Home Coronavirus Outbreak ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ

ଭଲ ଖବର: ରାଜ୍ୟରୁ ପୁଣି ସୁସ୍ଥ ହେଲେ ୮୫୪୭ କରୋନା ଆକ୍ରାନ୍ତ

110

ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୫୪୭ କରୋନା ଆକ୍ରାନ୍ତ।

ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?

୧୧୬୫ – ଖୋର୍ଦ୍ଧା ଜିଲ୍ଲାରୁ,

୫୯୩ – କଟକ ଜିଲ୍ଲାରୁ,

୫୯୧ – ସୁନ୍ଦରଗଡ ଜିଲ୍ଲାରୁ,

୫୧୮ – ସମ୍ବଲପୁର ଜିଲ୍ଲାରୁ,

୪୩୬ – ବରଗଡ ଜିଲ୍ଲାରୁ,

୪୧୧ – ନୁଆପଡା ଜିଲ୍ଲାରୁ,

୪୦୨ – ପୁରୀ ଜିଲ୍ଲାରୁ,

୩୫୦ – ଭଦ୍ରକ ଜିଲ୍ଲାରୁ,

୩୪୨ – ଅନୁଗୁଳ ଜିଲ୍ଲାରୁ,

୩୩୭ – ରାୟଗଡ଼ା ଜିଲ୍ଲାରୁ,

୩୨୫ – ଝାରସୁଗୁଡା ଜିଲ୍ଲାରୁ,

୩୦୫ – ବଲାଙ୍ଗୀର ଜିଲ୍ଲାରୁ,

୨୬୪ – ନବରଙ୍ଗପୁର ଜିଲ୍ଲାରୁ,

୨୩୯ – ନୟାଗଡ଼ ଜିଲ୍ଲାରୁ,

୨୩୬ – ଗଞ୍ଜାମ ଜିଲ୍ଲାରୁ,

୨୩୫ – କଳାହାଣ୍ଡି ଜିଲ୍ଲାରୁ,

୧୯୦ – ମୟୂରଭଞ୍ଜ ଜିଲ୍ଲାରୁ,

୧୭୮ – ବାଲେଶ୍ୱର ଜିଲ୍ଲାରୁ,

୧୭୩ – ସୋନପୁର ଜିଲ୍ଲାରୁ,

୧୪୫ – ଜଗତସିଂହପୁର ଜିଲ୍ଲାରୁ,

୧୩୩ – କେନ୍ଦ୍ରାପଡା ଜିଲ୍ଲାରୁ,

୧୨୩ – ଗଜପତି ଜିଲ୍ଲାରୁ,

୧୦୯ – କୋରାପୁଟ ଜିଲ୍ଲାରୁ,

୧୦୫ – ଯାଜପୁର ଜିଲ୍ଲାରୁ,

୧୦୩ – କେନ୍ଦୁଝର

୫୯ – କନ୍ଧମାଳ ଜିଲ୍ଲାରୁ,

୫୫ – ଦେବଗଡ଼ ଜିଲ୍ଲାରୁ,

୪୬ – ମାଲକାନଗିରି ଜିଲ୍ଲାରୁ,

୩୫ – ବୌଦ୍ଧ ଜିଲ୍ଲାରୁ ଏବଂ

୨୫୫ – ରାଜ୍ୟ ପୁଲ୍ ରୁ, ସୁସ୍ଥ ହୋଇଛନ୍ତି।

ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୭୩୬୮୦ ରେ ପହଞ୍ଚିଛି।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.