Home ଜିଲ୍ଲା ପରିକ୍ରମା ମାକ୍ରୋୱେବ୍ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ

ମାକ୍ରୋୱେବ୍ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ

12
?????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????????

ଭଦ୍ରକ, ୨୮ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସବୁବର୍ଷ ପରି ଚଳିତବର୍ଷ ଭଦ୍ରକର ଅଗ୍ରଣୀ କମ୍ପ୍ୟୁଟର ଶିକ୍ଷାକେନ୍ଦ୍ର ମାକ୍ରୋୱେବ୍ ଟେକ୍ନୋଲୋଜିର ବାର୍ଷିକ ଉତ୍ସବ ବେଶ୍ ଉତ୍ସାହର ସହ ପାଳିତ ହୋଇଯାଇଛି । କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ମନୋଜ କୁମାର ରାୟ ଓ ନିର୍ଦ୍ଦେଶିକା ନମ୍ରତା ରାୟ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶୁଭାରମ୍ଭ କରିଥିଲେ । ଏହି ଅବସରରେ ପିଲାମାନଙ୍କ ଭିତରେ ଥିବା ଅନ୍ତଃନିହିତ ଗୁଣଗୁଡିକର ପରିପ୍ରକାଶ ଓ ବିକାଶକୁ ନେଇ ବିଭିନ୍ନ ପ୍ରତିଯୋଗିତାମାନ ଆୟୋଜନ କରାଯାଇଥିଲା । ଏହି ଉତ୍ସବରେ ବରିଷ୍ଠ ସାମ୍ବାଦିକ ପ୍ରମୋଦ ରାୟ, ପାର୍ଥସାରଥୀ ନାୟକ ଓ ସଂଜୀବ ନାୟକ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଡିଜିଟାଲ ସ୍କିଲ୍ ସମ୍ବନ୍ଧୀୟ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରି ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମଟିକୁ ଅନୁଷ୍ଠାନର କାର୍ଯ୍ୟକର୍ତାମାନେ ପରିଚାଳନା କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.