Home Top News ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ୭୦୪

ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ, ଖୋର୍ଦ୍ଧାରୁ ୭୦୪

63

ଭୁବନେଶ୍ୱର ୧୮-୪ (ଓଡ଼ିଆ ପୁଅ) ରାଜ୍ୟରେ ୩୬୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ ୭୦୪। ତେବେ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ୨୧୨୭ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୫୩୭ ଚିହ୍ନଟ ହୋଇଛନ୍ତି।
କେଉଁ ଜିଲ୍ଲାରୁ – କେତେ ଜାଣନ୍ତୁ:
୧- ଅନୁଗୁଳ ଜିଲ୍ଲାରୁ – ୫୯
୨- ବାଲେଶ୍ୱର ଜିଲ୍ଲାରୁ – ୩୯
୩- ବରଗଡ଼ ଜିଲ୍ଲାରୁ – ୨୧୦
୪- ଭଦ୍ରକ ଜିଲ୍ଲାରୁ – ୨୭
୫- ବଲାଙ୍ଗୀର ଜିଲ୍ଲାରୁ – ୭୯
୬- ବୌଦ୍ଦ ଜିଲ୍ଲାରୁ – ୬
୭- କଟକ ଜିଲ୍ଲାରୁ – ୧୯୮
୮- ଦେବଗଡ଼ ଜିଲ୍ଲାରୁ – ୩୦
୯- ଢେଙ୍କାନାଳ ଜିଲ୍ଲାରୁ – ୪୭
୧୦- ଗଜପତି ଜିଲ୍ଲାରୁ – ୬୩
୧୧- ଗଞ୍ଜାମ ଜିଲ୍ଲାରୁ – ୬୬
୧୨- ଜଗତସିଂହପୁର ଜିଲ୍ଲାରୁ – ୬୮
୧୩- ଯାଜପୁର ଜିଲ୍ଲାରୁ – ୫୮
୧୪- ଝାରସୁଗୁଡ଼ା ଜିଲ୍ଲାରୁ – ୧୮୩
୧୫- କଳାହାଣ୍ଡି ଜିଲ୍ଲାରୁ – ୩୨୪
୧୬- କନ୍ଧମାଳ ଜିଲ୍ଲାରୁ – ୧୬
୧୭- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୨୯
୧୮- କେନ୍ଦୁଝର ଜିଲ୍ଲାରୁ – ୫୬
୧୯- ଖୋର୍ଦ୍ଧା ରୁ : ୭୦୪
୨୦- କୋରାପୁଟ ଜିଲ୍ଲାରୁ – ୩୯
୨୧- ମାଲକାନଗିରି : ୪
୨୨- ମୟୁରଭଞ୍ଜ ଜିଲ୍ଲାରୁ – ୧୧୯
୨୩- ନବରଙ୍ଗପୁର ଜିଲ୍ଲାରେ: ୮୧
୨୪- ନୟାଗଡ଼ ଜିଲ୍ଲାରୁ – ୨୮
୨୫- ନୂଆପଡ଼ା ଜିଲ୍ଲାରୁ – ୨୨୧
୨୬- ପୁରୀ ଜିଲ୍ଲାରୁ – ୧୪୩
୨୭- ରାୟଗଡ଼ା ଜିଲ୍ଲାରୁ – ୫୭
୨୮- ସମ୍ବଲପୁର ଜିଲ୍ଲାରୁ – ୧୯୯
୨୯- ସୋନପୁର ଜିଲ୍ଲାରୁ – ୧୬
୩୦- ସୁନ୍ଦରଗଡ଼ ଜିଲ୍ଲାରୁ – ୩୪୦
୩୧- State Pool ରୁ : ୧୫୫
ଆରୋଗ୍ୟ ହୋଇଛନ୍ତି : ୧୩୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି୯୫୯୯୮୭୭
– ମୋଟ ଆକ୍ରାନ୍ତ ୩୬୮୨୫୮
– ମୋଟ ସୁସ୍ଥ ହୋଲେଣି ୩୪୪୮୨୫
ସକ୍ରିୟ ଆକ୍ରାନ୍ତ ୨୧୪୩୬

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.