ଭୁବନେଶ୍ୱର ୧୯-୫ (ଓଡ଼ିଆ ପୁଅ) ଆଜି ରାଜ୍ୟରୁ ୯୮୭୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୬୭୩ – ଖୋର୍ଦ୍ଧା ଜିଲ୍ଲାରୁ,
୭୮୯ – ସୁନ୍ଦରଗଡ ଜିଲ୍ଲାରୁ,
୬୫୦ – ନୁଆପଡା ଜିଲ୍ଲାରୁ,
୬୪୬ – କଟକ ଜିଲ୍ଲାରୁ,
୫୯୨ – ଅନୁଗୁଳ ଜିଲ୍ଲାରୁ,
୪୨୫ – ବଲାଙ୍ଗୀର ଜିଲ୍ଲାରୁ,
୩୫୭ – ଝାରସୁଗୁଡା ଜିଲ୍ଲାରୁ,
୩୫୬ – ସମ୍ବଲପୁର ଜିଲ୍ଲାରୁ,
୩୫୪ – ନବରଙ୍ଗପୁର ଜିଲ୍ଲାରୁ,
୩୨୫ – ଗଞ୍ଜାମ ଜିଲ୍ଲାରୁ,
୩୧୩ – ବାଲେଶ୍ୱର ଜିଲ୍ଲାରୁ,
୨୬୪ – ବରଗଡ ଜିଲ୍ଲାରୁ,
୨୩୩ – ଜଗତସିଂହପୁର ଜିଲ୍ଲାରୁ,
୨୨୩ – ମୟୂରଭଞ୍ଜ ଜିଲ୍ଲାରୁ,
୨୧୫ – କଳାହାଣ୍ଡି ଜିଲ୍ଲାରୁ,
୨୧୪ – ବୌଦ୍ଧ ଜିଲ୍ଲାରୁ,
୨୦୫ – ସୋନପୁର ଜିଲ୍ଲାରୁ,
୨୦୩ – କେନ୍ଦୁଝର
୧୯୨ – କୋରାପୁଟ ଜିଲ୍ଲାରୁ,
୧୮୫ – କେନ୍ଦ୍ରାପଡା ଜିଲ୍ଲାରୁ,
୧୮୪ – ଯାଜପୁର ଜିଲ୍ଲାରୁ,
୧୮୪ – ନୟାଗଡ଼ ଜିଲ୍ଲାରୁ,
୧୬୯ – ରାୟଗଡ଼ା ଜିଲ୍ଲାରୁ,
୧୧୮ – ଦେବଗଡ଼ ଜିଲ୍ଲାରୁ,
୧୧୫ – ପୁରୀ ଜିଲ୍ଲାରୁ,
୧୦୨ – ଢେଙ୍କାନାଳ ଜିଲ୍ଲାରୁ,
୧୦୦ – ଗଜପତି ଜିଲ୍ଲାରୁ,
୮୬ – କନ୍ଧମାଳ ଜିଲ୍ଲାରୁ,
୬୬ – ମାଲକାନଗିରି ଜିଲ୍ଲାରୁ,
୫୨ – ଭଦ୍ରକ ଜିଲ୍ଲାରୁ ଏବଂ
୨୮୦ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୫୬୫୦୧ ରେ ପହଞ୍ଚିଛି।