Home ଓଡ଼ିଶା ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା

ବସ୍‌ ଓ ଟ୍ରକ୍‌ ମୁହାଁମୁହିଁ ଧକ୍କା

331

ରାଉରକେଲା ୬-୯ (ଓଡ଼ିଆ ପୁଅ/ସୁବୋଧ ନାୟକ) :  ସୁନ୍ଦରଗଡ଼ ଜିଲ୍ଲା ୧୪୩ ନମ୍ୱର ଜାତୀୟ ରାଜପଥରର କୁଆରମୁଣ୍ଡା ନିକଟରେ ଏକ ସରକାରୀ ଯାତ୍ରୀବାହୀ ବସ୍‌ଓ ଟ୍ରକ୍‌ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।ବସ୍‌ଟି ବୀରମିତ୍ରପୁରର ଝୁରମୁରରୁ ରାଉରକେଲା ଆସୁଥିବା ବେଳେ ଦିନ ପ୍ରାୟ ୧୨ଟା ବେଳେ ଏହି ଦୁର୍ଘଟଣା ଘଟିଥିଲା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.