Pramod Kumar Ray
ସରପଂଚଙ୍କ ଗୋଟିଏ ପାଳି ସରିଲା, ସରିଲାନି ପଂଚାୟତ ଗୃହ ନିର୍ମାଣ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୨୦୧୬ ମସିହାରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ୩ଗୋଟି ନୂତନ ଗ୍ରାମପଂଚାୟତ ଗଠନ ଘୋଷଣା କରାଯାଇଥିଲା । ପୁରୁଷଣ୍ଢ ପଂଚାୟତକୁ ଭାଗକରାଯାଇ...
ଶୁକଦେବ ଜେନା ହାଇସ୍କୁଲରେ ହେବ ସୁବର୍ଣ୍ଣଜୟନ୍ତୀ ପାଳନ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ଶୁକଦେବଜେନା ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ଆଗାମୀ ଡିସେମ୍ବର ୧୯,୨୦ ଓ ୨୧ତାରିଖରେ ଅନୁଷ୍ଠିତ ହେବ...
ଧାମନଗର – ଶିଶୁ ଦିବସରେ ପ୍ରତିଭା ମାନଙ୍କୁ ସମ୍ବର୍ଦ୍ଧିତ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ବ୍ଲକ ଅନ୍ତର୍ଗତ କରଦା ପଂଚାୟତର ସୁଜାଣସିଂହପୁର ଗ୍ରାମରେ ଥିବା ଡ଼ଃ. ଏପିଜେ ଅବଦୁଲକାଲାମ ଏଜୁକେସନ ଟ୍ରଷ୍ଟବୋଡ଼ର ପଂଚମ...
ଭଣ୍ଡାରିପୋଖରୀର ବିଭିନ୍ନ ସ୍ଥାନରେ ଶିଶୁଦିବସ ପାଳିତ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଶିଶୁ ଦିବସ ଆଜି ପାଳିତ ହୋଇଯାଇଛି । ଭଣ୍ଡାରିପୋଖରୀ କଲଚରାଲ ଏକାଡେମୀରେ...
‘ଆମେ’ର ଅମାବାସ୍ୟା ଆସର, ‘ପୂଣ୍ୟ କାର୍ତ୍ତିକ ଓ ଉତ୍କଳୀୟ ନୌବାଣିଜ୍ୟ’ ଭିତ୍ତି ପ୍ରବନ୍ଧ ଆଲୋଚନା
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାହିତ୍ୟ ସଂସ୍କୃତି ସଂଗଠନ ‘ଆମେ’ ଆନୁକୁଲ୍ୟରେ ‘ପ୍ରଜ୍ଞାପୀଠ’ ଠାରେ ଅମାବାସ୍ୟା ଆସର ପାଳିତ ହୋଇ ଯାଇଛି । ଏହି ସ।।ହିତ୍ୟ ସଂସ୍କୃତି...
ଚଢ଼େୟା ଠାରେ ବିଶାଳ ସ୍ୱାସ୍ଥ୍ୟ ଶିବିର
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଦଇସିଂ ପଞ୍ଚାୟତସ୍ଥିତ ଚଢ଼େୟା ପ୍ରାଥମିକ ବିଦ୍ୟାଳୟ ଠାରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି ।...
ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର,୧୦୦ ୟୁନିଟ ରକ୍ତ ସଂଗ୍ରହ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଯାଦବ ମହାସଭା ପକ୍ଷରୁ ରକ୍ତଦାନ ଶିବିର ସ୍ଥାନୀୟ ହାପିହୋମ ସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ରକ୍ତଦାନ...
ଜିଲ୍ଲା ଅନୁସୂଚିତ ଜାତି ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲ୍ଲା ଅନୁସୂଚୀତ ଜାତି ମୋର୍ଚ୍ଚାର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଓ ସମ୍ବର୍ଦ୍ଧନା ଉତ୍ସବ ଜିଲ୍ଲା ସଭାପତି ସୁବ୍ରତ ଦାସଙ୍କ ଅଧ୍ୟକ୍ଷତାରେ...
ମଦ୍ରାସା ଟିଚର ଆସୋସିଏସନ୍ ଓ ନ୍ୟୁ ଡେ’ ମେଡିକେୟାର ପକ୍ଷରୁ ମାଗଣା ସ୍ୱାସ୍ଥ୍ୟସେବା ଶିବିର
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ମଦ୍ରାସା ଟିଚର ଆସୋସିଏସନ୍ ଭଦ୍ରକ ଶାଖା ଏବଂ ନ୍ୟୁ ଡେ’ ମେଡିକେୟାର ମିଳିତ ଆନୁକୂଲ୍ୟରେ ଆଜି ଭଦ୍ରକର ଚୌଖଣ୍ଡି-ପୁରୁଣାବଜାର ଗୋସ୍ପାକ୍ ମଜାର...
ହସିଲା ଏ୍ୟୌତିହାସିକ କୃଷ୍ଣ ଚରଣ ବିଦ୍ୟାମନ୍ଦିର
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବାକୁ ଯାଇ ୧୯୩୫ ମସିହାରେ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ଦ୍ୱାରା ନିର୍ମିତ କୃଷ୍ଣ ଚରଣ...
ମାଳଦା ଜଗନ୍ନାଥ ବଜାରର ଚାରି ଦୋକାନରୁ ଚୋରି
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅଞ୍ଚଳର ଗତକାଲି ରାତିରେ ମାଳଦା ଜଗନ୍ନାଥ ବଜାର ଓମ୍ ପରିଧାନ ଡ୍ରେସ୍ ଦୋକାନ, ବାବା ଗୋପିନାଥ...
ଭିନ୍ନକ୍ଷମ ଯୁବକଙ୍କୁ ହତ୍ୟା ଅଭିଯୋଗ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ଦୋବଲସାହି ଗ୍ରାମର ଜଣେ ଭିନ୍ନକ୍ଷମ ଯୁବକ ସଂଜୟ ସାହୁ ଆଜି ମୃତ...
ଓୟୁଏଟି ରେ ୯୭.୭୧ ପ୍ରତିଶତ ରଖି ଟପ୍ ସ୍କୋରର ହେଲେ ଚନ୍ଦ୍ରପ୍ରସାଦ
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଚଳିତବର୍ଷ ଓୟୁଏଟି ପରୀକ୍ଷା ଫଳ ପ୍ରକାଶିତ ହୋଇଛି । ଏଥିରେ ଭଦ୍ରକ ଜିଲାର ଚାରିଘରିଆ (ପାତ୍ରସାହି) ଅଂଚଳର ଚନ୍ଦ୍ରପ୍ରସାଦ ପଣ୍ଡା ୯୭.୭୧୩...
ସମାଧାନ ମନସ୍କ ହେଲେ ସବୁ ବିବାଦର ସମାଧାନ ହୋଇପାରିବ, ସଚେତନତାଧର୍ମୀ ମେଗା ଆଇନ୍ ସେବା...
ଭଦ୍ରକ, ୧୪ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜାତୀୟ ଆଇନ୍ ସେବା କର୍ତ୍ତୃପକ୍ଷ ଦିଲ୍ଲୀ, ଓଡ଼ିଶା ରାଜ୍ୟ ଆଇନ୍ ସେବା କର୍ତ୍ତୃପକ୍ଷ, କଟକ, ଜିଲ୍ଲା ଆଇନ୍ ସେବା କର୍ତ୍ତୃପକ୍ଷ, ଭଦ୍ରକ...
ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ପାଳିତ
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବରିଷ୍ଠ କଂଗ୍ରେସନେତା, ପୂର୍ବତନ ମନ୍ତ୍ରୀ ତଥା ଧାମନଗରର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗନ୍ନାଥ ରାଉତଙ୍କ ୭୯ତମ ଜନ୍ମଜୟନ୍ତୀ ଆଜି ପାଳିତ ହୋଇଯାଇଛି...
ନାଟ୍ୟକାର ସୁଧାକର ନନ୍ଦଙ୍କୁ ଭଣ୍ଡାରିପୋଖରୀରେ ସମ୍ବର୍ଦ୍ଧନା
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଜି ରାଜ୍ୟ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ନାଟ୍ୟକାର ସୁଧାକର ନନ୍ଦଙ୍କୁ...
ରଶିଲଗାଇ ଯୁବକର ଆତ୍ମହତ୍ୟା
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ଧାମନଗର ବିଜ୍ଞାପିତ ଅଂଚଳର ମହାନ୍ତିସାହି (ମନ୍ତେଇବାଟି) ଗ୍ରାମର ନିରଂଜନ ସ୍ୱାଇଁଙ୍କ ପୁଅ ନରେନ୍ଦ୍ର ସ୍ୱାଇଁ (ପପାନି) (୨୯)ଙ୍କ ଆଜି...
କୀର୍ତ୍ତନ ମଣ୍ଡପ ନିର୍ମାଣକୁ କେନ୍ଦ୍ରକରି ବିଜେପି ଓ ବିଜେଡ଼ି ମଧ୍ୟରେ ମୁହାଁମୁହିଁ, ଥାନରେ ୨ଟି...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପଂଚାୟତର ସୋଧ ଗ୍ରାମରେ ଏକ କୀର୍ତ୍ତନମଣ୍ଡପର ନବୀକରଣ ପାଇଁ ଦୁଇ ରାଜନୈତିକ ଦଳ...
ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା ଶାଖାର ସାମ୍ବାଦିକ ସମ୍ମିଳନୀ, ଆସନ୍ତା ୧୫ ଧର୍ମଘଟ...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଓଡ଼ିଶା ଡ୍ରାଇଭର ମହାସଂଘ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ ଏକ ଜିଲ୍ଲାସ୍ତରୀୟ ସାମ୍ବାଦିକ ସମ୍ମିଳନୀ ଆଜି ଦିବା ୧୧ ଘଟିକା ସମୟରେ...
ଦୁଇ କୁଖ୍ୟାତ ଅପରାଧୀ ଓ ପୁଲିସ୍ ମଧ୍ୟରେ ଗୁଳିଚାଳନା, ୩ ପୁଲିସ୍ ଅଧିକାରୀ ଆହତ,...
ଭଦ୍ରକ, ୧୩ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲାରେ ଆତଙ୍କ ସୃଷ୍ଟି କରୁଥିବା ଦୁଇଜଣ ଅପରାଧୀଙ୍କୁ ପିଛାକରି ଆଜି ଗ୍ରାମାଞ୍ଚଳ ଥାନାର ୩ ଜଣ ଅଧିକାରୀ ସେମାନଙ୍କ ଗୁଳିରେ...
























