ଭୁବନେଶ୍ୱର ୧୨-୫ (ଓଡ଼ିଆ ପୁଅ) ଭଲ ଖବର : ରାଜ୍ୟରୁ ପୁଣି ସୁସ୍ଥ ହୋଇଛନ୍ତି ୮୫୪୭ କରୋନା ଆକ୍ରାନ୍ତ।
ଜାଣନ୍ତୁ କେଉଁ ଜିଲ୍ଲାରୁ କେତେ?
୧୧୬୫ – ଖୋର୍ଦ୍ଧା ଜିଲ୍ଲାରୁ,
୫୯୩ – କଟକ ଜିଲ୍ଲାରୁ,
୫୯୧ – ସୁନ୍ଦରଗଡ ଜିଲ୍ଲାରୁ,
୫୧୮ – ସମ୍ବଲପୁର ଜିଲ୍ଲାରୁ,
୪୩୬ – ବରଗଡ ଜିଲ୍ଲାରୁ,
୪୧୧ – ନୁଆପଡା ଜିଲ୍ଲାରୁ,
୪୦୨ – ପୁରୀ ଜିଲ୍ଲାରୁ,
୩୫୦ – ଭଦ୍ରକ ଜିଲ୍ଲାରୁ,
୩୪୨ – ଅନୁଗୁଳ ଜିଲ୍ଲାରୁ,
୩୩୭ – ରାୟଗଡ଼ା ଜିଲ୍ଲାରୁ,
୩୨୫ – ଝାରସୁଗୁଡା ଜିଲ୍ଲାରୁ,
୩୦୫ – ବଲାଙ୍ଗୀର ଜିଲ୍ଲାରୁ,
୨୬୪ – ନବରଙ୍ଗପୁର ଜିଲ୍ଲାରୁ,
୨୩୯ – ନୟାଗଡ଼ ଜିଲ୍ଲାରୁ,
୨୩୬ – ଗଞ୍ଜାମ ଜିଲ୍ଲାରୁ,
୨୩୫ – କଳାହାଣ୍ଡି ଜିଲ୍ଲାରୁ,
୧୯୦ – ମୟୂରଭଞ୍ଜ ଜିଲ୍ଲାରୁ,
୧୭୮ – ବାଲେଶ୍ୱର ଜିଲ୍ଲାରୁ,
୧୭୩ – ସୋନପୁର ଜିଲ୍ଲାରୁ,
୧୪୫ – ଜଗତସିଂହପୁର ଜିଲ୍ଲାରୁ,
୧୩୩ – କେନ୍ଦ୍ରାପଡା ଜିଲ୍ଲାରୁ,
୧୨୩ – ଗଜପତି ଜିଲ୍ଲାରୁ,
୧୦୯ – କୋରାପୁଟ ଜିଲ୍ଲାରୁ,
୧୦୫ – ଯାଜପୁର ଜିଲ୍ଲାରୁ,
୧୦୩ – କେନ୍ଦୁଝର
୫୯ – କନ୍ଧମାଳ ଜିଲ୍ଲାରୁ,
୫୫ – ଦେବଗଡ଼ ଜିଲ୍ଲାରୁ,
୪୬ – ମାଲକାନଗିରି ଜିଲ୍ଲାରୁ,
୩୫ – ବୌଦ୍ଧ ଜିଲ୍ଲାରୁ ଏବଂ
୨୫୫ – ରାଜ୍ୟ ପୁଲ୍ ରୁ, ସୁସ୍ଥ ହୋଇଛନ୍ତି।
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୪୭୩୬୮୦ ରେ ପହଞ୍ଚିଛି।