Home Authors Posts by Debadatta Rath

Debadatta Rath

2473 POSTS 0 COMMENTS

ତୀର ମାରିଲେ ଆଦିବାସୀ ମହିଳା ନେତ୍ରୀ: ଏବେ ଏବେ ମିଶିଥିଲେ “ମହିଳା ସୁରକ୍ଷା ଯାତ୍ରା”ରେ...

0
ଭୁବନେଶ୍ୱର ୧ ଜୁନ୍ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପିର ଚାଲିଥିବା ମହିଳା ସୁରକ୍ଷା ଯାତ୍ରାରେ ଆଦିବାସୀ ମହିଳା ନେତ୍ରୀଙ୍କୁ ଅବହେଳା, ଅପମାନ କରାଯାଇଥିବା ନେଇ ତୀର ମାରିଛନ୍ତି ଜଣେ ଆଦିବାସୀ ମହିଳା ନେତ୍ରୀ।...

ବୈଜୟନ୍ତ ବିଜେପିକୁ ଯିବା ଥୟ ? ଢଙ୍ଗଢାଙ୍ଗ ସବୁ ସେୟା କହୁଛି…ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ...

0
ଭୁବନେଶ୍ୱର(ଦେବଦତ୍ତ ରଥ): ସାଂସଦ ବୈଜୟନ୍ତ ପଣ୍ଡା ବିଜେଡିରୁ ଇସ୍ତଫା ଦେଇଛନ୍ତି।ପିତାଙ୍କର ଅନ୍ତେଷ୍ଟିକ୍ରିୟା ପରେ ସେ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେବା କଥା କୁହାଯାଉଛି।ତେବେ ଏହାପରେ ବୈଜୟନ୍ତଙ୍କ ରାଜନୈତିକ ଗତିପଥ କୁଆଡ଼ିକି ଯିବ...

ଆପଣଙ୍କୁ ମଶା ବେଶୀ କାମୁଡୁଛନ୍ତି କି?

0
ଭୁବନେଶ୍ୱର;୨୯,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆପଣଙ୍କୁ ମଶା ବେଶୀ କାମୁଡୁଛନ୍ତି କି?ଏପରି ଶୁଣିବାକୁ ମିଳେ କିଛି ଲୋକଙ୍କୁ ମଶା ବେଶୀ କାମୁଡି ଥାଏ।ଆଉ କେତେ ଜଣଙ୍କୁ କମ।ଗୋଟିଏ ଘରେ ରହିଥିବା ପରିବାର ଭିତରେ ବେଳେବେଳେ ପୁଅ...

ରାଷ୍ଟ୍ର ସେବିକା ସମିତିର ପଥ ସଞ୍ଚଳନ

0
ଭୁବନେଶ୍ୱର;୨୬,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):କଟକରେ ସଂଘ ବିଚାର ଧାରାର ମହିଳା ସଙ୍ଗଠନ ରାଷ୍ଟ୍ର ସେବିକା ସମିତି,ଓଡିଶା ତରଫରୁ ଏକ ପଥ ସଞ୍ଚଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇ ଯାଇଛି।ମଧୁସୁଦନ ନଗର ପଡିଆରୁ ବାହାରି ଏହା ବିଜୁ...

ମୋଦୀ ଆସିବେ,କ’ଣ କହିବେ?

0
ଭୁବନେଶ୍ୱର ୨୫ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସନ୍ତା କାଲି ଅର୍ଥାତ୍ ୨୬ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଓଡ଼ିଶା ଆସିବେ। କଟକର ବାଲିଯାତ୍ରା ପଡ଼ିଆରେ ସରକାରର ୪ ବର୍ଷ ପୂରଣର ଉପଲବ୍ଧି ଗୁଡିକ...

ସେ ନୂଆ ଭାରତର କେନ୍ଦ୍ରବିନ୍ଦୁ, ସେ ଗରୀବର ସୁଖ ଦୁଃଖର ବନ୍ଧୁ…ମୋଦୀଙ୍କ ଗସ୍ତକୁ ନେଇ...

0
ଭୁବନେଶ୍ୱର (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସନ୍ତା କାଲି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ।କଟକ ମହାନଦୀ କୂଳ ବାଲିଯାତ୍ରା ପଡ଼ିଆରେ ଉଦବୋଧନ ଦେବେ ନରେନ୍ଦ୍ର ମୋଦୀ। ସରକାରଙ୍କର ୪ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କର...

ବିଜେଡିରେ ମାନବ ବୋମା!

1
ଭୁବନେଶ୍ୱର;୨୩,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଆତଙ୍କବାଦୀ ମାନେ ମାନବ ବୋମା ହେବା କଥା ସମସ୍ତେ ଜାଣନ୍ତି।ଦେହରେ ବୋମା ଖଞ୍ଜି ନିଜ ସହ ଅନ୍ୟକୁ ବି ଉଡାଇ ଦିଅନ୍ତି।ଯେପରି ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ମାନବ ବୋମା...

ଅଦୃଶ୍ୟ ହୋଇଯିବ ଛାଇ!

0
ଭୁବନେଶ୍ୱର;୨୦,୦୫(ଦେବଦତ୍ତ ରଥ):କୁହାଯାଏ ସମସ୍ତେ ଆପଣଙ୍କ ପାଖ ଛାଡ଼ି ଦେଇପାରନ୍ତି,କିନ୍ତୁ ଛାଇ କେବେ କାହାର ପାଖ ଛାଡେନି।କିନ୍ତୁ ଛାଇ ପାଖ ଛାଡିବ।ଅଦୃଶ୍ୟ ହୋଇଯିବ ଆପଣଙ୍କର ତଥା ପ୍ରତ୍ୟକ ବସ୍ତୁର ଛାଇ। ବାସ୍ତବରେ ଏହା ପ୍ରଥମ ଥର...

୨୬ରେ ଓଡ଼ିଶା ଆସିବେ ମୋଦୀ! ସ୍ଥଗିତ ରହିପାରେ “ମହିଳା ସୁରକ୍ଷା ଯାତ୍ରା”

0
ଭୁବନେଶ୍ୱର;୧୯,୦୩(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆସନ୍ତା ୨୬ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଅଛି।ମହାନଦୀ ପ୍ରସଙ୍ଗରେ ବିଜେଡିର ଆକ୍ରମଣାତ୍ମକ ଆଭିମୁଖ୍ୟକୁ ପ୍ରତିହତ କରିବା ପାଇଁ ତଥା ରାଜ୍ୟ ସଙ୍ଗଠନରେ ଶକ୍ତି...

ମହିଳା ସୁରକ୍ଷା ଯାତ୍ରା ଆରମ୍ଭ

0
ଭୁବନେଶ୍ୱର ୧୮ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ରାଜ୍ୟର ୭ଟି ସ୍ଥାନରୁ ମହିଳା ସୁରକ୍ଷା ଯାତ୍ରା ଆରମ୍ଭ ହୋଇଛି। କାକଟପୁରରୁ ମା' ମଙ୍ଗଳା ମନ୍ଦିରରୁ ମହିଳା ମୋର୍ଚ୍ଚା ସଭାନେତ୍ରୀ...

ଦୁଷ୍କର୍ମ ପିଡ଼ୀତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ!

0
ଭୁବନେଶ୍ୱର;୧୭,୦୫(ଓଡ଼ିଆ ପୁଅ/ଦେବଦତ୍ତ ରଥ):ଜଣେ ଦୁଷ୍କର୍ମ ପିଡ଼ୀତାଙ୍କୁ ଗାଡ଼ି ଚଢ଼େଇ ଦେବାକୁ ଧମକ ଦିଆଯାଇଛି।ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲାରେ।ଜଣେ ଗରୀବ ତଥା ଦଳିତ ଯୁବତୀଙ୍କ ସହ ଦୁଷ୍କର୍ମ ହୋଇଛି।କିନ୍ତୁ ପୋଲିସ ଅପରାଧୀଙ୍କୁ ଧରିବା ଜାଗାରେ...

ଜଗନ୍ନାଥଙ୍କ ଆଶୀର୍ବାଦ ଭିକ୍ଷା କଲା ମହିଳା ମୋର୍ଚ୍ଚା

0
ଭୁବନେଶ୍ୱର;୧୫,୦୫,୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ): ଆସନ୍ତା ୧୭ ତାରିଖରୁ ଆରମ୍ଭ ହେବାକୁ "ମହିଳା ସୁରକ୍ଷା ଯାତ୍ରା" ପାଇଁ ଆଜି ବିଜେପି ମହିଳା ମୋର୍ଚ୍ଚା ପୁରୀ ଜଗନ୍ନାଥ ମନ୍ଦିର ଯାଇ ଯାତ୍ରାର ସଫଳତା ନିମନ୍ତେ ଆଶୀର୍ବାଦ...

ବିଜେପିରେ ଦ୍ବିମତ!

0
ଦୁର୍ନୀତିଗସ୍ତ ବିଜେଡି ସରକାରକୁ ହଟାଇବାରେ ଆମେ ବିଫଳ: ପ୍ରତାପ ଷଢଙ୍ଗୀ ପ୍ରତାପ ଭୁଲ କହୁଛନ୍ତି: ପୃଥ୍ୱୀରାଜ ହରିଚନ୍ଦନ ଭୁବନେଶ୍ୱର ୧୩ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଜ୍ୟ ବିଜେପି ଭିତରେ ସବୁ କିଛି ଠିକ ଥିଲା...

ଥାନାରେ ୨ଭଉଣୀଙ୍କୁ ମାଡ଼:ବଦଳିଲେ ଆଇଆଇସି ବଦଳି ନୁହଁ ନିଲମ୍ବନ ଆବଶ୍ୟକ-ମହିଳା ମୋର୍ଚ୍ଚା

0
ଭୁବନେଶ୍ୱର(ଦେବଦତ୍ତ ରଥ):ଥାନା ଭିତରେ ଦୁଇ ଭଉଣୀଙ୍କୁ ମାଡ଼ ମାରିବା ଘଟଣାରେ ନୟାପଲ୍ଲୀ ଥାନା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି।ଥାନା ଅଧିକାରୀ ସଂଗ୍ରାମ ପଟ୍ଟନାୟକଙ୍କୁ ରିଜର୍ଭ ପୁଲିସକୁ ବଦଳି କରାଯାଇଛି।ତାଙ୍କ ସ୍ଥାନରେ ଉମାକାନ୍ତ ପ୍ରଧାନଙ୍କୁ...

ପୁଣି ପିଟିଲା ପୁଲିସ!

0
ଭୁବନେଶ୍ୱର;୧୩, ୦୫, ୨୦୧୮(ଓଡିଆ ପୁଅ/ଦେବଦତ୍ତ ରଥ):ପୁଣି ପିଟିଲା ପୁଲିସ।ଜଣେ ଯୁବକଙ୍କୁ ପୁଲିସ ପିଟିବା ନେଇ ଏକ ଅଭିଯୋଗ ଆସିଛି।ନିମାପଡାରେ ୭୬ ବର୍ଷୀୟା ମହିଳା, ତାପରେ ନୟାପଲ୍ଲୀରେ ଦୁଇ ଭଉଣୀଙ୍କୁ ଥାନାରେ ପୁଲିସ ପିଟିବା...

ସତ ନାଁ ନାଟକ ? ପୁଲିସ ବାଡ଼େଇଥିଲା ନାଁ ମାଡ଼ ଖାଇଥିଲା?

0
ଭୁବନେଶ୍ୱର ୧୨ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ଭୁବନେଶ୍ୱର ନୂଆପଲ୍ଲୀ ଥାନାରେ ଦୁଇ ଭଉଣୀଙ୍କୁ ପୁଲିସ ମାଡ଼ ମାରିଥିବା ଅଭିଯୋଗ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଇଛି।ଫଟୋ ସହ ଭିଡିଓରେ...

୧୭ରୁ ବିଜେପିର ୧୧ ଦିନିଆ ମହିଳା ସୁରକ୍ଷା ଯାତ୍ରା

0
ଭୁବନେଶ୍ୱର ୧୦ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ): ରାଜ୍ୟରେ ବଢ଼ି ଚାଲିଥିବା ମହିଳା ତଥା ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବିଜେପି ପକ୍ଷରୁ ଅଧିକରୁ ଅଧିକ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯାଉଛି।ମହିଳା ସୁରକ୍ଷା...

ବଦଳିଲେ ମାଡ଼ମରା ଆଇଆଇସି!

0
ଭୁବନେଶ୍ୱର ୧୦,୦୫,୨୦୧୮(ଓଡ଼ିଆ ପୁୁୁଅ/ଦେବଦତ୍ତ ରଥ):ଶାଶୁ ବୋହୂ କଳହ ଘଟଣାକୁ ନେଇ ଥାନାକୁ ଯାଇଥିବା ମହିଳାଙ୍କୁ ମାଡ଼ ମାରିବା ଘଟଣାର ଅଭିଯୁକ୍ତ ଆଇଆଇସିଙ୍କ ବଦଳି ହୋଇଥିବା ଜଣାପଡ଼ିଛି।ନିମାପଡ଼ା ଆଇଆଇସି ମୃତ୍ୟୁଞ୍ଜୟ ସ୍ୱାଇଁ ରାତି ୧୧ଟାରେ...

ରଙ୍ଗ

0
ମୁଁ ଖାତିର କରେନି ତୋ ଧଳା ରଙ୍ଗର ବିସ୍ତାର ମୋ ଆଖିରେ ଅଧ ଇଞ୍ଚର ନାଲିରଙ୍ଗ କେବେ ଚୁଲି ଭିତରେ ମୁଣ୍ଡ କେବେ ମୁଣ୍ଡ ଭିତରେ ଚୁଲି ଦେଖ୍ , ମୋ ପାଦ ବିଲକୁଲ ଲକ୍ଷ୍ମୀ ପାଦ ନୁହେଁ ବିଭତ୍ସ, କଦାକାର, ଫଟା ଫଟା.. ମୋ...

ଥାନା ଭିତରେ ମହିଳାଙ୍କୁ ମାଡ଼!

0
ଭୁବନେଶ୍ୱର ୮ ମଇ (ଓଡ଼ିଆ ପୁଅ/ଦେବଦତ୍ତ ରଥ):ରାଜ୍ୟରେ ମହିଳା ସମ୍ମାନ, ନାରୀ ସୁରକ୍ଷା ପାଇଁ ଗତ କାଲି ଭୁବନେଶ୍ୱର ଲୋଏର ପିଏମଜିରେ ବିଜେପି ମହିଳା ମୋର୍ଚ୍ଚା କରୁଥିଲା ବିକ୍ଷୋଭ। ନେତୃତ୍ୱ ନେଇଥିଲେ ମହିଳା...