Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ପୀଠରେ କାର୍ତିକଶ୍ୱର ପୂଜା

ଆଖଣ୍ଡଳମଣିଙ୍କ ପୀଠରେ କାର୍ତିକଶ୍ୱର ପୂଜା

3

ଭଦ୍ରକ, ୨୦ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାବା ଆଖଣ୍ଡଳମଣିଙ୍କ ପୀଠରେ ପ୍ରଚଳିତ ବିରଜା ପଞ୍ଜିକା ଅନୁଯାୟୀ ପବିତ୍ର ବିଛା ସଂକ୍ରାନ୍ତି ଅବସରରେ କାର୍ତିକଶ୍ୱର ପୂଜା ଅନୁଷ୍ଠିତ ହେଉଅଛି। ରୀତିନୀତି ଅନୁଯାୟୀ ମନ୍ଦିର ଭିତର ଓ ବାହାର ବେଢାରେ ୨ଟି ସ୍ଥାନରେ ପ୍ରସ୍ତୁତ ପୂଜା ମଣ୍ଡପରେ ପୂଜାର୍ଚ୍ଚନା କରାଯାଉଛି। ପ୍ରଥମ ଦିନରେ ଉପସ୍ଥାପନ ସହ ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା, ଧରୀତ୍ରୀ ପୂଜନ ସହ ହୋମ ଯଜ୍ଞ ଅନୁଷ୍ଠିତ ହୋଇଥିଲା। ପରେ ଷୋଡ଼ଷ ଉପଚାରରେ ପୂଜାର୍ଚ୍ଚନା ସହ ବାଲ୍ୟ ଭୋଗ ଓ ଖେଚୁଡ଼ି ଅନ୍ନଭୋଗ ଲାଗି କରାଯାଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.