Snigdha Ray
ବିଧାନସଭା ଏଷ୍ଟିମେଟ୍ କମିଟିରେ ଯୋଗଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ବିଧାନସଭା ପରିସରରେ ପ୍ରାକ୍କଳନ ସମିତି (କମିଟି ଅନ ଏଷ୍ଟିମେଟ୍) ବୈଠକରେ ଯୋଗ ଦେଲେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ର...
ଚାନ୍ଦବାଲି ବୈତରଣୀ ନଦୀରେ ବିରାଟକାୟ ମୃତ କୁମ୍ଭୀର ଠାବ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଚାନ୍ଦବାଲି ବନଖଣ୍ଡ ଅଧୀନ ବୈତରଣୀ ନଦୀ ଅରଣ୍ୟନିବାସ ନିକଟରେ ଗୁରୁବାର ଏକ ମୃତ କୁମ୍ଭୀର ଭାସୁଥିବାର ଦେଖିବାକୁ ମିଳିଥିଲା...
ବିଦ୍ୟୁତ୍ ଆଘାତରେ ନାବାଳକ ମୃତ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ଅଚକ ପଂଚାୟତ ଅଧୀନ ଉତରବାହା ଗ୍ରାମର ସୁବାସ ସ୍ୱାଇଁଙ୍କ ନାବାଳକ ପୁଅ ତାପସ ସ୍ୱାଇଁ (୧୭)ଙ୍କର...
ପୋଖରୀରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ଥାନା ମୁକୁନ୍ଦପୁର ପଂଚାୟତ ଅଧୀନ ଗୁଡ଼ୁପାଳ ଗ୍ରାମର କମଳା ସାହୁ (୮୦) ନାମ୍ନୀ ଜଣେ ବୃଦ୍ଧାଙ୍କର ମୃତଦେହକୁ...
୧୪ରୁ ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନୀ, ଖାଲଖମା ରାସ୍ତାରେ ଚାଲିଚାଲି ଆସିବେ କାଉଡିଆ,...
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆସନ୍ତା ୧୪ରୁ ଅଗଷ୍ଟ ୧୧ଯାଏଁ ଏକମାସ ଧରି ବାବା ଆଖଣ୍ଡଳମଣିଙ୍କ ପୀଠରେ ଶୁଭିବ ବୋଲବମ ଧ୍ୱନି। ଆଗନ୍ତୁକ ଲକ୍ଷାଧିକ କାଉଡିଆ ଭକ୍ତଙ୍କ...
ଉଚ୍ଚଶିକ୍ଷାମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଜଳସେଚନ, ଜଂଗଲ ଓ କ୍ରୀଡାର ଉନ୍ନତି ଉପରେ ଗୁରୁତ୍ୱାରୋପ
ଭଦ୍ରକ, ୧୦ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜିଲାରେ ଜଳସେଚନ, ବନ୍ୟା ନିୟନ୍ତ୍ରଣ, ବନୀକରଣ ଓ କ୍ରୀଡାର ବିକାଶ ଉପରେ ଉଚ୍ଚଶିକ୍ଷା, କ୍ରୀଡା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଗୁରୁତ୍ୱାରୋପ...
ସରକାରୀ ଉନ୍ନିତ ମଧ୍ୟଇଂରାଜୀ ବିଦ୍ୟାଳୟର ସମ୍ବର୍ଦ୍ଧନା ସଭା
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାୀରିପୋଖରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବନ୍ତ ବ୍ଲକ୍ ଅନ୍ତର୍ଗତ ବଡମଇଁଶିଗୋଠ ଗ୍ରାମ ପଂଚାୟତ ର ସରକାରୀ ଉନ୍ନିତ ମଧ୍ୟଇଂରାଜୀ...
ବିଶେଷ ମଧ୍ୟସ୍ଥା ଅଭିଯାନ ଦ୍ୱାରା ମାମଲାର ସମାଧାନ, “ଏକ ପରିଚୟ ଦେଶ ପାଇଁ ”...
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ଆଇନ୍ ସେବା ପ୍ରାଧୀକରଣ, ନୂଆଦିଲ୍ଲୀ ଏବଂ ଓଡ଼ିଶା ରାଜ୍ୟ ଆଇନ୍ ସେବା ପ୍ରାଧିକରଣ କଟକଙ୍କ ନିର୍ଦ୍ଦେଶକ୍ରମେ ୯୦ ଦିନିଆ ଜିଲ୍ଲା...
ତେଜସ୍ୱିନୀ ମହିଳା ସଂଗଠନ ପକ୍ଷରୁ ବନ ମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପରିବେଶ ସୁସ୍ଥ ରହିଲେ ସମାଜ ସୁସ୍ଥ ରହିବ । ସୁସ୍ଥ ବାତାବରଣ ନିର୍ମିତ ବୃକ୍ଷରୋପଣ ନିହାତି ଜରୁରୀ । ବୃକ୍ଷ ଆମକୁ...
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ୭୭ ତମ ପ୍ରତିଷ୍ଠା ଦିବସ
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବ୍ୟକ୍ତିଗତ ବିକାଶ ମାଧ୍ୟମରେ ସମାଜକୁ ପରିବର୍ଲନ ଏବଂ ସମାଜ ପରିବର୍ଲନ ମାଧ୍ୟମରେ ରାଷ୍ଟ୍ରର ପୁନଃ ନିର୍ମାଣର ଲକ୍ଷ୍ୟ ନେଇ ସ୍ଥାପନା ହୋଇଥିବା...
ଭଦ୍ରକ ନିର୍ବାଚନମଣ୍ଡଳୀ ଜଗଦଲପୁର ପଂଚାୟତର ବିକାଶର ନଗ୍ନଚିତ୍ର
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜନୈତିକ ଛକାପଞ୍ଝା ଭିତରେ ବଳି ପଡୁଛି ଗ୍ରାମାଂଚଳର ବିକାଶ ଧାରା । ବିକାଶର ମାଇକ୍ ବଜାଉଛନ୍ତି ନେତା । ଏହା ପାଇଁ...
ଚାନ୍ଦବାଲିରେ ଭାରତ ବଂଦ
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - କର୍ପୋରେଟ ଓ ସାଂପ୍ରଦାୟିକ କାର୍ଯ୍ୟସୂଚୀକୁ କାର୍ଯ୍ୟକାରୀ କରିବାକୁ ଯାଇ କେନ୍ଦ୍ରର ମୋଦି ସରକାର ଶ୍ରମିକ ବିରୋଧୀ ଶ୍ରମ କୋର୍ଡ ଆଣିବା ସହ...
ତିହିଡ଼ି ତହସିଲରେ ଓଡ଼ିଶା ରାଜସ୍ୱ ଅମଲା ସଂଘର କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ରାଜସ୍ୱ ଅମଲା ସଂଘ ପକ୍ଷରୁ ୧୦ଦଫା ଦାବି ନେଇ କଳା ବ୍ୟାଜ ପରିଧାନ କରି କାର୍ଯ୍ୟବନ୍ଦ ଆନ୍ଦୋଳନର ଡାକରା ଦିଆଯାଇଛି।...
ହେଣ୍ଡଜୋରରେ ବନ୍ଧ ପକାଇବାକୁ ନେଇ ଅସନ୍ତୋଷ, ଅତିରିକ୍ତ ତହସିଲଦାର ଓ ବିଡିଓଙ୍କୁ ଭେଟି କାର୍ଯ୍ୟାନୁଷ୍ଠାନ...
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ତହସିଲ ଅଧୀନ ମଙ୍ଗଳପୁର ଓ ତଳମୂଷାଙ୍ଗ ନିକଟରେ ଥିବା ଏକ ହେଣ୍ଡଜୋରରେ ନିଲାମଧାରୀ କିଛି ବ୍ୟକ୍ତି ବନ୍ଧ...
ତିହିଡ଼ିରେ ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଡ୍ରାଇଭର ମହାସଂଘ ପକ୍ଷରୁ ୭ଦଫା ଦାବି ନେଇ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ ଡାକରା ଦିଆଯାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ଡ୍ରାଇଭର...
ଭଦ୍ରକ ଜିଲାରେ ୮ ଜେ.ଇ. ଓ ୧୭ ପିଇଓଙ୍କ ବଦଳି
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ବିଭିନ୍ନ ବ୍ଲକ୍ରେ କାର୍ଯ୍ୟ କରୁଥିବା କନିଷ୍ଠ ଯନ୍ତ୍ରୀ ଓ ପଂଚାୟତ ନିର୍ବାହୀ ଅଧିକାରୀଙ୍କୁ ଆଜି ବଦଳି କରାଯାଇଛି। ଜିଲାପାଳଙ୍କ...
ବୈତରଣୀ ନଦୀର ବନ୍ୟାପାଣି ନିଷ୍କାସନରେ ବାଧକ ସାଜିଛି ପୂର୍ଣ୍ଣିମା ଜୁଆର, ୪ଦିନ ହେଲା ତଳିଆ...
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉପରମୁଣ୍ଡରେ ଲଗାଣବର୍ଷା ଯୋଗୁ ବୈତରଣୀ ନଦୀର ଜଳସ୍ତର ବୃଦ୍ଧି ପାଇଥିଲା। ଉପରମୁଣ୍ଡରୁ ଆସୁଥିବା ସମସ୍ତ ବନ୍ଯାପାଣି ତଳମୁଣ୍ଡରେ ଅର୍ଥାତ ଆରଡି ସମେତ...
କଂଗ୍ରେସ ଦଳିତ ସେଲର ରାଜ୍ୟ ସାଧାରଣ ସମ୍ପାଦକ ହେଲେ ରାଜେନ୍ଦ୍ର ପ୍ରସାଦ ଜେନା
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଜ୍ୟ ପ୍ରଦେଶ କଂଗ୍ରେସ କମିଟି ଦଳିତ ସେଲ ର ରାଜ୍ୟ ସାଧାରଣ ସମ୍ପାଦକ ଭାବେ ନିଯୁକ୍ତି ପାଇଲେ ଜିଲ୍ଲାର ଦଳିତ ନେତା...
ଧାମନଗର – ଦୋବଲ ରାସ୍ତାର ମୁସ୍ତଫାପୁର ଡ୍ରେନ ନିର୍ମାଣ ନିମ୍ନମାନର, ଏବେ ରାସ୍ତା ନିର୍ମାଣ...
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ସେଣ୍ଡପୁର ଭାୟା ଦୋବଲ ରାସ୍ତା ଟି ଦୁଇ ବର୍ଷ ହେବ କାମ ଆରମ୍ବ ହୋଇଥିଲେ ମଧ୍ୟ ଏ...
ଭଦ୍ରକରେ ଭାରତ ବନ୍ଦ, କେନ୍ଦ୍ରୀୟ ସଂଗଠନ ପକ୍ଷରୁ ଧର୍ମଘଟ, ୮ ଘଂଟା ରାଜପଥ ଜାମ୍
ଭଦ୍ରକ, ୯ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୦ଟି କେନ୍ଦ୍ରୀୟ ସଂଗଠନ ମିଳିତ ମଂଚ ପକ୍ଷରୁ ଆଜି ଦେଶବ୍ୟାପୀ ଧର୍ମଘଟ ଓ ବନ୍ଦ ପାଳନ କରାଯାଇଛି। ଏହି ପରିପ୍ରେକ୍ଷୀରେ ଭଦ୍ରକରେ...





















