Home ଓଡ଼ିଶା ବୋଲେରୋ ଟ୍ରକ ଧକ୍କା:୮ ଆହତ

ବୋଲେରୋ ଟ୍ରକ ଧକ୍କା:୮ ଆହତ

98

ଭୁବନେଶ୍ୱର;୨୭,୦୩,୨୦୧୮(ଓଡ଼ିଆ ପୁଅ/ଦେବଦତ୍ତ ରଥ): ଆଜି ସକାଳେ ଜାତୀୟ ରାଜପଥ ଟାଙ୍ଗି/ଚାନ୍ଦପୁର ନିକଟରେ ଏକ ବୋଲେରୋ ଏବଂ ଟ୍ରକ ମଧ୍ୟରେ ଦୁର୍ଘଟଣା ଘଟିଛି।ଏଥିରେ ପ୍ରାୟ ୮ ଜଣ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି।ଯାତ୍ରୀମାନେ ବୋଲେରୋରେ ବ୍ରହ୍ମପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲେ।ସେମାନେ ପୁରୀ ଯିବା ଉଦ୍ଦେଶ୍ୟରେ ବାହାରିଥିଲେ ବୋଲି ଜଣାପଡ଼ିଛି।ଦୁର୍ଘଟଣା ଘଟିଥିବା ଟାଙ୍ଗି/ଚାନ୍ଦପୁରର ସେହି ଅଞ୍ଚଳ ଖୋର୍ଦ୍ଧା ଏବଂ ନୟାଗଡ଼ ପୁଲିସ ଜିଲ୍ଲାର ସୀମାନ୍ତବର୍ତ୍ତି ଅଞ୍ଚଳ ବୋଲି ଜଣା ପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.