣ୍ଡ କରୁଛନ୍ତି।

ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି।, ଯେଉଁଥିପାଇଁ ଏହା ଅଧିକ ଭାଇରାଲ ହେବାରେ ଲାଗିଛି।
ଭାଇରାଲ ହେଉଥିବା ଭିଡିଓ ଝାଡଖଣ୍ଡର। ପରିବା ବିକ୍ରୟ କରୁଥିବା ବ୍ୟକ୍ତି ଏଥିରେ ଦେଖାଯାଉଛନ୍ତି, ଯାହାର ପରିବା ବିକ୍ରୟ ଶୈଳୀ ଲୋକମାନେ ବେଶ୍‌ ପସନ୍ଦ କରୁଛନ୍ତି।

ତାଙ୍କର ନାମ ରିତେଶ ପାଣ୍ଡେ। ତାଙ୍କର ଅନନ୍ୟ ଶୈଳୀ ଯୋଗୁଁ ସ୍ଥାନୀୟ ଲୋକମାନେ ସେମାନଙ୍କୁ ପାଣ୍ଡେଜି ବୋଲି ଡାକନ୍ତି ଏବଂ ଖୁସିରେ ପରିବା କିଣି ନିଅନ୍ତି। ଅନ୍ୟ ବିକ୍ରେତାଙ୍କର ଏବେ ଭାଳେଣୀ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.