Home ଓଡ଼ିଶା ଆସନ୍ତାକାଲି ପ୍ରକାଶ ପାଇବ CBSE କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ

ଆସନ୍ତାକାଲି ପ୍ରକାଶ ପାଇବ CBSE କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ

108

ନୂଆ ଦିଲ୍ଲୀ ୯-୧୦ (ଓଡ଼ିଆ ପୁଅ) ଆସନ୍ତାକାଲି ପ୍ରକାଶ ପାଇପାରେ CBSE ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ।
ଛାତ୍ରମାନେ ଅନ୍ଲାଇନରେ CBSE କମ୍ପାର୍ଟମେଣ୍ଟ ପରୀକ୍ଷା ଫଳ ଜାଣିପାରିବେ ତେଣୁ,
୧: CBSE ର ଅଫିସିଆଲ୍ ୱେବସାଇଟ୍ କୁ ଯାଆନ୍ତୁ। cbseresults.nic.in
୨: CBSE ଦ୍ୱାଦଶ ଶ୍ରେଣୀ କମ୍ପାର୍ଟମେଣ୍ଟାଲ୍ ଫଳ ପାଇଁ ଲିଙ୍କ୍ ଖୋଜନ୍ତୁ ଏବଂ କ୍ଲିକ୍ କରନ୍ତୁ।
୩: ଏକ ନୂତନ ପୃଷ୍ଠା ଖୋଲିବ। ୱେବସାଇଟରେ ପଚରାଯାଇଥିବା ଆବଶ୍ୟକୀୟ ସୂଚନା ପ୍ରଦାନ କରନ୍ତୁ ଏବଂ ସବମିଟ କରନ୍ତୁ।
୪ : ଆପଣଙ୍କର CBSE କମ୍ପାର୍ଟମେଣ୍ଟାଲ୍ ପରୀକ୍ଷା ଫଳ ସ୍କ୍ରୀନରେ ପ୍ରଦର୍ଶିତ ହେବ।
୫ : PDF ସ୍କୋରକାର୍ଡ ଡାଉନଲୋଡ୍ କରନ୍ତୁ କିମ୍ବା ଭବିଷ୍ୟତରେ ବ୍ୟବହାର ପାଇଁ ପ୍ରିଣ୍ଟଆଉଟ୍ ନିଅନ୍ତୁ।
ଫଳାଫଳ ଘୋଷଣା ହେବାର କିଛି ଦିନ ପରେ ଡିଜିଟାଲ ମାର୍କ ସିଟ୍, ପାସ୍ ସାର୍ଟିଫିକେଟ୍ ଏବଂ CBSE ର ସ୍ଥାନାନ୍ତରଣ ପ୍ରମାଣପତ୍ର ଡିଜି ଲକରରେ ଉପଲବ୍ଧ ହେବ।

ୱେବସାଇଟ୍ ବ୍ୟତୀତ CBSE ଦ୍ୱାଦଶ କମ୍ପାର୍ଟମେଣ୍ଟ ପରୀକ୍ଷା ଫଳକୁ ଛାତ୍ରଛାତ୍ରୀମାନେ SMS, IVRS ଇତ୍ୟାଦି ମାଧ୍ୟମରେ ସେମାନଙ୍କର CBSE କମ୍ପାର୍ଟମେଣ୍ଟ କ୍ଲାସ୍ ୧୨ ଫଳାଫଳ ୨୦୨୦ ଯାଞ୍ଚ କରିପାରିବେ।

ଚଳିତ ବର୍ଷ ୨ ଲକ୍ଷରୁ ଅଧିକ ଛାତ୍ର କମ୍ପାର୍ଟମେଣ୍ଟ ପରୀକ୍ଷା ପାଇଁ ହାଜର ହୋଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.