Debadatta Rath
ବୋମା ପକାଇଲା ବେଳେ ମହାମେଣ୍ଟ ନେତାଙ୍କୁ ତଳେ ଠିଆ କରାଇ ଦେବା ଉଚିତ:ଅନୀଲ ବିଜ
ଅମ୍ବାଲା: ହରିୟାଣା ସରକାରରେ ମନ୍ତ୍ରୀ ଥିବା ଅନୀଲ ବିଜ ଟ୍ୱିଟ କରିଛନ୍ତି,ଏଣିକି ପାକିସ୍ଥାନରେ ଲୁଚି ରହିଥିବା ଆତଙ୍କିଙ୍କ ଉପରେ ବୋମା ପକାଇଲଲା ବେଳେ ମହାମେଣ୍ଟର କୌଣସି ନେତାଙ୍କୁ ତଳେ ଠିଆ କରିଦେବା ଉଚିତ।ଫଳରେ...
ପଲଟି ମାରୁଥିବା,ମୋଡ଼ି ବଙ୍କେଇ ହୋଇ ଯାଉଥିବା ରୋବର୍ଟ:ମିନି ଚିତା
ଭୁବନେଶ୍ୱର:ରୋବର୍ଟ ତ' ଆପଣ ଅନେକ ଦେଖିଛନ୍ତି।କିନ୍ତୁ କ'ଣ ଆପଣ ଏପରି କୌଣସି ରୋବର୍ଟ ଦେଖିଛନ୍ତି,ଯିଏ ପଲଟି ମାରି ପାରୁଥିବ।ମୋଡ଼ି ବଙ୍କେଇ ହେଇଯାଉଥିବ।
ଏପରି ଏକ ରୋବର୍ଟ ତିଆରି କରିଛନ୍ତି ମୈସଚୁସଟ୍ସ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲୋଜି(ଏମଆଇଟି)।ଏହି...
ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ! :ମାର୍କଡେୟ କାଟଜୁ
ଭୁବନେଶ୍ୱର:ସୁପ୍ରିମକୋର୍ଟର ପୂର୍ବତନ ଜଜ୍ ଜଷ୍ଟିସ ମାର୍କଡେୟ କାଟଜୁ ଏକ ପାକିସ୍ତାନୀ ନିଉଜ ଚ୍ୟାନେଲ ଆଲୋଚନାରେ ଅଂଶ ଗ୍ରହଣ କରି କହିଛନ୍ତି,ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାଁଙ୍କୁ ନୋବେଲ ପୁରସ୍କାର ମିଳିବା ଉଚିତ।ଅଭିନନ୍ଦନଙ୍କୁ ଭାରତକୁ ଫେରାଇବା...
କୋଚ୍ଚିକୁ କରାଚୀ କହିଦେଲେ ମୋଦୀ:ଏବେ ମୁଣ୍ଡରେ ପାକିସ୍ଥାନ ଚିନ୍ତା ରହୁଛି
ଜାମନଗର: ଗୁଜୁରାଟର ଜାମନଗରରେ ଆୟୁଷ୍ମାନ ଯୋଜନାକୁ ନେଇ ଭାଷଣ ଦେଉଥିବା ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଚ୍ଚି (କେରଳ) କଥା କହିବାକୁ ଯାଇ କରାଚୀ (ପାକିସ୍ଥାନ) କହି ଦେଇଥିଲେ।ଏହାକୁ ନେଇ ପରେ ମୋଦୀ...
ଗଛ କ’ଣ ମୋବାଇଲ ୟୁଜ କରୁଥିଲେ? :ରାଜନାଥ ସିଂ
ନୂଆଦିଲ୍ଲୀ:ଗୃହ ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି,ନେସନାଲ ଟେକ୍ନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ)ର ପ୍ରାମାଣିକ ପ୍ରଣାଳୀ କହୁଛି ଏୟାର ଷ୍ଟ୍ରାଇକ ସମୟରେ ବାଲାକୋଟ ସ୍ଥଳରେ ୩୦୦ ମୋବାଇଲ ସକ୍ରିୟ ଥିଲା।କ'ଣ ଏହି ମୋବାଇଲ ଗଛ...
ମହା ଶିବରାତ୍ରି : ଆଜି ଜାଗର
।|ॐ ହୌଂ ଜୂଂ ସଃ ॐ ଭୂଃ ର୍ଭୁବଃ ସ୍ୱଃ
ॐ ତ୍ରୟମ୍ବକଂ ଯଯାମହେ ସୂଗନ୍ଧୀମ୍ ପୃଷ୍ଠୀ ବର୍ଦ୍ଧନମ୍
ଊର୍ବାରୁ କମିବନ୍ଧନାତ୍ ମୃତ୍ୟୋର୍ମୁଖୀୟୋ ମାମୃତାତ୍ ॐ ସ୍ୱଃ ର୍ଭୁବଃ ଭୂଃ ॐ ସଃ ଜୂଂ ହୌଂ...
ବିଧାୟକ ସହିଦଙ୍କ ପରିବାରକୁ କଲେ ଅପମାନ;ନିରବ ରହିଲେ ମୁଖ୍ୟମନ୍ତ୍ରୀ : ମିନାକ୍ଷୀ ଲେଖି
ଭୁବନେଶ୍ୱର: ବିଧାୟକ ସହିଦଙ୍କ ପରିବାରକୁ କଲେ ଅପମାନ।ଅଥଚ ନିରବ ରହିଲେ ମୁଖ୍ୟମନ୍ତ୍ରୀ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି ଏପରି କହିଛନ୍ତି ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ତଥା ସାଂସଦ ମିନାକ୍ଷୀ ଲେଖି।ଖୋର୍ଦ୍ଧା ଜିଲ୍ଲା ଜଙ୍କିଆଠାରେ...
ଜଙ୍କିଆ ଆସୁଛନ୍ତି ଭାଜପା ଫାୟାର ବ୍ରାଣ୍ଡ ନେତ୍ରୀ ମିନାକ୍ଷୀ ଲେଖି
ଭୁବନେଶ୍ୱର:ଭାରତୀୟ ଜନତା ପାର୍ଟିର ଫାୟାର ବ୍ରାଣ୍ଡ ନେତ୍ରୀ,ରାଷ୍ଟ୍ରୀୟ ପ୍ରବକ୍ତା ତଥା ସୁପ୍ରିମକୋର୍ଟର ବରିଷ୍ଠ ଓକିଲ ସାଂସଦ ମିନାକ୍ଷୀ ଲେଖି ଶୁକ୍ରବାର,୨୯ ତାରିଖ ଦିନ ଓଡ଼ିଶା ଗସ୍ତରେ ଆସୁଛନ୍ତି।ଏହି ସମୟରେ ସେ ଖୋର୍ଦ୍ଧା ଜିଲ୍ଲା...
ରୋବର୍ଟ କରିବ ହୋମ ଡେଲିଭରି:କବାଟ ଖୋଲିବ,ବାକ୍ସ ଉଠାଇବ!
ୱାଶିଂଟନ: ଆମେରିକା ଷ୍ଟାର୍ଟଅପ ଏଜିଲିଟୀ ରୋବୋଟିକ୍ସ ଦୁଇ ଗୋଡ଼ରେ ଚାଲୁଥିବା ଏପରି ଏକ 'ଡିଜିଟ' ରୋବର୍ଟ ତିଆରି କରିଛନ୍ତି, ଯାହାକୁ ହୋମ ଡେଲିଭରୀ ପାଇଁ ବ୍ୟବହାର କରାଯାଇ ପାରିବ।ପରୀକ୍ଷା ମୂଳକ ଭାବରେ ଦେଖାଯାଇଥିବା...
ଭାରତୀୟ ପାଇଲଟଙ୍କୁ ପାକିସ୍ଥାନ ମୁକ୍ତ କରୁ:ବେନଜିରଙ୍କ ଝିଆରୀ ଫତିମାଙ୍କ ଅପିଲ
ନୂଆଦିଲ୍ଲୀ: ପାକିସ୍ଥାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ବେନଜିର ଭୁଟ୍ଟୋଙ୍କ ଝିଆରୀ ପ୍ରସିଦ୍ଧ ଲେଖିକା ଫତିମା ଭୁଟ୍ଟୋ ଭାରତୀୟ ପାଇଲଟଙ୍କୁ ମୁକ୍ତ କରିବା ପାଇଁ ପାକିସ୍ଥାନ ସରକାରଙ୍କୁ ଅପିଲ କରିଛନ୍ତି।ଫତିମା କହିଛନ୍ତି,ମୋ ପିଢ଼ିର ପାକିସ୍ଥାନୀ ମାନେ...
ଆମେ ଆଉ ଏକ ଯୁଦ୍ଧ ଚାହୁଁନାହୁଁ:ନୋବେଲ ବିଜେତା ମଲାଲା
ନୂଆଦିଲ୍ଲୀ: ଭାରତ ପାକିସ୍ଥାନ ମଧ୍ୟରେ ଅତ୍ୟନ୍ତ ଅଶାନ୍ତ ପରିସ୍ଥିତି ରହିଥିବା ବେଳେ ଏହି ସମୟରେ ଶାନ୍ତିର ବାର୍ତ୍ତା ଦେଇଛନ୍ତି ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା।ନୋବେଲ ଶାନ୍ତି ପୁରସ୍କାର ବିଜେତା ମଲାଲା ୟୁସୁଫଜଇ...
ମସୁଦ ଅଜହରକୁ ବ୍ଲାକ ଲିଷ୍ଟେଡ ପାଇଁ ୟୁଏନରେ ପ୍ରସ୍ତାବ ଦେଲେ ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ
ନୂଆଦିଲ୍ଲୀ:ଭାରତକୁ ଏକ ବଡ଼ କୂଟନୈତିକ ବିଜୟ ଉପଲବ୍ଧ ହୋଇଛି।ଆମେରିକା,ବ୍ରିଟେନ ଏବଂ ଫ୍ରାନ୍ସ ଆତଙ୍କି ସଙ୍ଗଠନ ଜୈସ-ଏ-ମୋହମ୍ମଦ ପ୍ରମୁଖ ମସୁଦ ଅଜହର ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ପ୍ରସ୍ତାବ...
ବଲିଉଡରେ ଯୌନ ଶୋଷଣକୁ ନେଇ ଫିଲ୍ମ:ନଜର ଆସିବେ ତନୁଶ୍ରୀ
ମୁମ୍ବାଇ: ନାନା ପାଟେକରଙ୍କ ଉପରେ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଥିବା ଅଭିନେତ୍ରୀ ତନୁଶ୍ରୀ ଦତ୍ତା ବଲିଉଡରେ ଯୁବା ଅଭିନେତ୍ରୀଙ୍କ ସହ ଯୌନ ଶୋଷଣ ଉପରେ ସମ୍ବଦ୍ଧିତ ସର୍ଟ ଫିଲ୍ମ "ଇଂସ୍ପିରେଶନ"ରେ ନଜର ଆସିବେ।ତନୁଶ୍ରୀ...
ଏନପିପିଏ କ୍ୟାନ୍ସର ଏବଂ ଡାଇବେଟିସ ସମେତ ୩୬ଟି ଔଷଧର ମୂଲ୍ୟ କଲେ ନିର୍ଦ୍ଧାରଣ
ନୂଆଦିଲ୍ଲୀ: ରାଷ୍ଟ୍ରୀୟ ଔଷଧ ମୂଲ୍ୟ ନିୟାମକ ଏନପିପିଏ କ୍ୟାନ୍ସର,ଡାଇବେଟିସ,ସଂକ୍ରମଣ, ଆସ୍ଥମା ଆଦି ସମେତ ଅନ୍ୟ ୩୬ଟି ଔଷଧର ଦାମ ନିର୍ଦ୍ଧାରଣ କରିଛନ୍ତି।ଏନପିପିଏ ଏହା ମଧ୍ୟ କହିଛି, ଏଥିରେ ୨୨ଟି ଔଷଧର ଖୁଚରା ଦର...
ଔରଙ୍ଗଜେବ ଭୂମିକାରେ ଆଶୁତୋଷ
ମୁମ୍ବାଇ:ଦୁଇ ଥର ଫିଲ୍ମ ଫେୟାର ଆୱାର୍ଡ ବିଜେତା ଆଶୁତୋଷ ରାଣା ଏକ ନୂଆ ୱେବସିରିଜରେ ମୋଗଲ ଶାସକ ଔରଙ୍ଗଜେବ ଭୂମିକାରେ ଆସିବେ।ୱେବସିରିଜର ନାମ "ଛତ୍ରସାଲ"।ସୂଚନା ମୁତାବକ ଏଥିରେ ଜିତିନ ଗୁଲାଟି ଛତ୍ରସାଲ ଭୂମିକାରେ...
୧୯୭୧ ପରେ ପ୍ରଥମ ଥର ପାକିସ୍ଥାନ ବାୟୁସୀମାରେ ପ୍ରବେଶ କଲା ଭାରତୀୟ ବାୟୁସେନା
ନୂଆଦିଲ୍ଲୀ:ମଙ୍ଗଳବାର ସୀମା ପାର କରାଯାଇଥିବା ଏୟାର ଷ୍ଟ୍ରାଇକ ୧୯୭୧ ଭାରତ - ପାକିସ୍ଥାନ ଯୁଦ୍ଧ ପରେ ପ୍ରଥମ ଘଟଣା ଯେଉଁଥିରେ ଭାରତୀୟ ବାୟୁସେନା ପାକିସ୍ଥାନ ବାୟୁ ସୀମା ମଧ୍ୟରେ ପ୍ରବେଶ କରିଛି।୧୯୯୯ କାରଗିଲ...
ମିଳିଲା ୫୦ ସେକ୍ସ ଗୁଲାମଙ୍କ ଖପୁରୀ!
ନୂଆଦିଲ୍ଲୀ:ସିରିୟାରେ ବ୍ରିଟିଶ ସେନାର ସ୍ପେଶାଲ ଏୟାର ସର୍ଭିସ ଟିମକୁ ଆତଙ୍କି ସଙ୍ଗଠନ ଆଇଏସ ନିୟନ୍ତ୍ରିତ ଅଞ୍ଚଳରେ ଥିବା ଏକ ସୁଡ଼ଙ୍ଗ ଭିତରୁ ୫୦ ମହିଳା ସେକ୍ସ ଗୁଲାମ (ଯୌନ ଦାସୀ)ଙ୍କର ଖପୁରୀ ମିଳିଛି।ମୁଣ୍ଡ/ଖପୁରୀ...
ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପିଏମ ମୋଦୀ
ନୂଆଦିଲ୍ଲୀ:ଏୟାର ଷ୍ଟ୍ରାଇକ ରାତି ସାରା ଅନିଦ୍ରା ଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ସୀମା ପାର ଏୟାର ଷ୍ଟ୍ରାଇକ ନିଜେ ତଦାରଖ କରୁଥିଲେ ପ୍ରଧାନମନ୍ତ୍ରୀ ମୋଦୀ।ସୂଚନା ମୁତାବକ ଅପରେସନ...
ଆତଙ୍କବାଦ ବିରୋଧରେ ଭାରତର କାର୍ଯ୍ୟାନୁଷ୍ଠାନକୁ ମାନ୍ୟତା ଦେଲା ଫ୍ରାନ୍ସ
ନୂଆଦିଲ୍ଲୀ:ପାକିସ୍ଥାନର ଆତଙ୍କି ଆଡ୍ଡା ଉପରେ ଭାରତୀୟ ବାୟୁ ସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକକୁ ମାନ୍ୟତା ଦେଇଛି ଫ୍ରାନ୍ସ।ଫ୍ରାନ୍ସ କହିଛି,ସୀମାପାର ଆତଙ୍କବାଦ ବିରୋଧରେ ନିଜ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଭାରତ ପକ୍ଷରୁ...
ବାୟୁସେନା କୋଟି କୋଟି ଭାରତୀୟଙ୍କ ଭାବନାକୁ ବାସ୍ତବିକ ରୂପ ଦେଲା:ଆରଏସଏସ
ନୂଆଦିଲ୍ଲୀ:ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ(ଆରଏସଏସ) ସର ସଂଘ ଚାଳକ ମୋହନ ଭାଗବତ ଭାରତୀୟ ବାୟୁସେନା ଦ୍ୱାରା କରାଯାଇଥିବା ଏୟାର ଷ୍ଟ୍ରାଇକକୁ ନେଇ କହିଛନ୍ତି,ଏହା ଦ୍ୱାରା ପୁଲବାମା ସହିଦଙ୍କର ୧୩ ଦିନ ଠିକ୍ ଭାବରେ...






