ଭୁବନେଶ୍ୱର ୩୦-୫ (ଓଡ଼ିଆ ପୁଅ) ରାଜ୍ୟରେ କମୁଛି ସଂକ୍ରମଣ କିନ୍ତୁ ବଢ଼ୁଛି ଆରୋଗ୍ୟଙ୍କ ସଂଖ୍ୟା। ଆଜି ରାଜ୍ୟରୁ ୧୧୮୮୧ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୬୯୦ – ଖୋର୍ଦ୍ଧା ଜିଲ୍ଲାରୁ,
୧୧୫୪ – ଅନୁଗୁଳ ଜିଲ୍ଲାରୁ,
୧୦୬୬ – କଟକ ଜିଲ୍ଲାରୁ,
୭୧୩ – ସୁନ୍ଦରଗଡ଼ ଜିଲ୍ଲାରୁ,
୬୪୭ – ଯାଜପୁର ଜିଲ୍ଲାରୁ,
୬୩୩ – ମୟୂରଭଞ୍ଜ ଜିଲ୍ଲାରୁ,
୫୧୦ – ବାଲେଶ୍ୱର ଜିଲ୍ଲାରୁ,
୪୮୨ – କଳାହାଣ୍ଡି ଜିଲ୍ଲାରୁ,
୪୭୧ – ପୁରୀ ଜିଲ୍ଲାରୁ,
୩୫୪ – ନବରଙ୍ଗପୁର ଜିଲ୍ଲାରୁ,
୩୨୧ – ଜଗତସିଂହପୁର ଜିଲ୍ଲାରୁ,
୩୦୦ – ବରଗଡ ଜିଲ୍ଲାରୁ,
୨୯୭ – ବଲାଙ୍ଗୀର ଜିଲ୍ଲାରୁ,
୨୯୨ – ସମ୍ବଲପୁର ଜିଲ୍ଲାରୁ,
୨୮୫ – କେନ୍ଦ୍ରାପଡା ଜିଲ୍ଲାରୁ,
୨୫୩ – ନୟାଗଡ଼ ଜିଲ୍ଲାରୁ,
୨୧୬ – କେନ୍ଦୁଝର
୨୧୪ – କୋରାପୁଟ ଜିଲ୍ଲାରୁ,
୨୧୧ – ଝାରସୁଗୁଡା ଜିଲ୍ଲାରୁ,
୧୯୦ – ରାୟଗଡ଼ା ଜିଲ୍ଲାରୁ,
୧୭୭ – ଭଦ୍ରକ ଜିଲ୍ଲାରୁ,
୧୭୬ – ଗଞ୍ଜାମ ଜିଲ୍ଲାରୁ,
୧୫୮ – ସୋନପୁର ଜିଲ୍ଲାରୁ,
୧୨୪ – ବୌଦ୍ଧ ଜିଲ୍ଲାରୁ,
୧୨୦ – ଢେଙ୍କାନାଳ ଜିଲ୍ଲାରୁ,
୧୧୧ – କନ୍ଧମାଳ ଜିଲ୍ଲାରୁ,
୧୦୮ – ମାଲକାନଗିରି ଜିଲ୍ଲାରୁ,
୧୦୧ – ଗଜପତି ଜିଲ୍ଲାରୁ,
୯୮ – ଦେବଗଡ଼ ଜିଲ୍ଲାରୁ,
୮୫ – ନୁଆପଡା ଜିଲ୍ଲାରୁ,
୩୨୪ – ରାଜ୍ୟ ପୁଲ୍ ରୁ,
ଓଡିଶାର ମୋଟ ପୁନରୁଦ୍ଧାର ମାମଲା ବର୍ତ୍ତମାନ ୬୭୦୫୨୭ ରେ ପହଞ୍ଚିଛି।