Home ଓଡ଼ିଶା ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

ବିଜେଡିରେ ନିଯୁକ୍ତ ହେଲେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ

106

ଭୁବନେଶ୍ୱର, ୮/୭(ଓଡିଆ ପୁଅ) : ବିଜେଡିରେ ୧୫ ବରିଷ୍ଠ ସାଧାରଣ ସମ୍ପାଦକ ନିଯୁକ୍ତ ପାଇଛନ୍ତି। ବିଭିନ୍ନ ବିଭାଗର ଦାୟିତ୍ତ୍ୱ ବାଣ୍ଟିଛନ୍ତି ବିଜେଡ଼ି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଜାଣନ୍ତୁ କାହାକୁ କେଉଁ ଦାୟୀତ୍ତ୍ୱ

୧ – ନୃସିଂହ ଚରଣ ସାହୁ – ଆଞ୍ଚଳିକ ଉନ୍ନୟନ

୨ – ଅଶୋକ ପଣ୍ଡା, -ସାମାଜିକ କଲ୍ୟାଣ

୩ – କଳିକେଶ ସିଂହଦେଓ -ସାମାଜିକ କଲ୍ୟାଣ

୪ – ପ୍ରୀତିରଂଜନ ଘଡ଼ାଇ -ସାମାଜିକ କଲ୍ୟାଣ

୫ – ଅରୁଣ ସାହୁ – କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ

୬ – ରୋହିତ ପୂଜାରୀ – କଳା, ସଂସ୍କୃତି ଓ ମାନବ ସମ୍ବଳ ବିକାଶ

୭ – ଅତନୁ ସବ୍ୟସାଚୀ ନାୟକ – ‘ଓଡ଼ିଶା: ମୋ ପରିବାର’

୮ – ରବି ନାରାୟଣ ନନ୍ଦ – ପରିବେଶ

୯ – ରାଜେନ୍ଦ୍ର ଢୋଲକିଆ – ପରିବେଶ

୧୦ – ପ୍ରତାପ ଜେନା – ସଶକ୍ତ ଓଡ଼ିଶା

୧୧ – ନବକିଶୋର ଦାସ – ସଶକ୍ତ ଓଡ଼ିଶା

୧୨ – ରମେଶ ମାଝୀ – ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର

୧୩ – ସରୋଜିନୀ ହେମ୍ବ୍ରମ – ଜନଜାତି ବିକାଶ ଓ ସଂଖ୍ୟାଲଘୁ ବ୍ୟାପାର

୧୪ – ଶଶୀ ଭୂଷଣ ବେହେରା – ମହିଳା ସଶକ୍ତିକରଣ ଏବଂ ଅନୁସୂଚିତ ଜାତି କଲ୍ୟାଣ

୧୫ – ସୁମିତ୍ରା ଜେନା – ମହିଳା ସଶକ୍ତିକରଣ

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.