Home Coronavirus Outbreak କରୋନା ବିରୋଧରେ ଲଢ଼େଇ ହେବ ଜୋରଦାର ! ସେରମ୍ ଇନଷ୍ଟିଚ୍ୟୁଟ୍ ର ଟିକା କୋଭୋଭାକ୍ସ ଜରୁରୀକାଳୀନ...

କରୋନା ବିରୋଧରେ ଲଢ଼େଇ ହେବ ଜୋରଦାର ! ସେରମ୍ ଇନଷ୍ଟିଚ୍ୟୁଟ୍ ର ଟିକା କୋଭୋଭାକ୍ସ ଜରୁରୀକାଳୀନ ବ୍ୟବହାରକୁ ମିଳିଲା WHO ର ଅନୁମୋଦନ

66

ନୂଆ ଦିଲ୍ଲୀ ୧୭-୧୨ (ଓଡ଼ିଆ ପୁଅ) ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ଶୁକ୍ରବାର ଦିନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର କରୋନା ଟିକା କୋଭୋଭାକ୍ସର ଜରୁରୀକାଳୀନ ବ୍ୟବହାରକୁ ଅନୁମୋଦନ କରିଛି। ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ସିଇଓ ଆଦର ପୁନାୱାଲା ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି।

ପୁନାୱାଲା ଟ୍ୱିଟ୍ କରି କହିଛନ୍ତି, COVID-19 ବିରୋଧରେ ଆମର ସଂଗ୍ରାମରେ ଏହା ଆଉ ଏକ ମାଇଲଖୁଣ୍ଟ ଅଟେ। ଉତ୍ତମ ସୁରକ୍ଷା ଏବଂ କାର୍ଯ୍ୟକାରିତା ଦର୍ଶାଇ WHO ଦ୍ୱାରା ଜରୁରୀକାଳୀନ ବ୍ୟବହାର ପାଇଁ କୋଭୋଭ୍ୟାକ୍ସକୁ ଅନୁମୋଦନ କରାଯାଇଛି। ସମସ୍ତଙ୍କୁ ଧନ୍ୟବାଦ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.