Chitta Ranjan Das
ଜନଶକ୍ତି ପାର୍ଟିର ଧାରଣା
କେନ୍ଦ୍ରାପଡା, ୨ା୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : ସହରର ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧୀ ପ୍ରତିମୁର୍ତ୍ତୀ ନିକଟରେ ଜନଶକ୍ତି ପାର୍ଟି ପକ୍ଷରୁ ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ପ୍ରଦୀପ କୁମାର ଦାଶ ଓ...
ରାଜେଶ ଦାସ ନୂତନ ଜିଲ୍ଲା ଯୁବ ବିଜେଡି ସଭାପତି
କେନ୍ଦ୍ରାପଡା ୨୪/୦୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କେନ୍ଦ୍ରାପଡା ଜିଲ୍ଲା ବିଜୁ ଯୁବ ଜନତା ଦଳର ନୂତନ ସଭାପତି ଭାବେ ରାଜେଶ ଦାସ ଙ୍କୁ ମନୋନ୍ନିତ କରାଯାଇଛି। ବିଜୁ ଜନତା ଦଳର ରାଜ୍ୟ...
ଦିବଙ୍ଗତ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳ ଙ୍କ ବିୟୋଗରେ କେନ୍ଦ୍ରାପଡା ବ୍ଲକ ଶୋକ...
କେନ୍ଦ୍ରାପଡା ୨୪/୦୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଦିବଙ୍ଗତ ବ୍ଲକ ଅଧ୍ୟକ୍ଷ ଅନାମ ବନ୍ଧୁ ଧଳଙ୍କ ବିୟୋଗରେ କେନ୍ଦ୍ରାପଡା ପଂଚାୟତ ସମିତି ର ବିଜୁ ପଟ୍ଟନାୟକ ସଦଭାବନା ଗୃହରେ ଏକ ଶ୍ରଦ୍ଧାଞ୍ଜଳୀ ସଭା...
ବନ୍ୟା ଯୋଗୁ ନାଗପୁର ପାଟର ଫସଲ ନଷ୍ଟ ସମ୍ପର୍କରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ
କେନ୍ଦ୍ରାପଡା ୧୯/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଂଚାୟତର ନାଗପୁର ଓ ଦେପୁର ଗ୍ରାମର କୃଷିଜୀବୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି ଯେ ନାଗପୁର ପାଟ ଗୋବରୀ ନଦୀ...
ନିଖିଳ ଓଡିଶା ଗାଁ ସାଥି ସଙ୍ଘ ଜିଲ୍ଲା କମିଟି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଦାବିପତ୍ର...
କେନ୍ଦ୍ରାପଡା ୧୫/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ତୁରନ୍ତ ମହିଳା ସାଥି ନିଯୁକ୍ତି ବାତିଲ କରାଯିବା ପାଇଁ ନିଖିଳ ଓଡିଶା ଗାଁ ସାଥି ସଙ୍ଘ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ ଦାବି କରାଯିବା ସହ ଏନେଇ...
କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣଙ୍କ ଆରୋଗ୍ୟ କାମନା କରି ସମୁହ ଦୀପଦାନ
କେନ୍ଦ୍ରାପଡା ୧୫/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - କୁତୁରଙ୍ଗ ପଂଚାୟତ ପକ୍ଷରୁ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରାଙ୍କ ଆଶୁ ଆରୋଗ୍ୟ କାମନା କରାଯାଇ ମା’ଙ୍କ ମନ୍ଦିରରେ ସମୁହ ଦୀପଦାନ କରାଯାଇଛି। କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ...
ଇଞ୍ଜିନିଅର ବିଶ୍ୱଭୂଷଣ ଭୂୟାଁଙ୍କ ପରଲୋକ
କେନ୍ଦ୍ରାପଡା ୧୫/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ପୂର୍ବତନ ରାଜ୍ୟସଭା ସାସଂଦ ଗୟାଚାନ୍ଦ ଭୂୟାଁଙ୍କ ତୃତୀୟ ପୁଅ କେନ୍ଦ୍ରାପଡା ସହରର ବଡହାଟ ନିବାସୀ ଇଞ୍ଜିନିଅର ବିଶ୍ୱଭୂଷଣ ଭୂୟାଁଙ୍କର ୫୭ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ...
ମରଣାନ୍ତକ ଆକ୍ରମଣ ମାମଲାରେ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ଜିଲ୍ଲାପାଳଙ୍କୁ ଅଭିଯୋଗ
କେନ୍ଦ୍ରାପଡା ୧୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଏକ ମରଣାନ୍ତକ ଆକ୍ରମଣ ମାମଲାରେ ନିକିରାଇ ଥାନା ପୋଲିସର ଉଦାସୀନତା ବିରୋଧରେ ସୋମବାର ଗ୍ରାମବାସୀମାନେ ଜିଲ୍ଲାପାଳଙ୍କୁ ଭେଟି ଅଭିଯୋଗ କରିଥିବା ଜଣାପଡିଛି। ଅଭିଯୋଗ ଅନୁଯାଇ ନିକିରାଇ...
ପ୍ରାକ୍ତନ ରାଷ୍ଠ୍ରପତି ଭାରତରତ୍ନ ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା
କେନ୍ଦ୍ରାପଡା ୧୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲା ସାହିତ୍ୟ ସଂସଦର ଏକ ବିଶେଷ ଅଧିବେଶନ ସଂସଦର ସଭାପତି ଡଃ-ବାସୁଦେବ ଦାସଙ୍କ ପୈାରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଭାରତର ପ୍ରାକ୍ତନ ରାଷ୍ଟ୍ରପତି...
ଓସ୍ତପୁର ମଣି ମନ୍ଦିରରୁ ବାକ୍ସତାଡି ୧୨ହଜାର ଟଙ୍କା ଚୋରୀ ଅଭିଯୋଗ
କେନ୍ଦ୍ରାପଡା ୧୫/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଓସ୍ତପୁର ପଂଚାୟତର ମଣିଛକରେ ଥିବା ମଣି ମନ୍ଦିରରୁ ଶନିବାର ବିଳମ୍ବିତ ରାତିରେ ୧୨ହଜାର ଟଙ୍କା ଚୋରୀ ହୋଇଥିବା ସଦର ଥାନାରେ...
ଗହଗା ପାଟରେ ୧୪ହଜାର ହେକ୍ଟର ଚାଷଜମି ଜଳମଗ୍ନ ହେଉଥିବା ସମସ୍ୟାର ସମାଧାନ ପାଇଁ ଜିଲ୍ଲାପାଳଙ୍କୁ...
କେନ୍ଦ୍ରାପଡା ୧୪/୯(ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ଜିଲ୍ଲାର ପାଟକୁରା ଏବଂ ମହାକାଳପଡା ବିଧାନସଭା ନିର୍ବାଚନ ମଣ୍ଡଳି ଅନ୍ତର୍ଗତ ବଛରାଇ, ବନ୍ଧକଟା, ଆଖୁଆଦକ୍ଷୀଣୀ ଓ ପରକୁଳା ପ୍ରଭୃତି ୧୫ଟି ଗ୍ରାମପଂଚାୟତର ଗହଗାପାଟରେ ପ୍ରତ୍ୟେକବର୍ଷ ସ୍ୱଳ୍ପ ମାତ୍ର...
କେନ୍ଦ୍ରାପଡାରେ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ଆଗେଇ ଆସିଲା ଓଡିଶା ଜନସେବା ସଂଗଠନ
କେନ୍ଦ୍ରାପଡା ୧୪/୯(ଚିତ୍ତରଞ୍ଜନ ଦାସ)- ଜିଲ୍ଲାର ଡେରାବିଶି ବ୍ଲକ ଅନ୍ତର୍ଗତ ନହଙ୍ଗ ପଂଚାୟତର ସନ୍ଥପୁରାସ୍ଥିତ ଶ୍ରୀ ଶ୍ରୀ ଗର୍ଭେଶ୍ୱର ମନ୍ଦିର ଏକ ଐତିହାସିକ ଶୈବପୀଠ। ଏଠାକାର ପାତାଳୀ ଶିବଲିଙ୍ଗ ପତ୍ୟକ୍ଷ ଭାବରେ ନିଜର ଭକ୍ତମାନଙ୍କ...
ଅଖିଳ ଭାରତ କୃଷକ ସଭା ପକ୍ଷରୁ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇଦେବାକୁ...
କେନ୍ଦ୍ରାପଡା ୧୪/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଖିଳ ଭାରତ କୃଷକ ସଭା ଜିଲ୍ଲା କମିଟି ପକ୍ଷରୁ ଜିଲ୍ଲାପାଳଙ୍କ ଉଦେଶ୍ୟରେ ଦାଳୁଅ ଧାନଚାଷ ପାଇଁ ଋଣ, ବୀହନ ଯୋଗାଇ ଦେବାକୁ ସୋମବାର ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ...
ସମାଜସେବୀ ଜ୍ୟୋତି ମହାନ୍ତିଙ୍କ ହୃଦଘାତରେ ପରଲୋକ
କେନ୍ଦ୍ରାପଡା ୧୪/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବରିଷ୍ଠ ଆଇନଜୀବି ସୂର୍ଗତ ରାଜେନ୍ଦ୍ର ଚନ୍ଦ୍ର ମହାନ୍ତିଙ୍କ ବଡବୋହୁ ତଥା ଓଡିଶା ଉଚ୍ଚ ନ୍ୟାୟାଳୟର ଖ୍ୟାତନାମା ଆଇନଜୀବି ରମାକାନ୍ତ ମହାନ୍ତିଙ୍କ ସହଧର୍ମୀଣୀ ସମାଜସେବୀ ଜ୍ୟୋତି ମହାନ୍ତିଙ୍କର...
ଜେଜେଙ୍କ ଦଶାହକର୍ମରେ ନାତି ନଦୀରେ ବୁଡି ଗଲେ
କେନ୍ଦ୍ରାପଡା ୧୩/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ନିକିରେଇ କଲେଜରେ +୨ ଛାତ୍ର ତଥା ଟାଉନଥାନା ଅନ୍ତର୍ଗତ ମୀରପାଟଣା ଗ୍ରାମର ପରିକ୍ଷୀତ ଦାସଙ୍କ ପୁଅ ଅଙ୍କିତ ଦାସ(୧୭) ରବିବାର କେନ୍ଦ୍ରାପଡା ସହର ନୂଆବସଷ୍ଟାଣ୍ଡ ନିକଟ...
ବାଙ୍ଗାଲୁରରେ ଶ୍ରମିକଙ୍କୁ ଉପଯୁକ୍ତ କରୋନା ଚିକିତ୍ସା ମିଳୁନଥିବା ଅଭିଯୋଗ
କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ବାରୋ ପଂଚାୟତର ପୋଇପାଟ ଗ୍ରାମର ସନ୍ତୋଷ କୁମାର ପ୍ରଧାନ ନାମକ ଜଣେ ଶ୍ରମିକ ବାଙ୍ଗାଲୁରରେ ଦୀର୍ଘ ୧୫ବର୍ଷ ଧରି ରହି ଶ୍ରମଜୀବି ଭାବରେ...
ଲକ୍ଷ୍ମୀନାରାୟଣ ଯୁବ ପରିଷଦ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ବନ୍ୟା ପରି ଦୁର୍ଦ୍ଦିନ ସମୟରେ କେତେକ ସମାଜସେବୀ ଯୁବକମାନେ ବନ୍ୟା ବିପନ୍ନଙ୍କୁ ସହାୟତା ଯୋଗାଇଦେବାକୁ ଅଂଟାଭିଡିଥିବା ଦେଖାଯାଇଛି। ଚଳିତ ବ୍ରାହ୍ମଣୀ ନଦୀ ବନ୍ୟାରେ ତରଡିପାଳସ୍ଥିତ ଲକ୍ଷ୍ମୀନାରାୟଣ ଯୁବ...
କେନ୍ଦ୍ରାପଡା ଜିଲ୍ଲା ଭକ୍ତ ସମିତି ପକ୍ଷରୁ ସ୍ମୃତିଚାରଣ ସଭା
କେନ୍ଦ୍ରାପଡା ୧୨/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଜଗତଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜିଲ୍ଲା ଆଶ୍ରମ ପରିସରରେ ଜିଲ୍ଲା ଭକ୍ତ ସମିତି ପକ୍ଷରୁ ଏକ ସ୍ମୃତି ଚାରଣ ସଭା ସେବକ ଅଭୟ ଦାସଙ୍କ...
କୋଭିଡ ପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର
କେନ୍ଦ୍ରାପଡା ୧୦/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ କେନ୍ଦ୍ରାପଡା ଜିଲ୍ଲା କମିଟି ପକ୍ଷରୁ କୋଭିଡ ପରିସ୍ଥିତିରେ ଜୀବନ ଜୀବିକାର ସୁରକ୍ଷା ପାଇଁ ଗୁରୁବାର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ...
ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୧୪ଲିଟର ଚୋରା ବିଦେଶୀମଦ ଜବତ
କେନ୍ଦ୍ରାପଡା ୯/୯(ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) - ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ଜିଲ୍ଲାର ବିଭିନ୍ନ ସ୍ଥାନରୁ ଚୋରା ମଦ ଜବତ ହୋଇଥିବା ସୂଚନା ମିଳିଛି। ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ନିର୍ଦେଶରେ ଅବକାରୀ ଅଧିକ୍ଷକ...





