Debadatta Rath
ଓଡ଼ିଶା:କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!
●ଅନଲାଇନରେ ହେଉଛି ବୁକିଂ
●ଦିଲ୍ଲୀ,ମୁମ୍ବାଇକୁ ବି ଲମ୍ବିଛି ଚେର
●କଷ୍ଟମରଙ୍କ ମଧ୍ୟରେ ପୁଲିସ,ପ୍ରଶାସନ ଅଧିକାରୀ
●ଯୁବତୀଙ୍କୁ ଦିଆଯାଉଛି ନିଶା ଏବଂ ସେକ୍ସ ଟାବଲେଟ
ଭୁବନେଶ୍ୱର;୧୮;ଅକ୍ଟୋବର:ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନୀ ସ୍ଥଳ କୋଣାର୍କରେ ଚାଲୁଛି ଅନଲାଇନ ସେକ୍ସ କାରବାର!ତାହା ପୁଣି ପୁଲିସ...
ଆତ୍ମହତ୍ୟା ଉଦ୍ୟମ ନଷ୍ଟ କରିଦେଲା ଚେହେରା:କରାଗଲା ଦୀର୍ଘତମ ଫେସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ
ଭୁବନେଶ୍ୱର;୧୮,ଅକ୍ଟୋବର:ଆମେରିକାରେ ଜଣେ ଯୁବତୀ ଆତ୍ମହତ୍ୟା ଉଦ୍ୟମ କରିଥିଲେ।ସେ ବଞ୍ଚି ଯାଇଥିଲେ, କିନ୍ତୁ ତାଙ୍କ ଚେହେରା ସଂପୂର୍ଣ୍ଣ ବିଗିଡ଼ି ଯାଇଥିଲା।ପରେ ତାଙ୍କର ଚେହେରା(ମୁହଁ)ରେ ବିରଳ ଅସ୍ତ୍ରୋପଚାର (ଫେସ ଟ୍ରାନ୍ସପ୍ଲାଣ୍ଟ ସର୍ଜରୀ) କରାଯାଇଥିଲା।ଏହାପରେ ତାଙ୍କୁ ମିଳିଥିଲା...
ଆଶୀର୍ବାଦ ବଦଳରେ ଅଭିଶାପ:ନାଗ ଦେବତା ଦଂଶନରେ ଶିଶୁ ମୃତ
ଭୁବନେଶ୍ୱର;୧୮,ଅକ୍ଟୋବର:ନାଗ ଦେବତାଙ୍କଠାରୁ ଆଶୀର୍ବାଦ ନେବା ସମୟରେ ଆଶୀର୍ବାଦ ବଦଳରେ ଦଂଶନ କଲେ ନାଗ ଦେବତା।ଫଳରେ ଜଣେ ୫ ମାସର ଶିଶୁ କନ୍ୟାର ମୃତ୍ୟୁ ଘଟିଛି।ଘଟଣାଟି ଘଟିଛି ରାୟପୁରର ରାଜନନ୍ଦା ଅଞ୍ଚଳରେ।ବାପା,ମା ନାଗ ଦେବତାଙ୍କ...
ଆମେରିକା ସେନାର ସବୁଠୁ ବଡ଼ କମାଣ୍ଡର ପ୍ରଥମ ଥର ନେତୃତ୍ୱ ନେବେ ଜଣେ ମହିଳା
ଭୁବନେଶ୍ୱର;୧୭,ଅକ୍ଟୋବର:ରୋବର୍ଟ ଏବ୍ରମ୍ସଙ୍କ ଇସ୍ତଫା ପରେ ଲେଫ୍ଟନାଣ୍ଟ ଜେନେରାଲ ଲୋରା ଜେ. ରିଚର୍ଡସନ ଆମେରିକା ସେନାର ସବୁଠାରୁ ବଡ଼ କମାଣ୍ଡ 'ଏଫଓଆରଏସସିଓଏମ'ର ନେତୃତ୍ୱ ନେବେ।ଲୋରା ରିଚର୍ଡସନ ପ୍ରଥମ ମହିଳା ଭାବରେ ଆମେରିକା ସେନାର ସବୁଠାରୁ...
ଦୁନିଆର ଶ୍ରେଷ୍ଠ ୨୦୦୦ କମ୍ପାନୀ ଭିତରେ ଭାରତର ୨୪ କମ୍ପାନୀ
ଭୁବନେଶ୍ୱର;୧୭,ଅକ୍ଟୋବର:ଫୋବର୍ସ ଦୁନିଆର ସର୍ବଶ୍ରେଷ୍ଠ ୨୦୦୦ କମ୍ପାନୀର ସୂଚୀ ଜାରି କରିଛି।ଯେଉଁଥିରେ ଭାରତର ୨୪ଟି କମ୍ପାନୀ ରହିଛନ୍ତି।ଏଥିରେ ଏଲଏଣ୍ଡଟି ୨୨ ତମ ସ୍ଥାନରେ,ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୫୫ ତମ ସ୍ଥାନରେ,ଗ୍ରାସୀମ ଇଣ୍ଡଷ୍ଟ୍ରିଜ ୫୯ତମ ସ୍ଥାନରେ...
ଆଜି ଗର୍ଭଣା ସଂକ୍ରାନ୍ତି
"ଆଗେ ବୁଣୁ ପଛେ ବୁଣୁ,ଗର୍ଭଣାକୁ ଟୁଣୁଟୁଣୁ"
ଭୁବନେଶ୍ୱର;୧୭,ଅକ୍ଟୋବର:ଭାରତରେ ପର୍ବପର୍ବାଣି ଗୁଡିକ ଋତୁ,ଧର୍ମ ଏବଂ ସାମାଜିକ ଭିତ୍ତିରେ ପାଳନ କରାଯାଏ।ତନ୍ମଧ୍ୟରୁ ଅନେକ ପର୍ବ କୃଷି ସମ୍ବନ୍ଧିୟ।ରାଜ୍ୟ ତଥା ପ୍ରାନ୍ତକୁ ନେଇ ଭିର୍ଣ୍ଣ ଭିର୍ଣ୍ଣ ସ୍ଥାନରେ ଭିର୍ଣ୍ଣ...
ଆଦିବାସୀ ଯୁବକଙ୍କ ସଚ୍ଚୋଟତା:୭୫୦୦ ଟଙ୍କା ଥାଇ ଫେରାଇଲେ ପର୍ସ
ଭୁବନେଶ୍ୱର;୧୭,ଅକ୍ଟୋବର:କୁହାଯାଏ ଆଦିବାସୀ ମାନେ ସରଳ,ସଚ୍ଚୋଟ ଏବଂ ନିର୍ଭୀକ।ତାର ପ୍ରମାଣ ଦେଇଛନ୍ତି ରାୟଗଡ଼ା ଅଞ୍ଚଳର ଜଣେ ଆଦିବାସୀ ଯୁବକ।ଯୁବକ ଜଣକ ହେଲେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ଅଞ୍ଚଳର ଅଜବ ଜାଗାରାଙ୍ଗା।ଏଇ ଆଦିବାସୀ ଯୁବକ ନିଜର...
ଶ୍ରୀଲଙ୍କା ରାଷ୍ଟ୍ରପତିଙ୍କ ହତ୍ୟା ଷଡ଼ଯନ୍ତ୍ର କରୁଛି “ର”?
ଭୁବନେଶ୍ୱର;୧୭,ଅକ୍ଟୋବର:ଶ୍ରୀଲଙ୍କା ରାଷ୍ଟ୍ରପତି ମୈତ୍ରୀପାଲ ସିରୀସେନା ଭାରତୀୟ ଖୁଫିଆ ସଂସ୍ଥା "ର"(ରିସର୍ଚ୍ଚ ଆଣ୍ଡ ଆନାଲିସିସ ୱିଙ୍ଗ) ଉପରେ ତାଙ୍କର ହତ୍ୟା ଷଡ଼ଯନ୍ତ୍ର କରୁଥିବା ସନ୍ଦେହ କରୁଛନ୍ତି।ସୂଚନା ମୁତାବକ ମଙ୍ଗଳବାର ଦିନ ନିଜ କ୍ୟାବିନେଟର ସପ୍ତାହିକ...
ଆରଏସଏସ ଇଶାରାରେ କାମ କରୁଛନ୍ତି ମୋଦୀ – ମୌଲାନା
ଭୁବନେଶ୍ୱର;୧୭,ଅକ୍ଟୋବର:ନାଗପୁର ତଥା ସଂଘ ଇଶାରାରେ କାମ କରୁଛନ୍ତି ପିଏମ ମୋଦୀ।ଏପରି ଅଭିଯୋଗ କରିଛନ୍ତି ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ (ଏଆଇୟୁଡିଏଫ)ର ଅଧକ୍ଷ ମୌଲାନା ବଦରୁଦ୍ଦୀନ ଅଜମଲ।ସେ କହିଛନ୍ତି ଯେ ମୋଦୀ ନିର୍ବାଚନ...
୮୦ ମିନିଟ ପାଇଁ ଠପ ହେଇଗଲା ୟୁଟ୍ୟୁବ
ଭୁବନେଶ୍ୱର;୧୭,ଅକ୍ଟୋବର:ଭିଡିଓ ସେୟାରିଂ ପ୍ଲାଟଫର୍ମ ୟୁଟ୍ୟୁବ ଆଜି ସକାଳୁ ପ୍ରାୟ ୮୦ ମିନିଟ ପାଇଁ ଠପ ହେଇଗଲା।ଆଜି ସକାଳ ୬ଟା ୫୦ରୁ ପ୍ରାୟ ୮୦ ମିନିଟ ଯାଏଁ ଦୁନିଆ ସାରା ୟୁଟ୍ୟୁବ ପୂରା ଠପ...
ପୂର୍ବଜଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କଲେ ମୋଗଲଙ୍କ ବଂଶଜ!
ପ୍ରାୟଶ୍ଚିତ ପାଇଁ ମସ୍ତକରେ ରଖିଲେ ଚରଣ ପାଦୂକା
ଭୁବନେଶ୍ୱର;୧୭,ଅକ୍ଟୋବର:ନିଜକୁ ମୋଗଲଙ୍କ ବଂଶଜ ବୋଲି ଦାବି କରୁଥିବା ଜଣେ ବ୍ୟକ୍ତି ନିଜର ପୂର୍ବଜଙ୍କ ଭୁଲ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି।ଏହା ସହ ସେ ନିଜ ମସ୍ତକ...
ଲୋନ ବଦଳରେ ସେକ୍ସ ଚାହିଁଲେ ମ୍ୟାନେଜର:ଆଉ ତା’ ପରେ …
ଭୁବନେଶ୍ୱର;୧୬,ଅକ୍ଟୋବର:କର୍ଣ୍ଣାଟକର ଦାବନଗେରେ ଜିଲ୍ଲାରେ ଲୋନ ବଦଳରେ ସେକ୍ସ ଚାହିଁ ଜଣେ ବ୍ୟାଙ୍କ ମ୍ୟାନେଜର ମହିଳାଙ୍କ ହାତରୁ ନିଧୂମ ଛେଚା ଖାଇଛନ୍ତି।ଅଭିଯୋଗ ଅନୁଯାୟୀ ମହିଳା ଜଣଙ୍କ ଲୋନ ପାଇଁ ବ୍ୟାଙ୍କକୁ ଯାଇଥିଲେ,କିନ୍ତୁ ମ୍ୟାନେଜର ଲୋନ...
ଉପହାରରେ ନୁହେଁ,ସରେଣ୍ଡର କରାଯାଇଥିଲା କୋହିନୂର!
ଭୁବନେଶ୍ୱର;୧୬,ଅକ୍ଟୋବର:ଉପହାରରେ ନୁହେଁ,ସରେଣ୍ଡର କରାଯାଇଥିଲା କୋହିନୂର!ଭାରତୀୟ ପୂରାତନ ସର୍ବେକ୍ଷଣ ସଂସ୍ଥା(ଏଏସଆଇ) ସୂଚନା ଅଧିକାର(ଆରଟିଆଇ)ର ଏକ ପ୍ରଶ୍ନର ଉତ୍ତରରେ କହିଛନ୍ତି କୋହିନୂର ହୀରା ବ୍ରିଟିଶ ମହାରାଣୀ ବିକ୍ଟୋରିଆଙ୍କୁ ଉପହାର ସ୍ୱରୂପ ଦିଆ ଯାଇନଥିଲା।ବରଂ ମହାରାଜା ଦିଲ୍ଲୀପ...
ବିଜୟାରାଜେଙ୍କୁ ଜେଲରେ ଶୌଚାଳୟର ସୁବିଧା ଦେଇନଥିଲା କଂଗ୍ରେସ!
ଭୁବନେଶ୍ୱର;୧୬,ଅକ୍ଟୋବର:ବିଜେପି ନେତ୍ରୀ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାଣୀ କଂଗ୍ରେସ ଉପରେ ମହିଳା ମାନଙ୍କୁ ଅପମାନିତ କରିବାର ଅଭିଯୋଗ ଲଗାଇ କହିଛନ୍ତି ଯେ କଂଗ୍ରେସ ଏପରି ଏକ ଦଳ ଯିଏ ରାଜମାତା ବିଜୟାରାଜେ ସିନ୍ଧିଆଙ୍କୁ ଜେଲରେ...
ମାସକ ମଧ୍ୟରେ ଦଳର ନଂ-୨:ପି.କେ ହେଲେ ଜେଡିୟୁ ଉପାଧ୍ୟକ୍ଷ!
ଭୁବନେଶ୍ୱର;୧୬,ଅକ୍ଟୋବର:ଲୋକସଭା ନିର୍ବାଚନ ଯେତେ ପାଖେଇ ଆସୁଛି,ରାଜନୈତିକ ଦଳ ଗୁଡ଼ିକର ନିଜ ନିଜର ସଙ୍ଗଠନ ବୃଦ୍ଧି ପାଇଁ ତତ୍ପର ହୋଇପଡ଼ିଛନ୍ତି।ସେହି ଅନୁଯାୟୀ ଜନତା ଦଳ ୟୁନାଇଟେଡ(ଜେଡିୟୁ) ଏକ ବଡ଼ ଚାଲ ଖେଳିଛି।ଦେଶର ପ୍ରମୁଖ ରାଜନୈତିକ...
“#ମି ଟୁ”ଅଭିଯାନ:ଆକବରଙ୍କୁ ନେଇ ଭିର୍ଣ୍ଣ ମତ
କ'ଣ ରହିବ ଓଡ଼ିଶା ମହିଳା ମୋର୍ଚ୍ଚାର ମତ?
ଭୁବନେଶ୍ୱର;୧୬,ଅଗଷ୍ଟ:"#ମି ଟୁ" ଅଭିଯାନକୁ ନେଇ ସାରା ଦେଶରେ ଆଲୋଡ଼ନ ଚାଲିଥିବା ବେଳେ କେନ୍ଦ୍ର ବିଦେଶ ରାଜ୍ୟ ମନ୍ତ୍ରୀ ଏମ ଜେ ଆକବରଙ୍କ ପ୍ରସଙ୍ଗ ସବୁଠାରୁ ଆଲୋଚନାର...
ଆକବର ଦୋଷୀ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଜରୁରୀ:ସରୋଜା ପାଣ୍ଡେ
ଭୁବନେଶ୍ୱର;୧୫,ଅଗଷ୍ଟ:ଯଦି ଏମ ଜେ ଆକବର ଦୋଷୀ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ।ଏପରି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ।କିନ୍ତୁ ଏହା ସହ ସେ କହିଛନ୍ତି ଆକବରଙ୍କର...
ଆକବର ଦୋଷୀ ହୋଇଥିଲେ କାର୍ଯ୍ୟାନୁଷ୍ଠାନ ଉଚିତ:ସରୋଜା ପାଣ୍ଡେ
ଭୁବନେଶ୍ୱର;୧୫,ଅକ୍ଟୋବର:ଯଦି ଏମ ଜେ ଆକବର ଦୋଷୀ ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉଚିତ।ଏପରି କହିଛନ୍ତି ରାଜ୍ୟସଭା ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ମହାସଚିବ ସରୋଜା ପାଣ୍ଡେ।କିନ୍ତୁ ଏହା ସହ ସେ କହିଛନ୍ତି ଆକବରଙ୍କର...
କଂଗ୍ରେସର ଭାରତ ମାନଚିତ୍ରରୁ କାଶ୍ମୀର ଗାଏବ!ମାମଲା ଋଜୁ
ଭୁବନେଶ୍ୱର;୧୫,ଅକ୍ଟୋବର:କଂଗ୍ରେସ ନେତା ମାନଙ୍କର ପାକିସ୍ଥାନ ପ୍ରୀତିର ଗୋଟିଏ ପରେ ଗୋଟିଏ ଘଟଣା ସାମ୍ନାକୁ ଆସୁଛି।ଛତିଶଗଡ଼ କଂଗ୍ରେସ ପକ୍ଷରୁ ଟ୍ୱିଟର ଆକାଉଣ୍ଟରେ ଜାରି କରାଯାଇଥିବା ଭାରତ ମାନଚିତ୍ରରୁ କାଶ୍ମୀର ଗାଏବ ହୋଇ ଯାଇଛି।ଏହାକୁ ନେଇ...
ବିଜେପି ୱେବସାଇଟ ହ୍ୟାକ:ଲେଖାଗଲା ପାକିସ୍ଥାନ ଜିନ୍ଦାବାଦ!
ଭୁବନେଶ୍ୱର;୧୫,ଅକ୍ଟୋବର:ଗୋଆ ବିଜେପିର ଏକ ପୁରୁଣା ୱେବସାଇଟକୁ କେହି ଅଜ୍ଞାତ ଲୋକ ହ୍ୟାକ କରିଦେଇଛି।ଏବଂ ସେଥିରେ "ପାକିସ୍ଥାନ ଜିନ୍ଦାବାଦ" ଲେଖାଯାଇଛି।ୱେବସାଇଟ ହ୍ୟାକ ହେବା ପରେ ସେଥିରେ "ଟିମ ପିସିଆଇ" ଏବଂ ମହମ୍ମଦ ବିଲାଲ ନାମ...






