Home Top News ରିପୋର୍ଟରଙ୍କ ଏଭଳି ରିପୋର୍ଟିଂ ଦେଖି ଲୋକେ କହିବା ଆରମ୍ଭ କଲେଣି, ଟିଭି ଦେଖିବା ଛାଡ଼ି ଦେଇଥିଲି...

ରିପୋର୍ଟରଙ୍କ ଏଭଳି ରିପୋର୍ଟିଂ ଦେଖି ଲୋକେ କହିବା ଆରମ୍ଭ କଲେଣି, ଟିଭି ଦେଖିବା ଛାଡ଼ି ଦେଇଥିଲି ଏବେ ଦେଖିବାକୁ ପଡ଼ିବ

82

ନୂଆ ଦିଲ୍ଲୀ ୨୧-୪ (ଓଡ଼ିଆ ପୁଅ) ଯୁକ୍ରେନ ସହିତ ଚାଲିଛି ରୁଷର ଯୁଦ୍ଧ। ଅନେକ ଲୋକ ଦେଶ ଏବଂ ବାସ ଛାଡ଼ି ଅନ୍ୟ ପଡ଼ୋଶୀ ଦେଶରେ ଶରଣାର୍ଥୀ ଭାବରେ ଦୁଃଖରେ କାଳ ବିତାଇବାକୁ ବାଧ୍ୟ ହେଉଛନ୍ତି। ଏପରିକି ଅନେକ ଲୋକଙ୍କର ମୃତ୍ୟୁ ହୋଇଛି। ଏନେକ ଆହତ ହୋଇଛନ୍ତି। ୟୁକ୍ରେନରେ ଦୁଃଖର ପାହାଡ଼ ସାରା ବିଶ୍ୱବାସୀ ହୃଦୟଙ୍ଗମ କରିପାରୁଛନ୍ତି। ଏପରି ସମୟରେ ୟୁକ୍ରେନରୁ ଜଣେ ଭାରତୀୟ ରିପୋର୍ଟରଙ୍କର ଡ୍ୟାନ୍ସିଂ ରିପୋର୍ଟିଂ ଏବେ ଚର୍ଚ୍ଚାର ବି।ୟ ପାଲଟିଛି। ଏବେ ତାଙ୍କର ରିପୋର୍ଟିଂର ନକଲ କରି ଅନେକ ଭିଡ଼ିଓ ବନାଇବାରେ ଲାଗିଗଲେଣି। କେତେକ ଲୋକେ ମଧ୍ୟ ଏଙି ରିପୋର୍ଟିଂ ସହିତ ରାପ ମ୍ୟୁଜିକ ଯୋଡ଼ି ନିଜ ନିଜର ମନ୍ତବ୍ୟ ଦେଉଛନ୍ତି। ତେବେ ଏହିଭଳି କେତେକ ସୋସିଆଲ ନିଡ଼ିଆ ପୋଷ୍ଟ ଆପଣ ଦେଖନ୍ତୁ ଏବଂ ନିଜର ମନ୍ତବ୍ୟ ଦିଅନ୍ତୁ।

https://twitter.com/arunbothra/status/1516092549316104193

https://twitter.com/ITcellvhp/status/1516292802715467780

https://twitter.com/IamHossainn/status/1516018602176315394

https://twitter.com/Manishask1708/status/1516245683447427073

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.