Snigdha Ray
ବ୍ରିଟିଶ ଅମଳର ୨୦୮ ବର୍ଷ ତଳର ଜରାଜୀର୍ଣ୍ଣ ରାଜଘାଟ ପୋଲ ଏବେ କେତେ ସୁରକ୍ଷିତ!,...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୮୧୬ ମସିହାରେ ନିର୍ମିତ ଭଦ୍ରକର ବ୍ରିଟିଶ ସମୟର ରାଜଘାଟ ପୋଲ ଏବେ ଜନସାଧାରଣଙ୍କ ପାଇଁ ବିପଦ ସଂକୁଳ ହୋଇପଡିଛି । କେତେବେଳେ...
ସୁଭଦ୍ରା ଯୋଜନା ଅତ୍ୟନ୍ତ ଉଚ୍ଚକୋଟୀର, ମାଆମାନେ ବହୁତ ଖୁସି ଅଛନ୍ତି -ମନ୍ତ୍ରୀ, ଜିଲ୍ଲାସ୍ତରୀୟ ସୁଭଦ୍ରା...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ନିର୍ଦ୍ଦେଶ ମତେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଜିଲ୍ଲା ପ୍ରଶାସନ ଆନୁକୂଲ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ ଜରିଆରେ ଜିଲ୍ଲା...
ବଦଳିବ ଭଦ୍ରକ ସହରର ମାନଚିତ୍ର, ସୌନ୍ଦର୍ଯ୍ୟକରଣ ପାଇଁ ପ୍ରାୟ ୭ କୋଟିରୁ ଉର୍ଦ୍ଧ୍ୱ ଟଙ୍କା...
ଭଦ୍ରକ, ୧୫ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏବେ କାଳେ ବଦଳିବ ଭଦ୍ରକ ସହରର ମାନଚିତ୍ର । ଏଥିପାଇଁ ବ୍ୟାପକ ପ୍ରସ୍ତୁତି ପ୍ରଶାସନ ପକ୍ଷରୁ ଜାରି ରହିଛି । ଇତିମଧ୍ୟରେ...
ମଥାରେ ବନ୍ଧୁକ ଲଗାଇ ସୁନା ଗହଣା ସହ ଟଙ୍କା ଲୁଟି ନେଲେ ଡକାୟତ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଆଗରପଡ଼ା ଥାନା ଅଧିନ ଗୋପୀନାଥପୁର ପଂଚାୟତ ମାର୍କଣ୍ଡପୁର ଗ୍ରାମର ସୁବାସ ପଣ୍ଡାଙ୍କ ଘରେ ଡକାୟତି ହୋଇଥିବା ଥାନାରେ ଅଭିଯୋଗ...
ଧାମନଗର ବ୍ଲକରେ ଆବାସ ଯୋଜନା ବଂଟନରେ ପାତର ଅନ୍ତର, ସଲାସୁତରାରେ ଭାଗ ବଂଟାରେ ଘର...
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ଗରିବ ତଥା ଭୂମିହୀନ ଲୋକ ଙ୍କୁ ଥଇଥାନ ପାଇ ବିଭିନ୍ନ ଯୋଜନା ମାଧ୍ୟମ ରେ ସେମାନଙ୍କୁ ବିଭିନ୍ନ ସୁଯୋଗ ଦିଆଯାଉଥିବା...
ଝରକା ଗ୍ରିଲ୍ କାଟି ଲକ୍ଷାଧିକ ଟଙ୍କା ଚୋରୀ, ସନ୍ଧାନି କୁକୁର ଦ୍ୱାରା ଜଣେ ଅଟକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକର ଏବେ ଦିନକୁ ଦିନ ଚୋରୀ ବୃଦ୍ଧି ପାଉଛି । ବିଶେଷ କରି ଚୋରୀ ସୁନା କୁ...
ବିଧାନସଭାରେ ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରସଙ୍ଗ ଉତ୍ଥାପିତ କଲେ ବିଧାୟକ
ଭଦ୍ରକ, ୧୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାର ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟସେବା, ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ଅଭାବ ଜନିତ ସମସ୍ୟା ଓ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ...
ସିପିଆଇ(ଏମ) ମହାସଚିବ ସୀତାରାମ ୟେଚୁରୀଙ୍କ ମୃତ୍ୟୁରେ ଭଦ୍ରକରେ ଶୋକ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭାରତର କମ୍ୟୁନିଷ୍ଟ ପାର୍ଟି (ମାର୍କ୍ସବାଦୀ) ସର୍ବଭାରତୀୟ ସାଧାରଣ ସଂପାଦକ, ବିଶ୍ୱ କମ୍ୟୁନିଷ୍ଟ ଆନ୍ଦୋଳନର ଅନ୍ୟତମ କର୍ଣ୍ଣଧାର, ଭାରତରେ ଫାଶୀବାଦୀ ବିରୋଧୀ ଆନ୍ଦୋଳନର...
୪ଟି ବ୍ଲକ୍ ପରେ ବାକି ୩ଟି ବ୍ଲକ୍ରେ ସୁଭଦ୍ରା ରଥ ପରିକ୍ରମା ଆରମ୍ଭ, ଆଜି...
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଘରେ ଘରେ ସୁଭଦ୍ରା ଯୋଜନା ସଚେତନତା ପାଇଁ ପୋଷ୍ଟର, ବ୍ୟାନର, ପ୍ରଚାର ପତ୍ର, ୱାଲ ପେଂଟିଂ, ହୋର୍ଡ଼ିଂ ଆଦି ସହ ସୁଭଦ୍ରା...
ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫତେହ୍ ଉତ୍ସବ ପାଳନ ପ୍ରସ୍ତୁତି ବୈଠକ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ନଗର, ଭଦ୍ରକରେ ଅବସ୍ଥିତ ଖାନ୍କା ସରିଫ୍ରେ ହଜରତ ସରକାର ବାବାଙ୍କ ୧୦ମ ବାର୍ଷିକୀ ଫାତେହ ଉତ୍ସବ ପାଳନ ଉପଲକ୍ଷେ ଭଦ୍ରକ...
ପୂର୍ବତନ ସରପଂଚଙ୍କ ଦବଙ୍ଗଗିରି, ରଣକ୍ଷେତ୍ର ପାଲଟିଲା ବାସୁଦେବପୁର ବ୍ଳକ
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ବାସୁଦେବପୁର ବ୍ଲକ ପରିସର ରେ ବାଲିମେଦ ପଂଚାୟତର ପୂର୍ବତନ ସରପଂଚ ତଥା ବିଜେଡିର ବରିଷ୍ଠ ନେତା ଙ୍କ ଦବଙ୍ଗଗିରି ଦେଖିବାକୁ...
ଧାମନଗର ସ୍ୱାସ୍ଥ୍ୟ କେନ୍ଦ୍ର ସେବା ବିପର୍ଯ୍ୟସ୍ତ, ଆଶା ଦିଦି ଦେଉଛନ୍ତି ସାଲାଇନି
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାର ସ୍ୱାସ୍ଥ୍ୟ ସେବା ପାଇ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ସଧାରଣ ଲୋକ ମାନେ ତାହାର ସୁଫଳ ପାଇ...
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣେଶ ଭସାଣିରେ ମରଣାନ୍ତକ ଆକ୍ରମଣ, ଅଭିଯୁକ୍ତକୁ ଗିରଫ କରୁନାହିଁ...
ଭଦ୍ରକ, ୧୨ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗଣେଶ ଭସାଣିରେ ପ୍ରଶାସନ ପକ୍ଷରୁ ଅଂକୁଶ ଜାରି ହୋଇଥିବା ଡିଜେ ବଜାଇବାକୁ ନେଇ ଏହି ଜିଲାର...
ଆଦିବାସୀ ମହିଳା ମାମୁନିର ଶିଶୁକନ୍ୟା ଚୋରି ପ୍ରସଙ୍ଗ, ଶେଷରେ ଚୋରଣୀକୁ ଧରିଲା ସହରାଂଚଳ ଥାନା...
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଶେଷରେ ଭଦ୍ରକର ବହୁ ଚର୍ଚ୍ଚିତ ଆଦିବାସୀ ମହିଳା ମାମୁନି ମୁଣ୍ଡାର ଚୋରି ହୋଇଥିବା ନବଜାତ ଶିଶୁକନ୍ୟାକୁ ଉଦ୍ଧାର କରିଛି ସହରାଂଚଳ ଥାନା ପୁଲିସ୍।...
ଉଠା ଟ୍ରଲି ଦୋକାନୀଙ୍କ ଉପରେ ପ୍ରଶାସନର ଦରଦ କାହିଁକି!, ଉଛେଦ ପରେବି ସହରରେ ଟ୍ରାଫିକ୍...
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଭଦ୍ରକ ସହରରେ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଥିବାବେଳେ ଉଠା ଟ୍ରଲି ଦୋକାନୀମାନଙ୍କ ପ୍ରାଦୁର୍ଭାବରେ ଲୋକେ ତ୍ରାହି ତ୍ରାହି ଡାକୁଛନ୍ତି। ଗୋଟିଏ ପଟେ ପ୍ରଶାସନ...
ଭଦ୍ରକ ଇସ୍କନ୍ ମନ୍ଦିରରେ ରାଧାଷ୍ଟମୀ ପାଳିତ
ଭଦ୍ରକ, ୧୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ହିନ୍ଦୁ ଶାସ୍ତ୍ର ମତେ ଆଜି ପବିତ୍ର ରାଧାଷ୍ଟମୀ ଗାଁ ଠାରୁ ସହର ପର୍ଯ୍ୟନ୍ତ ମହାସମାରୋହରେ ପାଳିତ ହୋଇଛି। ଭଦ୍ରକ ସହରର କୁଆଁସସ୍ଥିତ ଆନ୍ତରାଷ୍ଟ୍ରୀୟ...
ଅସରାଏ ବର୍ଷାରେ ଲହଡ଼ି ଭାଙ୍ଗୁଛି ନର୍ଦ୍ଦମା ପାଣି, ଭଦ୍ରକ ଆରଡ଼ି ରାସ୍ତା ବେହେଲ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅସରାଏ ବର୍ଷାରେ ବେହାଲ ହୋଇ ପଡିଛି ଭଦ୍ରକ ଆରଡ଼ି ରାସ୍ତା । ବର୍ଷାଭାବ ବେଳେ ଲଘୁଚାପ ଜନିତ ସାମୟିକ ବର୍ଷା ବିଶେଷକରୀ...
ରେଳବାଇ ଜମିରୁ ଜବରଦଖଲ ଉଛେଦ ନେଇ ଭୂମିହୀନଙ୍କ ଉପରେ ନୋଟିସ, ସୁଇପର କଲୋନୀ ବାସିନ୍ଦାଙ୍କ...
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସରକାରୀ ଜମିରୁ ଜବର ଦଖଲ ଉଛେଦ ଆଳରେ ରାଜ୍ୟ ସରକାର ଏବେ ଭଦ୍ରକ ସହର ରେ ହଜାର ହଜାର ପରିବାର ଙ୍କୁ...
ଆଖଣ୍ଡଳମଣିପୀଠର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କଲେ ଜିଲାପାଳ, ଜମି ଅଧିଗ୍ରହଣ ପାଇଁ ବିସ୍ଥାପିତଙ୍କ ସହ...
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟର ପ୍ରମୁଖ ଶୈବପୀଠ ଆରଡିଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ପାରିପର୍ଶ୍ୱିକ ଉନ୍ନତି ପାଇଁ ପୂବ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ୪୨କୋଟି...
ଜମିଜମା ବିବାଦକୁ ନେଇ ମାରପିଟ ଓ ଘରଭାଙ୍ଗି ଅଭିଯୋଗ
ଭଦ୍ରକ, ୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜମିଜମା ବିବାଦକୁ ନେଇ ମାରପିଟ,ଧାରୁଆଅସ୍ତ୍ରରେ ଆକ୍ରମଣ ସାଥୀକୁ ଘରଭାଙ୍ଗି ଅଭିଯୋଗ ଆସିଛି । ଏମିତି ଅଭିଯୋଗ ବାସୁଦେବପୁର ଥାନା ଅଧିନ ବ୍ରାହ୍ମଣଗାଁ...
























