Bureau
ଅନୁଗୁଳ ନାଲକୋ ପ୍ଲାଂଟର ଉତ୍ପାଦନ କ୍ଷମତା ବାର୍ଷିକ ୧ ମିଲିୟନ ଟନ୍ ବୃଦ୍ଧି କରାଯାଉ...
କେନ୍ଦ୍ର ଖଣି ଓ କୋଇଲା ମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ପତ୍ର ଲେଖିଲେ କେନ୍ଦ୍ରମନ୍ତ୍ରୀ
- ନାଲକୋ ଆରମ୍ଭ କରୁଥିବା ବ୍ରାଉନଫିଲ୍ଡ ସମ୍ପ୍ରସାରଣ ପ୍ରକଳ୍ପର ମୂଲ୍ୟ ରହିଛି ୨୨ ହଜାର କୋଟି
- ବ୍ରାଉନଫିଲ୍ଡ...
ଦେବଗଡ଼ ଜିଲ୍ଲାରେ ଅଜଣା ଜନ୍ତୁ ଭୟ – ୧୨ଟି ଛେଳି ମୃତ, ଜଙ୍ଗଲି କୁକୁର...
ଦେବଗଡ଼ ୪-୧ (ଓଡ଼ିଆ ପୁଅ) : ଦେବଗଡ଼ରେ ଅଜଣା ଜନ୍ତୁ ଆତଙ୍କ ଦେଖାଯାଇଛି। ଜିଲ୍ଲାର ବାରକୋଟ ଵ୍ଲକ ବରତଇଲା ସଂରକ୍ଷିତ ଜଙ୍ଗଲରେ ଅଜଣା ଜନ୍ତୁ ଆକ୍ରମଣରେ ଚକଡିହି ଗାଁର ଗୋଟିଏ ଗାଈ ଓ...
ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ରାଜଭବନରେ ଶପଥ ନେଲେ ମୁଖ୍ୟ ବିଚାରପତି...
ଭୁବନେଶ୍ୱର ୪-୧ (ଓଡ଼ିଆ ପୁଅ) ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଆଜି ରାଜଭବନ ରେ ଶପଥ ନେଲେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଏସ୍. ମୁରଲୀଧର। ରାଜଭବନରେ ଶପଥ ପାଠ କରାଇଛନ୍ତି ଓଡ଼ିଶା...
କୋଭିଡ୍ ୧୯ ଟିକାର ନିୟନ୍ତ୍ରିତ ଜରୁରୀ ଅନୁମୋଦନ ସଂପର୍କରେ ଭାରତର ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ...
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) କେନ୍ଦ୍ରୀୟ ଔଷଧ ମାନ ନିୟନ୍ତ୍ରଣ ପ୍ରତିଷ୍ଠାନ (ସିଡିଏସ୍ସି୍ଓ)ର ବିଷୟ ବିଶେଷଜ୍ଞ କମିଟିର ବୈଠକ ୨୦୨୧ ଜାନୁୟାରୀ ୧ ଓ ୨ ତାରିଖରେ ଅନୁଷ୍ଠିତ ହୋଇଥିଲା। ଏଥିରେ...
ସେରମ ଓ ଭାରତ ବାୟୋଟେକ୍ ପ୍ରତିଷ୍ଠାନର କରୋନା ଟିକାକୁ ଅନୁମୋଦନ ମିଳିବା ପରେ ରାଷ୍ଟ୍ରକୁ...
କରୋନା ଯୋଦ୍ଧାଙ୍କ ପ୍ରତି କୃତଜ୍ଞତା ଜ୍ଞାପନ କଲେ ଶ୍ରୀ ମୋଦୀ
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ଡିସିଜିଆଇ ଦ୍ୱାରା ଭାରତୀୟ ସେରମ ପ୍ରତିଷ୍ଠାନ ଏବଂ...
କେନ୍ଦ୍ର ଗୃହମନ୍ତ୍ରୀ ସେରମ ଇନଷ୍ଟିଚ୍ୟୁଟ ଏବଂ ଭାରତ ବାୟୋଟେକର କୋଭିଡ-୧୯ ଟିକାକୁ ଡ୍ରଗ କଣ୍ଟ୍ରୋଲର...
“ଭାରତ ପାଇଁ ଏକ ମହତ୍ଵପୂର୍ଣ୍ଣ ସଫଳତା!” କହିଲେ ଅମିତ ଶାହ
ଭାରତକୁ ଗର୍ବିତ କରିଥିବାରୁ ମୁଁ ଆମର ଦକ୍ଷ ଏବଂ ପରିଶ୍ରମୀ ବୈଜ୍ଞାନିକଙ୍କୁ ଅଭିବାଦନ ଜଣାଉଛି
“କୋଭିଡ ମୁକ୍ତ ଭାରତ ଲାଗି ଉଦ୍ୟମ କରିଥିବାରୁ ପ୍ରଧାନମନ୍ତ୍ରୀ...
୨୦୨୦ରେ ପ୍ରସାର ଭାରତୀ (ଦୂରଦର୍ଶନ-ଆକାଶବାଣୀ)ର ବିପୁଳ ଡିଜିଟାଲ ଅଭିବୃଦ୍ଧି ହାସଲ – ପାକିସ୍ତାନରେ ଦୂରଦର୍ଶନ...
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ୨୦୨୦ରେ ପ୍ରସାର ଭାରତୀ ଅଧୀନରେ ଥିବା ଦୂରଦର୍ଶନ ଓ ଆକାଶବାଣୀର ଡିଜିଟାଲ ଚାନେଲଗୁଡିକ ଶତପ୍ରତିଶରୁ ଅଧିକ ଅଭିବୃଦ୍ଧି ହାସଲ କରିଛନ୍ତି। ଏଥିରେ ୧୦୦ କୋଟି ଡିଜିଟାଲ...
କୋଚି – ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଜାନୁଆରୀ ୫ରେ ରାଷ୍ଟ୍ରକୁ ଉତ୍ସର୍ଗ କରିବେ...
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜାନୁଆରୀ ୫, ୨୦୨୧ ଦିନ ୧୧ ଟା ସମୟରେ କୋଚି - ମାଙ୍ଗାଲୁରୁ ପ୍ରାକୃତିକ ବାଷ୍ପ ପାଇପଲାଇନକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ।...
ଶ୍ରୀମନ୍ଦିରରେ ପତିତପାବନଙ୍କୁ ଦର୍ଶନ କଲେ ରାଜ୍ୟପାଳ ଗଣେଶୀ ଲାଲ
ପୁରୀ ୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ରାଜ୍ୟପାଳ ଗଣେଶୀ ଲାଲ ଆଜି ଶ୍ରୀମନ୍ଦିରକୁ ଆସି ପତିତ ପାବନଙ୍କୁ ଦର୍ଶନ କରିଛନ୍ତି। କଡ଼ା ସୁରକ୍ଷା ବଳୟ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ଜିଲ୍ଲାପାଳ...
ସୌରଭ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରି ପୁରୀ ବେଳାଭୂମିରେ ବାଲୁକା କଳା
ପୁରୀ ୩-୧ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ସଭାପତି ତଥା ଭାରତୀୟ କ୍ରିକେଟ ଦଳର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲିଙ୍କ ଆଶୁ ଆରୋଗ୍ୟ କାମନା କରି ଅନ୍ତର୍ଜାତୀୟ ବାଲୁକା...
ଅପରାଧ ନକରି ୨୮ ବଷ ଜେଲ୍ ! ସରକାର ଦେବେ ୭୨ କୋଟି ଟଙ୍କା...
ନୂଆ ଦିଲ୍ଲୀ ଜାନୁଆରୀ ୩, (ଓଡିଆ ପୁଅ) ଜଣେ ନିର୍ଦ୍ଦୋଷ ବ୍ୟକ୍ତିଙ୍କୁ ଜେଲରେ ରଖିବା ସରକାରଙ୍କ ପାଇଁ ଭାରୀ ପଡ଼ିଲା। ଏଥିପାଇଁ ସରକାରଙ୍କୁ ୭୨ କୋଟି ଟଙ୍କା ଦେବାକୁ ପଡ଼ିଲା। ଏହିପରି ଏକ...
ଭାରତୀୟ ମହିଳା ହକି ଦଳର ଆର୍ଜେଣ୍ଟିନା ଗସ୍ତ – ୪ ଓଡ଼ିଆ ସାମିଲ
ନୂଆଦିଲ୍ଲୀ, ୦୩ -୧ (ଓଡ଼ିଆ ପୁଅ): ଭାରତୀୟ ମହିଳା ହକି ଦଳ ରବିବାର ଦିନ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଆର୍ଜେଣ୍ଟିନା ଗସ୍ତରେ ବାହାରିଛି। ପ୍ରାୟ ଏକ ବର୍ଷ ପରେ ଏହି...
ଅନ୍ତିମ ସଂସ୍କାର କରିବାକୁ ଯାଇଥିଲେ, କିନ୍ତୁ ଶ୍ମଶାନର ଛାତ ଖସି ପଡ଼ିଲା – ୧୮...
ନୂଆ ଦିଲ୍ଲୀ ୩-୧ (ଓଡ଼ିଆ ପୁଅ) ଦିଲ୍ଲୀ ନିକଟରେ ଥିବା ଉତ୍ତରପ୍ରଦେଶର ଗାଜିଆବାଦରେ ଏକ ଶ୍ମଶାନର ଛାତ ଖସିପଡିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଏବେବି ଦବି ରହିଥିବାର ଆଶଂକା କରାଯାଉଛି।...
ଆସନ୍ତା ୧୧ ତାରିଖରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ, ଜାଣନ୍ତୁ କେବେ ପରୀକ୍ଷା ଓ...
ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ): ଆସନ୍ତା ୧୧ ତାରିଖରୁ ଖୋଲିବ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ। ଆଜି ଏନେଇ ଉଚ୍ଚ ଶିକ୍ଷା ବିଭାଗ ତରଫରୁ ବିଜ୍ଞପ୍ତି ଜାରି ହୋଇଛି। ଶେଷ ସେମିଷ୍ଟାର ପରୀକ୍ଷା ପାଇଁ...
୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ – ଦୁଇ ଗିରଫ
କଟକ ୩-୧ (ଓଡ଼ିଆ ପୁଅ) କଟକ ନିର୍ଗୁଣ୍ଡି ନିକଟରୁ ୩ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ। ଅଭିଯୋଗ ଅନୁଯାୟୀ ଏ ସମ୍ବନ୍ଧରେ ଦୁଇ ଚୋରା ଚାଲାଣକାରୀ...
ମାଟ୍ରିକ ପରୀକ୍ଷା : ଏବର୍ଷ ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ
ଭୁବନେଶ୍ୱର ୩-୧ (ଓଡ଼ିଆ ପୁଅ) : ମେ’ ୩ ତାରିଖରେ ଆରମ୍ଭ ହେଉଛି ମାଟ୍ରିକ ପରୀକ୍ଷା। ସ୍କୁଲ ଖୋଲିବ ୮ ତାରିଖରୁ। କିନ୍ତୁ ଏଥର ପ୍ରତି ବିଷୟରେ ୮୦ ମାର୍କର ପରୀକ୍ଷା ହେବ।...
ଓଡ଼ିଶାରେ କେବେ ଖୋଲିବ ସ୍କୁଲ, କେଉଁ ଅଞ୍ଚଳରେ ଖୋଲିବନି, କ’ଣ ମାର୍ଗଦର୍ଶକା ସମ୍ପୂର୍ଣ୍ଣ ପଢ଼ନ୍ତୁ
ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) : କରୋନାଭାଇରସ୍ କାରଣରୁ ୯ ମାସ ହେଲାଣି ବନ୍ଦ ହୋଇଛି ସ୍କୁଲ। କିନ୍ତୁ ଆଶନ୍ତା ୮ ତାରିଖରୁ ଖୋଲିବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି।ତେବେ କେବଳ...
ବଡ଼ ଖବର : ସ୍ୱଦେଶୀ ଭ୍ୟାକ୍ସିନ୍ ‘କୋଭାକ୍ସିନ୍’ କୁ ଅନୁମୋଦନ କରିବାକୁ ସୁପାରିଶ
ନୂଆଦିଲ୍ଲୀ ୦୨ ଜାନୁଆରୀ (ଓଡ଼ିଆ ପୁଅ) ନୂଆ ବର୍ଷରେ ଦେଶବାସୀଙ୍କୁ ପୁଣି ଏକ ଉପହାର। ସେରମ୍ ଇନଷ୍ଟିଚ୍ୟୁଟ୍ ର 'କୋଭିଶିଲ୍ଡ' ଟିକା ପରେ ଜରୁରୀକାଳୀନ ପରିସ୍ଥିତିରେ ଅନ୍ୟ ଏକ ଟିକା ବ୍ୟବହାର କରିବାକୁ...
ମଇ ୩ ରୁ ଦଶମ ଶ୍ରେଣୀ ଏବଂ ମଇ ୧୫ରୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା...
ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) : ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବ। ଏ ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନଙ୍କ...
ଆଇଆଇଏମ୍ ସମ୍ବଲପୁରର ସ୍ଥାୟୀ କ୍ୟାମ୍ପସର ଭିତ୍ତି ପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ସମ୍ବଲପୁର ଆଇଆଇଏମର ସ୍ଥାୟୀ ପରିସର ପାଇଁ ଆଜି ଭିତ୍ତପ୍ରସ୍ଥର ସ୍ଥାପନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଆଜି ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହିଭିତ୍ତି...









