Home ଓଡ଼ିଶା ବାସନରେ ବାଇକ୍: ଦେଖନ୍ତୁ ଏହି ଚମତ୍କାର କଳା ..

ବାସନରେ ବାଇକ୍: ଦେଖନ୍ତୁ ଏହି ଚମତ୍କାର କଳା ..

464

ଭୁବନେଶ୍ୱର: ଘରେ ଥିବା ବାସନ କୁସନ ଗୁଡ଼ିକୁ ଏପରି ସଜାଯାଇଛି, ଯାହା ଏକ ବାଇକ୍ ପରି ଦେଖାଯାଉଛି। ସୋସିଆଲ୍ ମିଡିଆରେ ଏହି ଫଟୋଟି ଖୁବ୍ ଭାଇରାଲ୍ ହେଉଛି। ଜଣେ ଗୃହିଣୀ ବାସନ କୁସନ ଗୁଡ଼ିକୁ ଏପରି ସୁନ୍ଦର ଭାବରେ ସଜାଇଥିବା କୁହାଯାଉଛି। ଏହା ତାଙ୍କ ଭିତରେ ଥିବା ଭିନ୍ନ ଏକ କଳାତ୍ମକ ପ୍ରତିଭାକୁ ପ୍ରତିପାଦନ କରୁଛି।

ଏବେ ଲକ୍ ଡାଉନ୍ ଘୋଷଣା ଭିତରେ ଲୋକେ କିଛି ଭିନ୍ନ ଢଙ୍ଗର ଉପସ୍ଥାପନା କରି ସୋସିଆଲ୍ ମିଡିଆରେ ପୋଷ୍ଟ କରୁଛନ୍ତି। ଯାହା ଲୋକଙ୍କ ଦ୍ୱାରା ଆଦୃତ ମଧ୍ୟ କରାଯାଉଛି। ଯଦି ଆପଣଙ୍କ ପାଖରେ ଏପରି କିଛି କଳାତ୍ମକ ପ୍ରତିଭା ରହିଛି, ତେବେ ଆମ ପାଖକୁ ପଠାନ୍ତୁ। ଆମେ ଆପଣଙ୍କ ପ୍ରତିଭାକୁ ଲୋକଲୋଚନକୁ ଆଣିବାକୁ ପ୍ରୟାସ କରିବୁ। /-ଦେବଦତ୍ତ ରଥ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.