Bureau
କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କର ନିଧନ
ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) କଂଗ୍ରେସ ମୁଖପାତ୍ର ରାଜୀବ ତ୍ୟାଗୀଙ୍କ ଦେହାନ୍ତ ହୋଇଛି। ରାଜୀବ ତ୍ୟାଗୀଙ୍କ ସ୍ୱାସ୍ଥ୍ୟ ହଠାତ୍ ଖରାପ ହୋଇଯିବାରୁ ଗୁରୁତର ଅବସ୍ଥାରେ ତାଙ୍କୁ ଗାଜିଆବାଦର ଯଶୋଦା ଡାକ୍ତରଖାନାରେ ଭର୍ତ୍ତି...
କୋଭିଡ୍ ମୁକାବିଲା – ପଇସା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ...
ଟେଷ୍ଟ ପାଇଁ ସ୍ୱେଚ୍ଛାକୃତଭାବେ ଆଗେଇ ଆସିବାକୁ ଜନସାଧାରଣଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ
ଭୁବନେଶ୍ବର ୧୨-୦୮ (ଓଡ଼ିଆ ପୁଅ) ପଇସା ଅଭାବରୁ କେହି ଜଣେ ବି କୋଭିଡ୍ ରୋଗୀ ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ ବୋଲି...
ସରକାରୀ ଚାକିରୀ : ଭାରତୀୟ ସେନା, CISF, ରେଳବାଇ ସମେତ ଅନେକ ସରକାରୀ ବିଭାଗରେ...
ସରକାରୀ ଚାକିରି ପାଇଁ ପ୍ରସ୍ତୁତ ହେଉଥିବା ଲୋକଙ୍କ ପାଇଁ ଖୁସିର ଖବର। ଆଗ୍ରହୀ ଏବଂ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଛି ଯେ, ସେମାନେ ଏହି ପୋଷ୍ଟଗୁଡିକ ପାଇଁ ବିଳମ୍ବ ନକରି ଅନଲାଇନ୍ ମାଧ୍ୟମରେ...
ଶ୍ରୀ ଶ୍ରୀ ଶୀତଳେଶ୍ୱର ୟୁଥ କ୍ଲବ ପକ୍ଷରୁ କରୋନା କିଟ ବଂଟନ
କେନ୍ଦ୍ରାପଡ଼ା ୧୨/୮(ଚିତ୍ତରଞ୍ଜନ ଦାସ)- କରୋନା ମହାମାରୀ କବଳରୁ ସାରା ପୃଥିବୀ କିପରି ଭାବେ ଲଢିବାରେ ଲାଗିଛି ତାହାର ପ୍ରତିଫଳନ ଦେଖିବାକୁ ମିଳିଛି ଗରଦପୁର ବ୍ଲକ ଅନ୍ତର୍ଗତ ପାଖଡ ଗ୍ରାମପଂଚାୟତର ଶୀତଳପାଟଣା ଗ୍ରାମରେ। ଏହି...
କେନ୍ଦ୍ର ଶ୍ରମ ସଚିବଙ୍କ ଉଦ୍ଦେଶ୍ୟରେ ଅଙ୍ଗନୱାଡ଼ି କର୍ମୀଙ୍କ ସ୍ମାରକପତ୍ର
ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ) : ସ୍କିମ୍ ୱାର୍କର୍ସଙ୍କ ପ୍ରତି କେନ୍ଦ୍ର ସରକାରଙ୍କ ଉଦାସୀନତାକୁ ନେଇ କେନ୍ଦ୍ରୀୟ ଟ୍ରେଡ୍ ୟୁନିୟନଙ୍କ ଆହ୍ୱାନ କ୍ରମେ ଚଳିତ ମାସ ୭ ଓ ୮ ତାରିଖରେ...
ଖରାସାହାପୁର ହାଇସ୍କୁଲରେ ବନୀକରଣ
ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ): ଜିଲ୍ଲା ଶିକ୍ଷା ବିଭାଗର ନିର୍ଦ୍ଦେଶ କ୍ରମରେ ସଂପ୍ରତି ବିଦ୍ୟାଳୟମାନଙ୍କରେ ବନୀକରଣ ଚାଲିଥିବା ବେଳେ ବାହାନଗା ଖରାସାହାପୁର ହାଇସ୍କୁଲରେ ପ୍ରଧାନ ଶିକ୍ଷକ ରଂଜନ କୁମାର ଦାସଙ୍କ ପ୍ରତ୍ୟକ୍ଷ...
ମୁଣ୍ଡ ଉପରେ ସଦର ବିଧାନସଭା ଆସନ ଉପ-ନିର୍ବାଚନ ବିଜେଡିର ଚିନ୍ତା ବଢ଼ାଉଛି ଫେରାର ଅପରାଧୀ...
ବାଲେଶ୍ୱର, ୧୨ା୮(ଓଡ଼ିଆ ପୁଅ/ଅଭୟ ଦାସ): ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ବିଧାନ ବିଧାନସଭା ଆସନର ଉପ-ନିର୍ବାଚନ ପାଇଁ ସରକାରୀ ସ୍ତରରେ ଉପକ୍ରମ ଆରମ୍ଭ...
ସଦର ବିଜେପିର ମିଶ୍ରଣ ପର୍ବ
ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ସଦର ବ୍ଲକ ଅନ୍ତର୍ଗତ ପରିଖି ପଞ୍ଚାୟତର ହଣାଘୋଟଠାରେ ସଦର ନିର୍ବାଚନ ମଣ୍ଡଳୀର ଯୁବନେତା ତଥା ସ୍ୱର୍ଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପୁତ୍ର ମାନସ କୁମାର ଦତ୍ତ...
ଜୀବନ ଜୀବିକା ଗଣ ପରିଷଦ ପକ୍ଷରୁ ବୃକ୍ଷରୋପଣ
ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ଜୀବନ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜୀବନ ଜୀବିକା ଗଣ ପରିଷଦ ପକ୍ଷରୁ ଗତ କିଛିଦିନ ଧରି ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଜାରି ରହିଛି। ନିକଟ ଅତୀତରେ...
ବିର୍ଲା ଟାୟାର୍ସ ଶ୍ରମିକଙ୍କୁ ମିଳୁନି ୮ ମାସର ବକେୟା ଦରମା – ଜିଲ୍ଲାପାଳଙ୍କୁ ଦୁଃଖ...
ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ପ୍ରଶାସନର ମଧ୍ୟସ୍ଥତା ଓ ପ୍ରତିଶ୍ରୁତି ପରେ ବି ଶ୍ରମିକଙ୍କ ବକେୟା ଦରମା ଏବଂ ଅନ୍ୟାନ୍ୟ ଅର୍ଥ ପ୍ରଦାନରେ ବିରଳା ଟାୟାର୍ସ କର୍ତ୍ତୃପକ୍ଷଙ୍କ ଉଦାସୀନତାକୁ ନେଇ ବିଭିନ୍ନ ଶ୍ରମିକ...
ସାରଗାଁ ପଞ୍ଚାୟତରେ ଗୋଷ୍ଠୀ ବିବାଦ – ଅର୍ଥ ଆତ୍ମସାତ୍ ଅଭିଯୋଗକୁ ସରପଞ୍ଚଙ୍କ ଅସ୍ୱୀକାର
ବାଲେଶ୍ୱର, ୧୨-୮(ଓଡ଼ିଆ ପୁଅ/ଅଭୟ ଦାସ): ସାରଗାଁ ଗ୍ରାମ ପଞ୍ଚାୟତରେ ସରକାରୀ କାର୍ଯ୍ୟକୁ ନେଇ ଦୁଇଗୋଷ୍ଠୀଙ୍କ ମଧ୍ୟରେ ଗତ କିଛିଦିନ ଧରି ଲାଗିଥିବା ବିବାଦ କ୍ରମଶଃ ତୀବ୍ର ହେବାରେ ଲାଗିଛି। ସାରଗାଁ ସରପଞ୍ଚଙ୍କ ଦ୍ୱାରା...
‘ଓଡ଼ିଶା ମୋ ପରିବାର’ପକ୍ଷରୁ ରକ୍ତଦାନ ଶିବିର
ବାଲେଶ୍ୱର, ୧୨-୮ (ଓଡ଼ିଆ ପୁଅ/ଅଭୟ ଦାସ): ଓଡ଼ିଶା ମୋ ପରିବାର ପକ୍ଷରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ବାଲେଶ୍ୱର ଜିଲ୍ଲା ରକ୍ତଭଣ୍ଡାର ପରିସରରେ ଅନୁଷ୍ଠିତ ହୋଇଯାଇଛି। ‘ଓଡ଼ିଶା ମୋ ପରିବାର’ର ନବନିଯୁକ୍ତ ଜିଲ୍ଲା...
କ’ଣ ମାଉଥ୍ ୱାଶ୍ ଆପଣଙ୍କୁ କୋଭିଡ୍ ଟ୍ରାନ୍ସମିସନ୍ ବିପଦରୁ ରକ୍ଷା କରିପାରିବ ? ଗବେଷଣା...
ନୂଆଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) : ଆପଣ ବୋଧହୁଏ କରୋନା ବାଇରସ୍ ସଂକ୍ରମଣରୁ ରକ୍ଷା ପାଇବାକୁ ବିଭିନ୍ନ ଉପାୟ ଖୋଜୁଥିବେ। ତେବେ ଜାଣନ୍ତୁ ନିକଟରେ ଜର୍ମାନ ବୈଜ୍ଞାନିକମାନେ ଏକ ନୂତନ ଖୁଲାସା କରିଛନ୍ତି।...
କରୋନା ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜିଲ୍ଲାୱାରୀ ତଥ୍ୟ, ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ ଆକ୍ରାନ୍ତ, କେତେ...
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୫୦୬୭୨ କୁ ବୃଦ୍ଧି ପାଇଛି। ୩୦ ଜିଲ୍ଲାରୁ ନୂଆ ଆକ୍ରାନ୍ତ...
ରାଜ୍ୟରେ ପୁଣି କରୋନା ନେଲା ୯ ମୁଣ୍ଡ : ମୃତ୍ୟୁ ସଂଖ୍ୟା ୩୦୫ କୁ...
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ପୁଣି କରୋନା ନେଇଛି ୯ ମୁଣ୍ଡ। କରୋନା କାରଣରୁ ମୃତ୍ୟୁ ସଂଖ୍ୟା ୩୦୫ କୁ ବୃଦ୍ଧି ପାଇଛି।ଏ ନେଇ ଓଡ଼ିଶା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି।
ଅନୁଗୁଳ ଜିଲ୍ଲାରୁ...
ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ – ମୋଟ ଆକ୍ରାନ୍ତ...
ଭୁବନେଶ୍ୱର ୧୨-୮ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ୩୦ ଜିଲ୍ଲାରୁ ୧୮୭୬ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ଆକ୍ରାନ୍ତ ୫୦୬୭୨ କୁ ବୃଦ୍ଧି ପାଇଛି।– ୩୦ ଜିଲ୍ଲାରୁ ଆକ୍ରାନ୍ତ ଚିହ୍ନଟ– ଖୋର୍ଦ୍ଧା...
ଦେଶରେ ୬୦, ୯୬୩ ନୂଆ କରୋନା ଆକ୍ରାନ୍ତ, ୮୩୪ ମୃତ୍ୟୁ, ମୃତକଙ୍କ ସଂଖ୍ୟା ୪୬୦୯୧...
ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ଆଜିବି ଦେଶରେ ୬୦, ୯୬୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଗତ ୨୪ ଘଣ୍ଟାରେ ୮୩୪ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ...
ବେଙ୍ଗାଲୁରୁରେ ଫେସବୁକ୍ ପୋଷ୍ଟକୁ ନେଇ ହିଂସା – ବିଧାୟକଙ୍କ ଘରେ ଆକ୍ରମଣ, ୨ ମୃତ,...
ନୂଆ ଦିଲ୍ଲୀ/ବାଙ୍ଗାଲୁରୁ ୧୨-୮ (ଓଡ଼ିଆ ପୁଅ) ମଙ୍ଗଳବାର ରାତିରେ କର୍ଣ୍ଣାଟକର ବେଙ୍ଗାଲୁରୁରେ ଏହି ହିଂସାକାଣ୍ଡ ଘଟିଛି। କଂଗ୍ରେସ ବିଧାୟକ ଶ୍ରୀନିବାସ ମୁର୍ତ୍ତୀଙ୍କ ଜଣେ ଘନିଷ୍ଠ ସହଯୋଗୀଙ୍କ ଦ୍ୱାରା ଲିଖିତ ଏକ ଫେସବୁକ ପୋଷ୍ଟ...
ଜଗତସିଂହପୁର ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଗାଁ ନୋଳିଆ ସାହିକୁ ଆନ୍ତର୍ଜାତୀୟ ସୁନାମୀ ପ୍ରସ୍ତୁତ ଗ୍ରାମର...
ଜଗତସିଂହପୁର-୧୨/୮ (ଓଡ଼ିଆ ପୁଅ/ନୃସିଂହ ବାରିକ) - ଜଗତସିଂହପୁର ଜିଲ୍ଲା ଏରସମା ବ୍ଲକ ଗଡ଼ହରିଶପୁର ପଞ୍ଚାୟତ ନୋଳିଆ ସାହି ଗାଁ କୁ ୟୁନେସ୍କୋ ପକ୍ଷରୁ ସୁନାମି ରେଡି କମ୍ୟୁନିଟିର ମାନ୍ୟତା ପ୍ରଦାନ କରାଯାଇଛି।ଏହି ମାନ୍ୟତା...
ପ୍ରାୟ ୧୬ ଲକ୍ଷ ସୁସ୍ଥଙ୍କ ସହ ଭାରତର ଆରୋଗ୍ୟ ହାର ପାଖାପାଖି ୭୦ ପ୍ରତିଶତ...
ନୂଆ ଦିଲ୍ଲୀ ୧୨-୮ (ଓଡ଼ିଆ ପୁଅ) ସକ୍ରିୟ ଆବଧାଞ୍ଚଳର ସଫଳ ପରିଚାଳନା, ବ୍ୟାପକ ପରୀକ୍ଷା ଓ ଉତ୍ତମ ଚିକିତ୍ସା ଯୋଗୁଁ ଦେଶରେ କରୋନା ରୋଗୀ ସଂଖ୍ୟା ହ୍ରାସ ପାଇ ପାଖାପାଖି ଶତକଡା ୭୦ରେ...









