ଭୁବନେଶ୍ୱର ୧୭-୫ (ଓଡ଼ିଆ ପୁଅ) ଭଲ ଖବର : କମ ହେଉଛି ସଂକ୍ରମଣ, ସୁସ୍ଥ ହେଉଛନ୍ତି ଅଧିକ। ଆଜି ରାଜ୍ୟରୁ ୧୦୨୪୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଜାଣନ୍ତୁ ଜିଲ୍ଲାୱାରୀ ତଥ୍ୟ-
୧୪୧୮ – ଖୋର୍ଦ୍ଧା ଜିଲ୍ଲାରୁ,
୯୪୩ – ସୁନ୍ଦରଗଡ ଜିଲ୍ଲାରୁ,
୮୮୭ – କଟକ ଜିଲ୍ଲାରୁ,
୭୦୭ – ପୁରୀ ଜିଲ୍ଲାରୁ,
୬୪୧ – ସମ୍ବଲପୁର ଜିଲ୍ଲାରୁ,
୪୬୫ – କଳାହାଣ୍ଡି ଜିଲ୍ଲାରୁ,
୪୪୮ – ବରଗଡ ଜିଲ୍ଲାରୁ,
୪୩୮ – ଅନୁଗୁଳ ଜିଲ୍ଲାରୁ,
୩୩୧ – ଝାରସୁଗୁଡା ଜିଲ୍ଲାରୁ,
୩୦୧ – ବାଲେଶ୍ୱର ଜିଲ୍ଲାରୁ,
୨୯୧ – ନବରଙ୍ଗପୁର ଜିଲ୍ଲାରୁ,
୨୭୩ – ବଲାଙ୍ଗୀର ଜିଲ୍ଲାରୁ,
୨୫୪ – ନୟାଗଡ଼ ଜିଲ୍ଲାରୁ,
୨୨୨ – ଯାଜପୁର ଜିଲ୍ଲାରୁ,
୨୧୪ – ନୁଆପଡା ଜିଲ୍ଲାରୁ,
୨୦୭ – ମୟୂରଭଞ୍ଜ ଜିଲ୍ଲାରୁ,
୧୯୫ – ଗଞ୍ଜାମ ଜିଲ୍ଲାରୁ,
୧୭୯ – ସୋନପୁର ଜିଲ୍ଲାରୁ,
୧୭୭ – କେନ୍ଦୁଝର
୧୬୭ – ଢେଙ୍କାନାଳ ଜିଲ୍ଲାରୁ,
୧୫୮ – କେନ୍ଦ୍ରାପଡା ଜିଲ୍ଲାରୁ,
୧୩୭ – ଜଗତସିଂହପୁର ଜିଲ୍ଲାରୁ,
୧୩୬ – ଦେବଗଡ଼ ଜିଲ୍ଲାରୁ,
୧୩୬ – ରାୟଗଡ଼ା ଜିଲ୍ଲାରୁ,
୧୨୨ – କୋରାପୁଟ ଜିଲ୍ଲାରୁ,
୧୧୬ – ଗଜପତି ଜିଲ୍ଲାରୁ,
୧୧୩ – ବୌଦ୍ଧ ଜିଲ୍ଲାରୁ,
୧୦୦ – ଭଦ୍ରକ ଜିଲ୍ଲାରୁ,
୧୦୦ – କାନ୍ଦମାଲ ଜିଲ୍ଲାରୁ,
୯୪ – ମାଲକାନଗିରି ଜିଲ୍ଲାରୁ ଏବଂ
୨୭୨ – ରାଜ୍ୟ ପୁଲ୍ ରୁ ସୁସ୍ଥ ହୋଇଛନ୍ତି।
ଓଡିଶାର ମୋଟ ଆରୋଗ୍ୟ ମାମଲା ବର୍ତ୍ତମାନ ୫୩୬୫୯୫ ରେ ପହଞ୍ଚିଛି।