ଭୁବନେଶ୍ୱର ୧୦-୭ (ଓଡ଼ିଆ ପୁଅ) ପୁଣି ରାଜ୍ୟ ପାଇଁ ଭଲ ଖବର। ରାଜ୍ୟରେ ସୁସ୍ଥହେଲେ ୫୬୫ କରୋନା ଆକ୍ରାନ୍ତ। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆରୋଗ୍ୟ ହୋଇଛନ୍ତି ୭୯୭୨ ଜଣ।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ସୁସ୍ଥ ହେଲେ
୧୮୫ ଜଣ ଗଞ୍ଜାମ ଜିଲ୍ଲାରୁ
୮୫ ଜଣ ରାୟଗଡ଼ା ଜିଲ୍ଲାରୁ
୪୫ ଜଣ ବଲାଙ୍ଗୀର ଜିଲ୍ଲାରୁ
୩୨ ଜଣ କଟକ ଜିଲ୍ଲାରୁ
୩୦ ଜଣ ମାଲକାନଗିରି
୨୪ ଜଣ ବଗଗଡ଼ ଜିଲ୍ଲାରୁ
୨୪ ଜଣ ସୁନ୍ଦରଗଡ଼ ଜିଲ୍ଲାରୁ
୨୩ ଜଣ ଅନୁଗୁଳ ଜିଲ୍ଲାରୁ
୧୭ ଜଣ ବାଲେଶ୍ୱର ଜିଲ୍ଲାରୁ
୧୭ ଜଣ ଜଗତସିଂହପୁର ଜିଲ୍ଲାରୁ
୧୫ ଜଣ ଖୋର୍ଦ୍ଧା ଜିଲ୍ଲାରୁ
୧୩ ଜଣ ଯାଜପୁର ଜିଲ୍ଲାରୁ
୧୦ ଜଣ କେନ୍ଦ୍ରାପଡ଼ା ଜିଲ୍ଲାରୁ
୮ ଜଣ ଲେଖାଏଁ ଗଜପତି, ଝାରସୁଗୁଡ଼ା ଏବଂ ନବରଙ୍ଗପୁର ଜିଲ୍ଲାରୁ
୭ ଜଣ ମୟୁରଭଞ୍ଜ ଜିଲ୍ଲାରୁ
୪ ଜଣ ଭଦ୍ରକ ଜିଲ୍ଲାରୁ
୩ ଜଣ ପୁରୀ ଜିଲ୍ଲାରୁ
୨ ଜଣ ଲେଖାଏଁ ଢେଙ୍କାନାଳ ଏବଂ କେନ୍ଦୁଝର ଜିଲ୍ଲାରୁ
ଜଣେ ଲେଖାଏଁ ବୌଦ୍ଦ କନ୍ଧମାଳ ଜିଲ୍ଲାରୁ ଏବଂ ସମ୍ବଲପୁର ଜିଲ୍ଲାରୁ