Home କୋରାପୁଟ ଏସଏଲଏନ ମେଡିକାଲ କଲେଜ ଟ୍ୟାକ୍ସି ଚାଳକ ସଂଘ ତରଫରୁ ଖାଦ୍ୟ ବଂଟନ

ଏସଏଲଏନ ମେଡିକାଲ କଲେଜ ଟ୍ୟାକ୍ସି ଚାଳକ ସଂଘ ତରଫରୁ ଖାଦ୍ୟ ବଂଟନ

5

କୋରାପୁଟ ୧୬-୦୫(ଓଡିଆ ପୁଅ / ରଂଜନ ଦାସ) କୋରାପୁଟ ସହୀଦ ଲକ୍ଷ୍ଣଣ ନାୟକ ମେଡିକାଲ କଲେଜ ଟ୍ୟାକ୍ସି ସଂଘ ତରଫରୁ ରୋଗୀ ସଂପର୍କିୟମାନଙ୍କୁ ଖାଦ୍ୟ ବଂଟନ କରିଥିବା ଜଣାପଡିଛି ।କରୋନା ମହାମାରୀ ସମୟରେ ଟ୍ୟାକ୍ସି ଚାଳକ ସଂଘର ଏପରି କାର୍ଯ୍ୟକ୍ରମକୁ ସାଧାରଣରେ ପ୍ରଶଂସା କରାଯାଇଛି ।ହସପିଟାଲ ପରିସରରେ ସଂଘର କର୍ମକର୍ତାମାନେ ପ୍ରାୟ ୩୦୦ ଜଣ ଲୋକଙ୍କୁ  ଖାଦ୍ୟ ପୁଡା ପ୍ରଦାନ କରିଥିଲେ ।ସଂଘର  ଜଗଦୀଶ ପଟନାୟକ ,ଅକ୍ଷୟ ରେଡ୍ଡି ,ପ୍ରଶାନ୍ତ ବେହେରା ,ଗୋପୀ କୁଲଦୀପ ଓ ପ୍ରବୀଣ ଖଣ୍ଡପାଣ ପ୍ରମୁଖଙ୍କ ସହ ଅନ୍ୟାନ୍ୟ ସଦସ୍ୟମାନେ ଯୋଗଦେଇ ଖାଦ୍ୟ ପ୍ରଦାନ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.