Bureau
ପୂର୍ବତନ ମୁଖ୍ୟମନ୍ତ୍ରୀ ଡଃ ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ପାଳିତ
ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ସ୍ତରୀୟ ସ୍ୱର୍ଗତ ଡଃ ସଦାଶିବ ତ୍ରିପାଠୀଙ୍କ ୧୧୩ ତମ ଜୟନ୍ତୀ ପାଳନ କରାଯାଇଅଛି। ଜିଲ୍ଲା ସଦର ମହକୁମାସ୍ଥିତ ସରକାରୀ କନିଷ୍ଠ...
କେନ୍ଦୁପତ୍ର ପିସିସିଏଫଙ୍କ ମାଲକାନଗିରି ଜିଲ୍ଲା ଗସ୍ତ କେନ୍ଦୁପତ୍ର ଫଡ଼ି ପରିଦର୍ଶନ ତୋଳାଳୀଙ୍କ ସହିତ ଆଲୋଚନା
ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ରାଜ୍ୟ କେନ୍ଦୁପତ୍ର ପିସିସି ଏଫ ଏସ.କେ.ପାପୁଲ ଗତ ଦୁଇଦିନ ହେଲା ମାଲକାନଗିରି ଜିଲ୍ଲା ଗସ୍ତରେ ଆସି କେନ୍ଦୁପତ୍ର ରେଞ୍ଜ, ଫଡ଼ି ପରିଦର୍ଶନ ସହିତ କେନ୍ଦୁପତ୍ର ତୋଳାଳୀମାନଙ୍କୁ ଭେଟି...
ଶ୍ରୀମନ୍ଦିର ଚାରିପାଖରେ ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର...
ପୁରୀ ୨୨-୪ (ଓଡ଼ିଆ ପୁଅ) ଶ୍ରୀମନ୍ଦିର ଚାରିପାଖରେ ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବେଆଇନ ଖନନ ଓ ନିର୍ମାଣ କାର୍ଯ୍ୟ ବିରୋଧରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ବଞ୍ଚାଅ ଆନ୍ଦୋଳନ। ଅସନ୍ତା ୨୭ ତାରିଖରେ...
ରାଜ୍ୟ ସରକାରଙ୍କୁ ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମର ୧ କୋଟି ୪୦ ଲକ୍ଷ ଟଙ୍କା ଲାଭାଂଶ...
ଭୁବନେଶ୍ବର ଏପ୍ରିଲ୍ ୨୧ (ଓଡ଼ିଆ ପୁଅ) ଓଡ଼ିଶା କ୍ଷଦ୍ରଶିଳ୍ପ ନିଗମ ପକ୍ଷରୁ ରାଜ୍ୟ ସରକାରଙ୍କୁ ୨୦୧୮-୧୯ ବର୍ଷ ପାଇଁ ୧, ୪୦, ୨୭, ୧୦୩ ଟଙ୍କା ଲାଭାଶ ବାବଦରେ ରାଜ୍ୟ ସରକାରଙ୍କୁ ପ୍ରଦାନ...
୨୨ ଏପ୍ରିଲ ଶୁକ୍ରବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : କୌଣସି ନୂଆ କାର୍ଯ୍ୟ ପ୍ରାରମ୍ଭ କରିବା ପାଇଁ ଆଜି ସମୟ ଅନୁକୂଳ ରହିବ। ଆଜି ସରକାରୀ ଲାଭ ମିଳିବାର ସଂଭାବନା ଅଛି। ବ୍ୟାପାର ଏବଂ ବ୍ୟବସାୟରେ ଲାଭ ହେବ। ବିଚାରରେ...
ଜଳଛତ୍ର ମାଠିଆରୁ ବିଷାକ୍ତ ଜଳ ପିଇ ୩ ଅସୁସ୍ଥ : ପୁଲିସର ତଦନ୍ତ ଆରମ୍ଭ
ମାଲକାନଗିରି, ୨୧/୪ (ଓଡ଼ିଆ ପୁଅ) ମାଲକାନଗିରି ଜିଲ୍ଲା ଶିମିଳିବାଞ୍ଛା ପଞ୍ଚାୟତର ଏମପିଭି ୪୯ ଗ୍ରାମରେ ଖୋଲା ଯାଇଥିବା ଜଳଛତ୍ରରୁ ଆଜି ଜଳ ପିଇ ୩ ଜଣ ଅସୁସ୍ଥ ହୋଇପଡିଥିବା ବେଳେ ଏହି ଘଟଣାର...
ଫେସବୁକରେ ମାଲକାନଗିରିର ଯୁବତୀ ସହ ଦିଲ୍ଲୀ ନିବାସୀ ଯୁବକର ହେଲାପ୍ରେମ : ବିବାହ ବର...
ମାଲକାନଗିରି ୨୧।୦୪ (ଓଡ଼ିଆ ପୁଅ) ପେସବୁକ ଚାଟିଙ୍ଗରେ ମାଲକାନଗିରି ଜିଲ୍ଲାର ଜଣେ ଯୁବତୀ ସହିତ ଦିଲ୍ଲୀ ନିବାସୀ ଜଣେ ଯୁବକର ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଶେଷରେ ଉଭୟ ପରିବାରଙ୍କ ସମ୍ମତି କ୍ରମେ ବିବାହ...
୭ କୋଟି ଟଙ୍କା ବ୍ୟୟ ଅଟ୍ଟକଳରେ ନିର୍ମାଣ ହେବ ହୋଲସେଲ ମାର୍କେଟ
କେନ୍ଦ୍ରାପଡ଼ା, ୨୧ା୪ (ଓଡ଼ିଆ ପୁଅ) : କେନ୍ଦ୍ରାପଡ଼ା ସହର ଉପକଣ୍ଠ ଜମଧର ଗ୍ରାମପଞ୍ଚାୟତରେ ଥିବା ନିୟନ୍ତ୍ରିତ ବଜାର କମିଟି(ଆର.ଏମ.ସି.) ପରିସରରେ ନିର୍ମାଣ ହେବ ହୋଲସେଲ ବଜାର। ଏଥିପାଇଁ ୭ କୋଟି ଟଙ୍କାର ବ୍ୟୟ...
କାରିଗରମାନଙ୍କ ହାତ ତିଆରି ସାମଗ୍ରୀକୁ ମିଳିବ ବଜାର, ରିଲାଏନ୍ସ ରିଟେଲ୍ ଖୋଲିବ “ସ୍ୱଦେଶ’’ ଷ୍ଟୋର
- କୃଷି ଓ ଖାଦ୍ୟ ଉତ୍ପାଦ, ହସ୍ତତନ୍ତ, ବସ୍ତ୍ର, କପଡ଼ା, ହସ୍ତଶିଳ୍ପ ଓ ହାତତିଆରି ପ୍ରାକୃତିକ ଉତ୍ପାଦ ସହିତ ବହୁ ଉତ୍ପାଦକୁ ପ୍ରଦର୍ଶିତ କରାଯିବ
- ହାତ ତିଆରି ଉତ୍ପାଦର କାରିଗର ଓ ବିକ୍ରେତାମାନଙ୍କ...
‘ଜାତୀୟ ଆପ୍ରେଂଟିସ୍ସିପ୍ ମେଳା’ର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ : ବର୍ଷେ ମଧ୍ୟରେ ୧୦ ଲକ୍ଷ...
ନୂଆଦିଲ୍ଲୀ/ଭୁବନେଶ୍ୱର, ଏପ୍ରିଲ ୨୧ (ଓଡ଼ିଆ ପୁଅ) – ଆଗାମୀ ୧ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବପିଢ଼ିଙ୍କୁ ଜାତୀୟ ଆପ୍ରେଂଟିସ୍ସିପ୍ ଫ୍ରେମୱାର୍କ ସହ ଯୋଡ଼ାଯିବାର ଲକ୍ଷ୍ୟ ରଖାଯାଇଛି ବୋଲି ଗୁରୁବାର ନୂଆଦିଲ୍ଲୀ ଠାରେ...
ହିଙ୍ଗୁଳା ଲୋକ ମହୋତ୍ସବର ଷଷ୍ଠ ସଂଧ୍ୟା, ବିହୁ, ଝୁମୁରା ଓ ପାଇକ ନୃତ୍ୟରେ ଦର୍ଶକ...
ତାଳଚେର, ୨୧/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ଗୋପାଳ ପ୍ରସାଦ ସ୍ଥିତ ମା ହିଙ୍ଗୁଳା ପୀଠରେ ଚାଲିଥିବା ୧୮ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟ ଅତିଥି ଭାବରେ ଉତରାଚଂଳ ରାଜସ୍ୱ...
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛନ୍ତି ସଚିନ ପାଇଲଟ୍ ! ସୋନିଆ ଗାନ୍ଧୀଙ୍କ ସହ ହେଲେ...
ନୂଆଦିଲ୍ଲୀ ୨୧ ଏପ୍ରିଲ (ଓଡ଼ିଆ ପୁଅ) ରାଜସ୍ଥାନର କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ସଚିନ ପାଇଲଟ ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି। ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସଚିନ ପାଇଲଟ...
ରିପୋର୍ଟରଙ୍କ ଏଭଳି ରିପୋର୍ଟିଂ ଦେଖି ଲୋକେ କହିବା ଆରମ୍ଭ କଲେଣି, ଟିଭି ଦେଖିବା ଛାଡ଼ି...
ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ଯୁକ୍ରେନ ସହିତ ଚାଲିଛି ରୁଷର ଯୁଦ୍ଧ। ଅନେକ ଲୋକ ଦେଶ ଏବଂ ବାସ ଛାଡ଼ି ଅନ୍ୟ ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବରେ ଦୁଃଖରେ କାଳ ବିତାଇବାକୁ...
ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ସଚିବଙ୍କ କଟକ ଚଣ୍ଡି ମନ୍ଦିର ପରିଦର୍ଶନ
- ୭ ଦିନ ମଧ୍ୟରେ ମନ୍ଦିରର ଉନ୍ନତିକରଣ ଯୋଜନା ପ୍ରସ୍ତୁତ କରାଯାଇ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ନିମନ୍ତେ ଉପସ୍ଥାପିତ କରାଯିବ
ଭୁବନେଶ୍ୱର ୨୧-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ସଚିବ...
୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୧୯୬ଟି ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ : ୨୮ଟି...
ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ପୋଲିସରେ ୨୮ଟି ସ୍ଥାୟୀ ପୋଲିସ ଆଉଟପୋଷ୍ଟ ପାଇଁ ୨୮ଟି ସବ୍ଇନ୍ସପେକ୍ଟର ଓ ୧୬୮ଟି କନେଷ୍ଟବଳ ପଦବୀ ମଞ୍ଜୁର କରିଛନ୍ତି।...
‘ଜାହାଙ୍ଗୀରପୁରୀରେ ଯଥାସ୍ଥିତି ବଜାୟ ରଖିବାକୁ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ : ଦୁଇ ସପ୍ତାହ ପରେ...
ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ବୁଧବାରଦିନ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ମ୍ୟୁନିସିପାଲିଟି କର୍ପୋରେସନ ଦ୍ୱାରା ବୁଲଡୋଜର ନେଇ ଜହର ଦଖଲ ହଟାଇବା ପାଇଁ ପହଞ୍ଚିଥିଲା। ଭାରୀ ପୋଲିସର ଉପସ୍ଥିତିରେ ୫୦ ରୁ...
ଗାର୍ଲଫ୍ରେଣ୍ଡର ଅନ୍ତରଙ୍ଗ ଫଟୋ ଛାଡ଼ିଲା ଯୁବକ, ଏବେ ଗିରଫ : ବ୍ୟବସାୟରେ ୩୦ ପ୍ରତିଶତ...
ମୁମ୍ବାଇ ୨୧-୪ (ଓଡ଼ିଆ ପୁଅ) : ଆଶ୍ଚର୍ଯ୍ୟଜନକ ଘଟଣା। ଜଣେ ୨୦ ବର୍ଷ ବୟସ୍କ ଯୁବକ ନିଜର ପୂର୍ବତନ ଗାର୍ଲଫ୍ରେଣ୍ଡ ସହିତ ଅନ୍ତରଙ୍ଗ ଫଟୋ ବ୍ୟବହାର କରି ଜଣେ ମହିଳାଙ୍କୁ ତାଙ୍କ ବ୍ୟବସାୟରେ...
ଦେଶରେ ବଢ଼ିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ ଆକ୍ରାନ୍ତ ଚିହ୍ନଟ,...
ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ଦେଶରେ କମିଲା ସଂକ୍ରମଣ: ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଭାରତର ଆକ୍ଟିଭ୍ କେସ୍ ବର୍ତ୍ତମାନ ୧,୩୪,୩୩ କୁ ବୃଦ୍ଧି ପାଇଛି।
ସକ୍ରିୟ...
ଗୁଜରାଟ କଂଗ୍ରେସ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଗିରଫ କଲା ଆସାମ ପୋଲିସ – ଗୁଜରାଟରୁ...
ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ଗୁଜୁରାଟ କଂଗ୍ରେସ ନେତା ତଥା ଭଦଗାମ ବିଧାୟକ ଜିଗ୍ନେଶ ମେଭାନୀଙ୍କୁ ଆସାମ ପୋଲିସ ଗିରଫ କରିଛି। ବୁଧବାର ରାତି ପ୍ରାୟ ୧୧.୩୦ ସମୟରେ ତାଙ୍କୁ ପଲାନପୁର...
୨୧ ଏପ୍ରିଲ ଗୁରୁବାର : ଜାଣନ୍ତୁ ଆପଣଙ୍କର ଆଜିର ରାଶିଫଳ
ମେଷ : ଆଜିର ଦିନ ଆପଣ ସାମାଜିକ କାର୍ଯ୍ୟ ଏବଂ ମିତ୍ରମାନଙ୍କ ସହିତ ବିତାଇବେ। ଆପଣଙ୍କ ମିତ୍ରମାନଙ୍କ ମଣ୍ଡଳୀରେ ନୂଆ ମିତ୍ର ଯୋଡ଼ିହେବେ। ମିତ୍ରମାନଙ୍କ ପଛରେ ଧନ ଖର୍ଚ୍ଚ ହେବ। ବୃଦ୍ଧମାନଙ୍କ ତରଫରୁ...























