Home Top News ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ Top Newsଓଡ଼ିଶାଖେଳଜାତୀୟଜିଲ୍ଲା ପରିକ୍ରମା ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ By Bureau - August 6, 2021 71 Total3 0 3 0 0ନୂଆ ଦିଲ୍ଲୀ ୬ ଅଗଷ୍ଟ (ଓଡ଼ିଆ ପୁଅ) ଟୋକିଓ ଅଲିମ୍ପିକ୍ସ ୨୦୨୦: ବଜରଙ୍ଗ ପୁନିଆ ୬୫ କିଲୋଗ୍ରାମ ବର୍ଗରେ ଇରାନର ମୋର୍ଟେଜା ଘିଆସିଙ୍କୁ ହରାଇ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସେ ଏବେ ବ୍ରୋଞ୍ଜ ପଦକ ପାଇଁ ଗୋଟିଏ ପାଦ ଦୂରରେ ଅଛନ୍ତି। ତାଙ୍କଠାରୁ ସ୍ୱର୍ଣ୍ଣ ପଦକ ଆଶା କରୁଛନ୍ତି ପ୍ରଶଂସକ। Tweet Total3 0 3 0 0