Home ଜିଲ୍ଲା ପରିକ୍ରମା ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ ଏହଂ ସରକାରୀ ଦପ୍ତର...

ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ସରକାରୀ କର୍ମଚାରୀଙ୍କୁ ଟିକା ଦିଆଯିବ ଏହଂ ସରକାରୀ ଦପ୍ତର ଜୁଲାଇ ୧ରେ ଖୋଲିବ : ଆସାମ ମୁଖ୍ୟମନ୍ତ୍ରୀ

86

ନୂଆ ଦିଲ୍ଲୀ ୧୯-୬ (ଓଡ଼ିଆ ପୁଅ) ଆସାମର ସମସ୍ତ ସରକାରୀ କର୍ମଚାରୀଙ୍କୁ ଆସନ୍ତା ୧୦ ଦିନ ମଧ୍ୟରେ ଟିକା ଦିଆଯିବ ଏବଂ ସରକାରୀ ଦପ୍ତର ଜୁଲାଇ ୧ରେ ଖୋଲିବ ବୋଲି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ପ୍ରକାଶ କରିଛନ୍ତି ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟରୁ ପ୍ରକାଶ।

ସୂଚନାଯୋଗ୍ୟଯେ, କରୋନା କାରଣରୁ କେନ୍ଦ୍ର ତଥା ଅନେକ ରାଜ୍ୟରେ ସରକାରୀ ଦପ‌୍ତରରେ କାର୍ଯ୍ୟ ରିତିମତ ହୋଇପାରୁନାହିଁ। ଅନେକ କର୍ମଚାରୀ ଘରୁ କାର୍ଯ୍ୟକରୁଛନ୍ତି। ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି କିମ୍ବା ଜନଉପଯୋଗୀ ହୋଇପାରୁନାହିଁ। ଅନେକ ଜନକଲ୍ୟାଣ ଯୋଜନା ସମେତ ଅନେକ ସରକାରୀ କାର୍ଯ୍ୟରେ ଅବହେଳା ଯୋଗୁଁ ରାଜ୍ୟବାସୀ ଅନେକ ଅସୁବିଧା ଭୋଗ କରୁଛନ୍ତି। ତେବେ ଆସାମ ମୁଖ୍ୟମନ୍ତ୍ରୀ ଏହିପରି ଏକ ପଦକ୍ଷେପ ନେଉଛନ୍ତି। ଯାହାଫଳରେ ସରକାରୀ କାର୍ଯ୍ୟରେ ଆଉ ବିଶେଷ ପ୍ରଭାବ ପଡ଼ିବ ନାହିଁ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.