Home Coronavirus Outbreak ରାଜ୍ୟରେ ୪୯୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୮୬୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ...

ରାଜ୍ୟରେ ୪୯୫ ନୂଆ ଆକ୍ରାନ୍ତ –ମୋଟ ଆକ୍ରାନ୍ତ ୮୬୦୧ କୁ ବୃଦ୍ଧି, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ?

164

– ନୂଆ ଆକ୍ରାନ୍ତ: ୪୯୫
– କ୍ୱାରେଣ୍ଟାଇନ୍ ସେଣ୍ଟରରୁ: ୩୫୫
– ସ୍ଥାନୀୟ ଅଞ୍ଚଳରୁ୧୪୦

– ୨୪ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ
– ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ୨୧୬

– ଜାଣନ୍ତୁ କେଉଁ ଜିଲ୍ଲାରୁ – କେତେ
୧- ଅନୁଗୁଳ ଜିଲ୍ଲାରୁ – ୨୪
୨- ବାଲେଶ୍ୱର ଜିଲ୍ଲାରୁ – ୧୩
୩- ବରଗଡ଼ ଜିଲ୍ଲାରୁ – ୨
୪- ଭଦ୍ରକ ଜିଲ୍ଲାରୁ – ୧୨
୫- କଟକ ଜିଲ୍ଲାରୁ – ୧୩
୬- ଢେଙ୍କାନାଳ ଜିଲ୍ଲାରୁ – ୧
୭- ଗଜପତି ଜିଲ୍ଲାରୁ – ୭
୮- ଗଞ୍ଜାମ ଜିଲ୍ଲାରୁ – ୨୧୬
୯- ଜଗତସିଂହପୁର ଜିଲ୍ଲାରୁ – ୧୨
୧୦- ଯାଜପୁର ଜିଲ୍ଲାରୁ – ୧
୧୧- ଝାରସୁଗୁଡ଼ା ଜିଲ୍ଲାରୁ – ୮
୧୨- କନ୍ଧମାଳ ଜିଲ୍ଲାରୁ – ୮
୧୩- କେନ୍ଦ୍ରାପଡ଼ା ଜିଲ୍ଲାରୁ – : ୧୧
୧୪- କେନ୍ଦୁଝର ଜିଲ୍ଲାରୁ – ୫
୧୫- ଖୋର୍ଦ୍ଦା ଜିଲ୍ଲାରୁ – ୫୦
୧୬- କୋରାପୁଟ ଜିଲ୍ଲାରୁ – ୫
୧୭- ମାଲକାନଗିରି : ୫
୧୮- ମୟୁରଭଞ୍ଜ ଜିଲ୍ଲାରୁ – ୨୮
୧୯- ନବରଙ୍ଗପୁରରୁ : ୧୧
୨୦- ନୟାଗଡ଼ ଜିଲ୍ଲାରୁ – ୧
୨୧- ପୁରୀ ଜିଲ୍ଲାରୁ – ୧୮
୨୨- ସମ୍ବଲପୁର ଜିଲ୍ଲାରୁ – ୬
୨୩- ସୋନପୁର ଜିଲ୍ଲାରୁ – ୨
୨୪- ସୁନ୍ଦରଗଡ଼ ଜିଲ୍ଲାରେ: ୩୬

– ନୂଆ ସୁସ୍ଥ ହୋଇଥିଲେ୨୦୩
– ମୋଟ କୋଭିଡ୍ – ୧୯ ଟେଷ୍ଟ ହୋଇଛି ୨୮୭୦୯୦
– ମୋଟ ଆକ୍ରାନ୍ତ ୮୬୦୧
– ମୋଟ ସୁସ୍ଥ ହୋଲେଣି ୫୭୦୫
– ସକ୍ରୀୟ ଆକ୍ରାନ୍ତ – ୨୮୫୩

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.