Home Coronavirus Outbreak ଆଜି ସୁସ୍ଥ ହେଲେ ୩,୪୮୬ କରୋନା ଆକ୍ରାନ୍ତ

ଆଜି ସୁସ୍ଥ ହେଲେ ୩,୪୮୬ କରୋନା ଆକ୍ରାନ୍ତ

54

ଭୁବନେଶ୍ୱର ୨୪-୬ (ଓଡ଼ିଆ ପୁଅ) ରାଜ୍ୟରେ ଆଜି ସୁସ୍ଥ ହୋଇଛନ୍ତି ୩,୪୮୬ କରୋନା ଆକ୍ରାନ୍ତ। ତେବେ
୫୪୧ ଜଣ ଖୋର୍ଦ୍ଧା ଜିଲ୍ଲାରୁ,

୩୨୯ ଜଣ ଯାଜପୁର ଜିଲ୍ଲାରୁ,

୨୯୬ ଜଣ ବାଲେଶ୍ୱର ଜିଲ୍ଲାରୁ,

୨୯୫ ଜଣ କଟକ ଜିଲ୍ଲାରୁ,

୨୦୩ ଜଣ ଅନୁଗୁଳ ଜିଲ୍ଲାରୁ,

୧୮୨ ଜଣ ପୁରୀ ଜିଲ୍ଲାରୁ,

୧୭୮ ଜଣ ଭଦ୍ରକ ଜିଲ୍ଲାରୁ,

୧୫୨ ଜଣ ମୟୂରଭଞ୍ଜ ଜିଲ୍ଲାରୁ,

୧୩୧ ଜଣ ଜଗତସିଂହପୁର ଜିଲ୍ଲାରୁ,

୧୧୬ ଜଣ କେନ୍ଦ୍ରାପଡା ଜିଲ୍ଲାରୁ,

୧୧୬ ଜଣ ନୟାଗଡ଼ ଜିଲ୍ଲାରୁ,

୧୦୦ ଜଣ ନବରଙ୍ଗପୁର ଜିଲ୍ଲାରୁ,

୮୪ ଜଣ କୋରାପୁଟ ଜିଲ୍ଲାରୁ,

୮୧ ଜଣ କେନ୍ଦୁଝର

୭୫ ଜଣ ରାୟଗଡ଼ା ଜିଲ୍ଲାରୁ,

୬୧ ଜଣ ବରଗଡ ଜିଲ୍ଲାରୁ,

୫୫ ଜଣ ମାଲକାନଗିରି ଜିଲ୍ଲାରୁ,

୫୪ ଜଣ କଳାହାଣ୍ଡି ଜିଲ୍ଲାରୁ,

୫୩ ଜଣ ଢେଙ୍କାନାଳ ଜିଲ୍ଲାରୁ,

୪୬ ଜଣ ଗଜପତି ଜିଲ୍ଲାରୁ,

୪୬ ଜଣ ସୁନ୍ଦରଗଡ ଜିଲ୍ଲାରୁ,

୪୧ ଜଣ କନ୍ଧମାଳ ଜିଲ୍ଲାରୁ,

୩୫ ଜଣ ସମ୍ବଲପୁର ଜିଲ୍ଲାରୁ,

୨୯ ଜଣ ଗଞ୍ଜାମ ଜିଲ୍ଲାରୁ,

୨୮ ଜଣ ଦେବଗଡ଼ ଜିଲ୍ଲାରୁ,

୨୦ ଜଣ ନୁଆପଡା ଜିଲ୍ଲାରୁ,

୧୯ ଜଣ ସୋନପୁର ଜିଲ୍ଲାରୁ,

୧୬ ଜଣ ଝାରସୁଗୁଡା ଜିଲ୍ଲାରୁ,

୧୫ ଜଣ ବଲାଙ୍ଗୀର ଜିଲ୍ଲାରୁ,

୧୩ ଜଣ ବୌଦ୍ଧ ଜିଲ୍ଲାରୁ,

୭୬ ଜଣ ରାଜ୍ୟ ପୁଲ୍ ରୁ,

ଓଡିଶାର ମୋଟ ଆରୋଗ୍ୟ ହେଲେଣି ୮୫୬୪୯୮ ଜଣ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.