Home Coronavirus Outbreak ରାଜ୍ୟରେ ଆଜି ୧୩୭୨ ନୂଆ ଆକ୍ରାନ୍ତ ଟିହ୍ନଟ – ମୋଟ ଆକ୍ରାନ୍ତ ୩୦୦୧୪୦ କୁ ବୃଦ୍ଧି

ରାଜ୍ୟରେ ଆଜି ୧୩୭୨ ନୂଆ ଆକ୍ରାନ୍ତ ଟିହ୍ନଟ – ମୋଟ ଆକ୍ରାନ୍ତ ୩୦୦୧୪୦ କୁ ବୃଦ୍ଧି

67

ଭୁବନେଶ୍ୱର  ୭-୧୧ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୧୩୭୨ ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୩୦୦୧୪୦ କୁ ବୃଦ୍ଧି ପାଇଛି।

 

– ନୂଆ ଆକ୍ରାନ୍ତ: ୧୩୭୨

– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୭୯୬

– ସ୍ଥାନୀୟ ଅଞ୍ଚଳରୁ୫୭୬

କେଉଁ ଜିଲ୍ଲାରୁ –  କେତେ ଜାଣନ୍ତୁ:

୧- ଅନୁଗୁଳ ଜିଲ୍ଲାରୁ –  ୮୧

୨- ବାଲେଶ୍ୱର ଜିଲ୍ଲାରୁ –  ୩୧

୩- ବରଗଡ଼ ଜିଲ୍ଲାରୁ –  ୪୦

୪- ଭଦ୍ରକ ଜିଲ୍ଲାରୁ –  ୩୧

୫- ବଲାଙ୍ଗୀର ଜିଲ୍ଲାରୁ –  ୪୦

୬- ବୌଦ୍ଦ ଜିଲ୍ଲାରୁ –  ୨

୭- କଟକ ଜିଲ୍ଲାରୁ –  ୧୨୧

୮- ଦେବଗଡ଼ ଜିଲ୍ଲାରୁ –  ୮

୯- ଢେଙ୍କାନାଳ ଜିଲ୍ଲାରୁ –  ୨୫

୧୦- ଗଜପତି ଜିଲ୍ଲାରୁ –  ୪

୧୧- ଗଞ୍ଜାମ ଜିଲ୍ଲାରୁ –  ୨୧

୧୨- ଜଗତସିଂହପୁର ଜିଲ୍ଲାରୁ –  ୭୦

୧୩- ଯାଜପୁର ଜିଲ୍ଲାରୁ –  ୩୪

୧୪- ଝାରସୁଗୁଡ଼ା ଜିଲ୍ଲାରୁ –  ୩୩

୧୫- କଳାହାଣ୍ଡି ଜିଲ୍ଲାରୁ –  ୪୦

୧୬- କନ୍ଧମାଳ ଜିଲ୍ଲାରୁ –  ୧୧

୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୬୫

୧୮- କେନ୍ଦୁଝର ଜିଲ୍ଲାରୁ –  ୪୦

୧୯- ଖୋର୍ଦ୍ଧା ଜିଲ୍ଲାରୁ – ୧୪୫

୨୦- କୋରାପୁଟ ଜିଲ୍ଲାରୁ –  ୨୦

୨୧- ମାଲକାନଗିରି : ୨୦

୨୨- ମୟୁରଭଞ୍ଜ ଜିଲ୍ଲାରୁ –  ୭୮

୨୩- ନବରଙ୍ଗପୁର ଜିଲ୍ଲାରେ: ୨୬

୨୪- ନୟାଗଡ଼ ଜିଲ୍ଲାରୁ –  ୩୨

୨୫- ନୂଆପଡ଼ା ଜିଲ୍ଲାରୁ –  ୧୦୮

୨୬- ପୁରୀ ଜିଲ୍ଲାରୁ –  ୫୩

୨୭- ରାୟଗଡ଼ା ଜିଲ୍ଲାରୁ –  ୧୧

୨୮- ସମ୍ବଲପୁର ଜିଲ୍ଲାରୁ –  ୩୭

୨୯- ସୋନପୁର ଜିଲ୍ଲାରୁ –  ୧୯

୩୦- ସୁନ୍ଦରଗଡ଼ ଜିଲ୍ଲାରୁ –  ୯୬

୩୧- State Pool: ୩୦

– ନୂଆ ସୁସ୍ଥ ହୋଇଥିଲେ୧୬୪୧

– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୪୮୮୮୫୦୯

– ମୋଟ ଆକ୍ରାନ୍ତ ୩୦୦୧୪୦

– ମୋଟ ସୁସ୍ଛ ହୋଲେଣି ୨୮୫୧୭୪

– ସକ୍ରୀୟ ଆକ୍ରାନ୍ତ –  ୧୩୫୦୩

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.