Home ଓଡ଼ିଶା କରୋନା ପାଇଁ କଂଗ୍ରେସର କାର୍ଯ୍ୟକ୍ରମ ସ୍ଥଗିତ

କରୋନା ପାଇଁ କଂଗ୍ରେସର କାର୍ଯ୍ୟକ୍ରମ ସ୍ଥଗିତ

149

ଭୁବନେଶ୍ୱର ତା ୧୮.୩ (ଓଡ଼ିଆ ପୁଅ) – ଭୟାବହ କରୋନା ଭୂତାଣୁ ଉଙଠଓଊ-୧୯ ର ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଭାରତୀୟ ଜାତୀୟ କଂଗ୍ରେସ ଓଡ଼ିଶା ପ୍ରଦେଶ ତାର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବାତିଲ୍ କରୁଛି। ସମସ୍ତ କଂଗ୍ରେସ କର୍ମୀ ସଠିକ୍ ସଚେତନତା ଜନମାନସରେ ପ୍ରଚାର କରିବା ପାଇଁ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପରାମର୍ଶ ଦିଆଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.