Home ଓଡ଼ିଶା ଦୁର୍ଘଟଣାରେ ଯୁବକ ମୃତ, ୨ ଆହତ

ଦୁର୍ଘଟଣାରେ ଯୁବକ ମୃତ, ୨ ଆହତ

448

ଟିଟିଲାଗଡ ୧୫-୨ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ଟିଟିଲାଗଡ ଥାନା ଅନ୍ତର୍ଗତ ଘଣ୍ଟବାହାଲି ଗ୍ରାମର ମିଶ୍ର ମାଝୀ (୧୮) ନାମକ ଜଣେ ଯୁବକ ୩ ଜଣ ସମ୍ପର୍କୀୟ ଛୋଟ ପିଲାଙ୍କୁ ତାଙ୍କ ବାଇକରେ ବସେଇ ଘରକୁ ଫେରିବା ବେଳେ ଉକ୍ତ ଗ୍ରାମ ନିକଟରେ ଦୁର୍ଘଟଣା ଘଟିଥିଲା। ଉକ୍ତ ଘଟଣା ସ୍ଥଳରେ ଉକ୍ତ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇ ଟିଟିଲାଗଡ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.