Home Top News ଓଡ଼ିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଏବଂ ସହ- ପ୍ରଭାରୀ

ଓଡ଼ିଶା ଗସ୍ତରେ ବିଜେପି ରାଜ୍ୟ ପ୍ରଭାରୀ ଏବଂ ସହ- ପ୍ରଭାରୀ

50

ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସି ପହଞ୍ଚିଛନ୍ତି ବିଜେପି ରାଷ୍ଟ୍ରୀୟ ସାଧାରଣ ସମ୍ପାଦିକା ତଥା ଓଡ଼ିଶା ପ୍ରଭାରୀ ଦୁର୍ଗାବତୀ ପୁରନ୍ଦେଶ୍ୱରୀ। ରାଜ୍ୟ ବିଜେପି ତରଫରୁ ତାଙ୍କୁ ଭୁବନେଶ୍ୱର ବିମାନ ବନ୍ଦରରେ ସ୍ୱାଗତ କରାଯାଇଛି। ରାଜ୍ୟ ଉପାଧ୍ୟକ୍ଷା ପ୍ରଭାତୀ ପରିଡ଼ା, ସୁକେଶୀ ଓରାମ, ରାଜ୍ୟ ସଙ୍ଗଠନ ସମ୍ପାଦକ ମାନସ ମହାନ୍ତି ଏବଂ ରାଜ୍ୟ ସାଧାରଣ ସମ୍ପାଦକ ଗୋଲକ ମହାପାତ୍ର ପ୍ରମୂଖ ଭୁବନେଶ୍ଵର ବିମାନ ବନ୍ଦରଠାରେ ପହଞ୍ଚି ଡି. ପୁରନ୍ଦେଶ୍ୱରୀଙ୍କୁ ସ୍ୱାଗତ ଜଣାଇଛନ୍ତି। ସୂଚନାଯୋଗ୍ୟ ଯେ ଏହା ପୂର୍ବରୁ ରାଜ୍ୟ ସହ- ପ୍ରଭାରୀ ବିଜୟପାଲ ସିଂ ତୋମାର ଓଡ଼ିଶା ଗସ୍ତରେ ଆସି ସାଙ୍ଗଠନିକ କାର୍ଯ୍ୟର ସମୀକ୍ଷା ଏବଂ ବିସ୍ତାର କାର୍ଯ୍ୟରେ ଲାଗିଛନ୍ତି।
-@Dr

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.