Home ଓଡ଼ିଶା ବନିଶୀ କଣ୍ଟାରେ କୁମ୍ଭୀର

ବନିଶୀ କଣ୍ଟାରେ କୁମ୍ଭୀର

545

ଯାଜପୁର: ମାଛ ଧରିବା ପାଇଁ ପକାଇଥିଲେ ବନିଶୀ।କିନ୍ତୁ ମାଛ ବଦଳରେ ପଡ଼ିଗଲା ଗୋଟେ କୁମ୍ଭୀର।ଯାଜପୁର ଖରସ୍ରୋତା ନଦୀରୁ ମାଛ ଧରିବା ପାଇଁ ପଡ଼ିଥିବା ବନିଶୀ କଣ୍ଟାରେ ଏକ ୩ ଫୁଟର କୁମ୍ଭୀର ଲାଗି ଯାଇଥିଲା।ପରେ ମାଛ ଧରୁଥିବା ପିଲା କୁମ୍ଭୀରଟିକୁ ବାହାରକୁ ଆଣିବା ସହ ବନ ବିଭାଗକୁ ଖବର ଦେଇଛନ୍ତି//ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.