Home Top News ଲିଙ୍କ୍ ଫେଲ୍: ଛଣଗିରୀ ଷ୍ଟେଟବ୍ୟାଙ୍କ୍ ଗ୍ରାହକ ହନ୍ତସନ୍ତ

ଲିଙ୍କ୍ ଫେଲ୍: ଛଣଗିରୀ ଷ୍ଟେଟବ୍ୟାଙ୍କ୍ ଗ୍ରାହକ ହନ୍ତସନ୍ତ

63

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ଛଣଗିରୀ ସ୍ଥିତ ଷ୍ଟେଟବ୍ୟାଙ୍କ ଶାଖା ଲିଙ୍କ୍ ଆଜି ଅଫିସ ଆରମ୍ଭ ସମୟରୁ ଫେଲ୍ ରହିଛି। ଏହି ବ୍ୟାଙ୍କରେ ଟେକ୍ନିକାଲ ସମସ୍ୟା ଉପୁଜି ଲିଙ୍କ୍ ଫେଲ୍ ରହିଛି। ଭୁବନେଶ୍ବରରୁ ଟେକ୍ନିକାଲ୍ ଷ୍ଟାଫ ଆସି ମରାମତି କଲା ପରେ ଯାଇ ଲିଙ୍କ୍ ଠିକ୍ ହେବ। ତେବେ ଏଥିପାଇଁ କେତେ ସମୟ ଲାଗିବ ବ୍ୟାଙ୍କ କତ୍ତୃପକ୍ଷ ସ୍ପଷ୍ଟ ଭାବରେ କିଛି କହୁନାହାଁନ୍ତି। ଏଥିନେଇ ଅନେକ ଗ୍ରାହକ ହନ୍ତସନ୍ତ ହୋଇଥିବା ବେଳେ ଅନେକ ଫେରିଗଲେଣି ଆଉ ଜରୁରୀ କାମ ଥିବା କିଛି ଗ୍ରାହକ ଲିଙ୍କ୍ ଠିକ୍ ହେବା ନେଇ ଅନେଇ ବସିଛନ୍ତି।
-/Dev@DRath

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.