Home ଜିଲ୍ଲା ପରିକ୍ରମା ୧୯୯୪ ବର୍ଷ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

୧୯୯୪ ବର୍ଷ ମାଟ୍ରିକ ବ୍ୟାଚର ବନ୍ଧୁ ମିଳନ

14

ଭଦ୍ରକ, ୧୫ା୧୦ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ବ୍ଲକ ଦେହୁଡି ଆନନ୍ଦପୁର ସ୍ଥିତ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟର ୧୯୯୪ ମାଟ୍ରିକ ବ୍ୟାଚ ପୁରାତନ ବିଦ୍ୟାର୍ôଥମାନଙ୍କ ୩୦ ବର୍ଷ ପୂର୍ତି ଅବସରରେ ବନ୍ଧୁ ମିଳନ ଉତ୍ସବ ଅନୁଷ୍ଠିତ ହୋଇଛି। ସ୍ଥାନୀୟ ଝାଡେଶ୍ୱର ମନ୍ଦିର ନିକଟରେ ଆୟୋଜିତ ଏହି ଉତ୍ସବରେ ଖଗେଶ୍ୱର ସାହୁଙ୍କ ସଂଯୋଜନାରେ ଗଣେଶ ପରିଡ଼ା, ପ୍ରକାଶ ସାହୁ, ଉଷାରାଣୀ ଦାଶ, ପ୍ରତାପ କୁମାର ଆନ୍ଦିଆ, ଅନନ୍ତ ଚନ୍ଦ୍ର ସାହୁ, ସଞ୍ଜୟ କୁମାର ମହାନ୍ତି, ଜୟନ୍ତ କୁମାର ରଣା, କବିନ୍ଦ୍ର ସୁତାର, ଦୀପକ କୁମାର ଶତପଥୀ ପ୍ରମୁଖ ଯୋଗ ଦେଇଥିଲେ। ଦୀର୍ଘ ୩୦ ବର୍ଷର ପୁରୁଣା ଅନୁଭୂତି ସମ୍ପର୍କରେ ପୁରାତନ ଛାତ୍ରଛାତ୍ରୀ ମାନେ ଭାବ ବିନିମୟ କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ନୃସିଂହ ମହାରଣା, ବିଷ୍ଣୁ ଚରଣ ଦାସ, ଭାଗିରଥୀ ପରିଡ଼ା, ସୁବାଷ ଚନ୍ଦ୍ର ବେହେରା, କଲ୍ୟାଣୀ ରାଉତ, ରଞ୍ଜିତା ମିଶ୍ର, ସସ୍ମିତା ଦାସ, ତପସ୍ୱନୀ ମହାନ୍ତି, ଶରତ ଚନ୍ଦ୍ର ପଣ୍ଡା, ଚିନ୍ତାମଣି ସାହୁ, ପ୍ରଫୁଲ୍ଲ ବୈଶାଖ, ରଶ୍ମିତା ବେହେରା, ମମତା ବେହେରା, ସସ୍ମିତା ପରିଡ଼ା, କାଦମ୍ବିନୀ ଦାସ, ସରୋଜିନୀ ବେହେରା, ପ୍ରଶାନ୍ତି ଦାସ, ତପସ୍ୱନୀ ଦାସ, ଫୁଲରାଣୀ ମାଝୀ, କାମିନୀ ସାହୁ, ସଞ୍ଜୁକ୍ତା ଜେନା, ଧନେଶ୍ୱର ସେଠୀ, ଶିବଶଙ୍କର ସେଠୀ, ଲକ୍ଷ୍ମୀଧର ମହାରଣା, ଆଲୋକ ବଳ, ରତ୍ନାକର ରାଉତ, ରାଜେନ୍ଦ୍ର ନାଥ, ବିବେକାନନ୍ଦ ମିଶ୍ରପ୍ରମୁଖ ଯୋଗ ଦେଇ ନିଜର ଅନୁଭୂତି କହିଥିଲେ। ଖଗେଶ୍ୱର ସାହୁ ଧନ୍ୟବାଦ ଦେଇଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.