Pramod Kumar Ray
କାନ୍ତକବି ଲକ୍ଷ୍ମୀକାନ୍ତଙ୍କ ପୀଠ ନବୀକରଣ ପାଇଁ ପ୍ରଶାସନର ଅନୁଧ୍ୟାନ
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ବ୍ଲକ ତାଳପଦା ସ୍ଥିତ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ସ୍ମୃତିପୀଠର ନବୀକରଣ ପାଇଁ ବୁଧବାର ପ୍ରଶାସନ ପକ୍ଷରୁ ଅନୁଧ୍ୟାନ...
ପ୍ରତ୍ୟେକ କାର୍ଯ୍ୟରେ ସ୍ୱଚ୍ଛତା ଓ ଗୁଣବତ୍ତା ବଜାୟ ପାଇଁ ନିର୍ଦ୍ଦେଶ, ଧାମନଗର ନିର୍ବାଚନ ମଣ୍ଡଳୀ...
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭଦ୍ରକ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଧାମନଗର ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟିର ପ୍ରଥମ ବୈଠକ...
ଧାମରାଇ ମନ୍ଦିରରେ ଦେବୋତ୍ତର କମିଶନର ସ୍ଥିତି ପରଖିଲେ, ଆସନ୍ତା ଦିନରେ ସରକାରୀ ସ୍ତରରୁ ସାହାଯ୍ୟ...
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦେବୋତ୍ତର ସହକାରୀ କମିଶନର ସଞ୍ଜୟ କୁମାର ସୁଝବ୍ରତ ଆଚାର୍ଯ୍ୟ ଆସି ଧାମରାର ପ୍ରସିଦ୍ଧ ମା ଧାମରାଇଙ୍କ ମନ୍ଦିରରେ ପହଂଚିବା ପରେ ମନ୍ଦିର...
ସ୍ୱରାଜବାର୍ତ୍ତା ଟିଭିର ସ୍ୱନକ୍ଷତ୍ର ସମାରୋହ, ଉତ୍ତମ ସମାଜ ଗଠନ ପାଇଁ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ...
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଉତ୍ତମ ସମାଜ ଗଠନ ପାଇଁ ଗଣମାଧ୍ୟମର ଭୂମିକା ନିତ୍ୟାନ୍ତ ଆବଶ୍ୟକ ବୋଲି ଭଦ୍ରକ ସହରର ସ୍ୱରାଜବାର୍ତ୍ତା କାର୍ଯ୍ୟାଳୟ ଠାରେ ବିଶିଷ୍ଟ ବ୍ୟକ୍ତିମାନେ...
ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୭୬ତମ ପ୍ରତିଷ୍ଠା ଦିବସ
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆଜି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟର ୭୬ତମ ପ୍ରତିଷ୍ଠା ଦିବସର ଉତ୍ସବ କଲେଜ ସମ୍ମିଳନୀ କକ୍ଷରେ ମହାସମାରୋହରେ ପାଳିତ ହୋଇଛି । ଏହି...
ସମ୍ବାଦ ପରିବେଷଣରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କର ଶ୍ରେଷ୍ଠ ପରିଚୟ, ସାମ୍ବାଦିକ ଭଜଗୋବିନ୍ଦ ଜେନାଙ୍କ...
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସାମ୍ବାଦିକତାର ଧର୍ମକୁ ସ୍ୱର୍ଗତଃ ଭଜଗୋବିନ୍ଦ ଜେନା ଅକ୍ଷରେ ଅକ୍ଷରେ ପାଳନ କରୁଥିଲେ । ସମ୍ବାଦ ପରିବେଷଣରେ ନିର୍ଭିକତା ଓ ନିରପେକ୍ଷତା ତାଙ୍କର...
ଘଟଣାର ରଫାନାମା ପରେ ବି ଧୁଷୁରୀ ଥାନା ପୁଲିସ୍ ଅଭିଯୁକ୍ତଙ୍କୁ ଘଣ୍ଟ ଘୋଡାଉଛି, ଆବେଦନକାରୀଙ୍କୁ...
ଭଦ୍ରକ, ୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୁର୍ନୀତିକୁ ରୋକିବା ଦିଗରେ ସରକାର ସୂଚନା ଅଧିକାର ଆଇନ୍ ପ୍ରଣୟନ କରିଛନ୍ତି । କିନ୍ତୁ ଭଦ୍ରକ ଜିଲାର ଖୋଦ୍ ଜିଲା ପୁଲିସ୍...
ସ୍ତ୍ରୀ ଋଣଟଙ୍କା ସୁଝିନପାରିବାରୁ ସ୍ୱାମୀକୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧିଲେ ମହିଳା ଏସ୍ଏଚ୍ଜି ଗ୍ରୁପ୍
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ସ୍ତ୍ରୀ ଋଣଟଙ୍କା ସୁଝିନପାରିବାରୁ ଏକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ତାଙ୍କ ସ୍ୱାମୀଙ୍କୁ ବିଦ୍ୟୁତ୍ ଖୁଣ୍ଟରେ ବାନ୍ଧି ପକାଇବା ଭଳି...
ତିହିଡ଼ି ପଞ୍ଚାୟତ ସମିତି ବୈଠକ, ସରକାରଙ୍କ ଯୋଜନାକୁ କାର୍ଯ୍ୟ କରାଇବା ଉପରେ ଗୁରୁତ୍ୱ
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ଜିଲା ତିହିଡ଼ି ପଞ୍ଚାୟତ ସମିତିର ପଞ୍ଚମ ସାଧାରଣ ବୈଠକ ବୁଧବାର ପଞ୍ଚାୟତ ସମିତି ସଭାଗୃହରେ ଅନୁଷ୍ଠିତ ହୋଇ ଯାଇଛି ।...
ଆଖୁଆପଦା ହାଇଡ୍ରୋମେଟ୍ରିକ କାର୍ଯ୍ୟାଳୟ ଅଚଳ, ବନ୍ୟା ନିୟନ୍ତ୍ରଣ ସହାୟତା କାର୍ଯ୍ୟ ବନ୍ଦ!
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଜଳସେଚନ ବିଭାଗର ଭୁବନେଶ୍ୱରସ୍ଥିତ ହାଇଡ୍ରେମେଟ୍ରିକ ବିଭାଜନର ଆଖୁଆପଦା ସେକ୍ସନ ଅଚଳ ହୋଇଥିବା ଜଣାଯାଇଛି । ଆଖୁଆପଦାରେ ବୈତରଣୀ ନଦୀ ଆନିକଟ ଥିବାରୁ...
ବନ୍ଧଗାଁ ହାଇସ୍କୁଲରେ ବନ ମହୋତ୍ସବ ପାଳିତ
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଭଦ୍ରକ ବ୍ଲକ ଅନ୍ତର୍ଗତ ବନ୍ଧଗାଁ ନୋଡ଼ାଲ ହାଇସ୍କୁଲରେ ୭୪ତମ ବନ ମହୋତ୍ସବ ପାଳିତ ହୋଇଯାଇଛି । ବିଦ୍ୟାଳୟ ପରିସରରେ ବନ୍ଧଗାଁ ହାଇସ୍କୁଲ...
ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲା ବିଏମ୍ଏସ୍
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ଦ୍ୱାରା ସରକାରୀ ଅର୍ଥ ହଡ଼ପ, ଜନସାଧାରଣଙ୍କୁ ହଇରାଣ ଓ ଶ୍ରମିକ ମାରଣ ନୀତିକୁ ବିରୋଧ କରି ଭାରତୀୟ...
ଭିନ୍ନକ୍ଷମ ଘର ଖଣ୍ଡିଏ ନପାଇ ସପରିବାର ଅନଶନରେ ବସିଲେ
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବାରମ୍ବାର ଅଭିଯୋଗ ଓ ଅନୁରୋଧ ସତ୍ୱେ ଜଣେ ଶାରୀରିକ ଅକ୍ଷମ ବ୍ୟକ୍ତିଙ୍କୁ ଭିନ୍ନକ୍ଷମ କୋଟାରେ ଘର ଖଣ୍ଡିଏ ନମିଳିବାରୁ ବାଧ୍ୟହୋଇ ସେ...
ସର୍ବଭାରତୀୟ ଡିଲର୍ସ ଫେଡେରେସନ ଭଦ୍ରକ ଶାଖା ପକ୍ଷରୁ ଦାବିପତ୍ର
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଅଲ୍ ଇଣ୍ଡିଆ ଫେୟାର ପ୍ରାଇସ୍ ସପ୍ ଡିଲର୍ସ ଫେଡେରେସନ ଓଡ଼ିଶା ଶାଖା ତରଫରୁ ୫ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀଙ୍କୁ ଜିଲାପାଳଙ୍କ...
ଛାତ୍ରୀଙ୍କୁ ଶିକ୍ଷୟିତ୍ରୀଙ୍କ ଦୁର୍ବ୍ୟବହାର, କାର୍ଯ୍ୟାନୁଷ୍ଠାନ ନେଇ ଅଭିଭାବକ ଓ ଗ୍ରାମବାସୀ ଜିଲା ପ୍ରଶାସନର ଦ୍ୱାରସ୍ଥ
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବିଦ୍ୟାଳୟରେ ଜାତିଆଣ ମନୋଭାବ ରଖି ଉତ୍କଳମଣି ସରକାରୀ ପ୍ରାଥମିକ ବିଦ୍ୟାଳୟ, ବନ୍ଧଟିଆର ଜଣେ ଶିକ୍ଷୟିତ୍ରୀ ଦୁଇ ଛାତ୍ରୀଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ...
ସାଂସଦଙ୍କ ଦ୍ୱାରା ‘ଜୀବନ ତରଣୀ’ ଲୋକାର୍ପିତ
ଭଦ୍ରକ, ୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ରାଷ୍ଟ୍ରପତି ଓ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଆଦର୍ଶ ପ୍ରଧାନ ଶିକ୍ଷକ ନରେନ୍ଦ୍ର କୁମାର ମହାନ୍ତିଙ୍କ ୫୦ତମ ବିବାହ ବାର୍ଷିକ ଉତ୍ସବ ପରିପ୍ରେକ୍ଷୀରେ ଭଦ୍ରକ...
ନ୍ୟାୟାଳୟରେ ଝୁଟୁଣା ପଞ୍ଚାୟତ କାର୍ଯ୍ୟାଳୟ ନିର୍ମାଣ ବିବାଦ, ରାଜନୈତିକ ଛକାପଞ୍ଝାରେ ୬ ବର୍ଷ ହେଲା...
ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଏହି ଜିଲାର ଭଣ୍ଡାରିପୋଖରୀ ବ୍ଲକ୍ର ତେସିଙ୍ଗା ପଞ୍ଚାୟତରୁ ବିଭାଜିତ ହୋଇ ଗତ ଛଅ ବର୍ଷ ତଳେ ୨୦୧୭ ରେ ଗଠନ କରାଯାଇଥିବା...
ଆମ ସମସ୍ୟା-କଣ୍ଟିଘାଇ, ଦୁର୍ବଳ ନେତୃତ୍ୱ ଯୋଗୁଁ ହେଉନି ସମାଧାନ
ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ୧୯୭୧ ମସିହାରୁ ମନୁଷ୍ୟକୃତ ଭାବେ ସୃଷ୍ଟି ବୈତରଣୀ ନଦୀ ବାମପାଶ୍ୱର୍ର ‘କଣ୍ଟିଘାଇ’ ସମସ୍ୟାର ସମାଧାନ ଦୁର୍ବଳ ନେତୃତ୍ୱ ଯୋଗୁଁ ହୋଇପାରୁନଥିବା ଜନମତ...
ଗୋଟିଏ ରଶିରେ ଅତ୍ମହତ୍ୟା କଲେ ପତି-ପତ୍ନୀ, ଆର୍ଥିକ ଅନଟନ ଆତ୍ମହତ୍ୟାର କାରଣ
ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ଦୀର୍ଘ ବର୍ଷ ଧରି ସାଥୀ ହୋଇ ଚଳୁଥିଲେ । ଶେଷରେ ଗୋଟିଏ ରଶିରେ ପତି-ପତ୍ନୀ ଆତ୍ମହତ୍ୟା କରିବା ଭଳି ଏକ ଅଭାବନୀୟ...
ଗୀତା ଭବନ ଠାରେ ଗୁରୁପୂର୍ଣ୍ଣିମା ଉତ୍ସବ
ଭଦ୍ରକ, ୪ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) - ବେଦବିତ ବ୍ୟାସ୍ଦେବଙ୍କ ଜନ୍ମ ଦିବସ ଅବସରରେ ଶ୍ରୀ ଯୋଗ ବେଦାନ୍ତ ସେବା ସମିତି ପକ୍ଷରୁ ଭଦ୍ରକ ଗୀତା ଭବନ ଠାରେ ପବିତ୍ର...
























